Weather Report: ରାଜ୍ୟରେ ୭ରୁ ବଢ଼ିବ ଶୀତ, ୧୩ ଡିଗ୍ରୀକୁ ଖସିପାରେ ସର୍ବନିମ୍ନ ତାପମାତ୍ରା
ଭୁବନେଶ୍ୱର: ଉତ୍ତର ଏବଂ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ଶୀତ ପଡ଼ିବା ଆରମ୍ଭ ହୋଇଛି। ଆସନ୍ତା ୧୦ତାରିଖ ପର୍ଯ୍ୟନ୍ତ ଏହିଭଳି ଭାବେ ଶୀତ ପ୍ରକୋପ ଲାଗି ରହିବ। ୧୧ ତାରିଖରୁ ସାରା ରାଜ୍ୟରେ ଶୀତ ପ୍ରକୋପ ଆହୁରି ବଢ଼ିବ ବୋଲି ପାଣିପାଗ ବିଶେଷଜ୍ଞ ଶରତ ସାହୁ କହିଛନ୍ତି। ଦୁଇ ଦିନ ହେଲା…