ରେଳ ଯାତ୍ରୀଙ୍କ ପାଇଁ ଖୁସି ଖବର, ଯିବା ଆସିବା ଟିକେଟ୍ ଏକାଥରେ କିଣିଲେ ୨୦% ରିହାତି
ନୂଆଦିଲ୍ଲୀ: ଯେବେ କୌଣସି ପର୍ବ ପର୍ବାଣୀ ଆସେ, ପ୍ରାୟ ପ୍ରତ୍ୟେକ ରେଳ ଷ୍ଟେସନରେ ପ୍ରବଳ ଭିଡ଼ ଦେଖାଯାଏ । ଲୋକଙ୍କୁ ହଜାର ହଜାର କିଲୋମିଟର ଠିଆ ହୋଇ ଯାତ୍ରା କରିବାକୁ ପଡ଼େ । ଏହି ଭିଡ଼ ଏବଂ ସୁରକ୍ଷିତ ଯାତ୍ରା ପାଇଁ, ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏକ ବଡ଼ ଉପହାର ଦେଇଛନ୍ତି ।
ଏହା…