Latest Odisha News

BREAKING NEWS

ଯେଉଁ ଆସନରେ ରାହୁଲ ଗାନ୍ଧୀ ‘ଭୋଟ୍ ଚୋରି’ର ପ୍ରମାଣ ଦେଉଛନ୍ତି, ସେଠାରେ କେବେ ବି ଜିତିନାହିଁ କଂଗ୍ରେସ

ନୂଆଦିଲ୍ଲୀ: ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ନିର୍ବାଚନ କମିଶନ ଏବଂ ବିଜେପି ଉପରେ ପ୍ରମାଣ ସହିତ 'ଭୋଟ୍ ଚୋରି' ଅଭିଯୋଗ ଆଣିଛନ୍ତି। ସେ ବେଙ୍ଗାଲୁରୁର ମହାଦେବପୁରା ବିଧାନସଭା ନିର୍ବାଚନ ମଣ୍ଡଳୀର ତଥ୍ୟ ମଧ୍ୟ ଉପସ୍ଥାପନ କରିଛନ୍ତି ଯାହା ମାଧ୍ୟମରେ ସେ ଦାବି କରିଛନ୍ତି ଯେ ସେଠାରେ…

‘ୱି ଓମେନ୍ ୱାଣ୍ଟ କନକ୍ଲେଭ ୨୦୨୫’: ଶୈଫାଳିକା ପଣ୍ଡା ଶକ୍ତି ପୁରସ୍କାର ସହ ସମ୍ମାନିତ

ଭୁବନେଶ୍ବର: ଗୁରୁବାର ନୂଆଦିଲ୍ଲୀର ଦି ଇମ୍ପେରିଆଲ୍ ରେ ନ୍ୟୁଜ୍ ଏକ୍ସ ଦ୍ୱାରା ଆୟୋଜିତ "ୱି ଓମେନ୍ ୱାଣ୍ଟ କନକ୍ଲେଭ ଆଣ୍ଡ୍ ଶକ୍ତି ଆୱାର୍ଡ଼ ୨୦୨୫" ରେ ପ୍ରତିଷ୍ଠିତ ଶକ୍ତି ପୁରସ୍କାର ସହ ସମ୍ମାନିତ ହୋଇଛନ୍ତି ଇମ୍ଫାର କର୍ପୋରେଟ ସାମାଜିକ କଲ୍ୟାଣ ଶାଖା, ବଂଶୀଧର ଏବଂ ଇଲା ପଣ୍ଡା…

ଓଡ଼ିଶାରେ ଗୋହତ୍ୟା ନିଷେଧ: ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

କଟକ: ଓଡ଼ିଶାରେ ହୋଇପାରିବନି ଗୋହତ୍ୟା। ଏଥିପାଇଁ ହାଇକୋର୍ଟ ଦେଇଛନ୍ତି ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ। ରାଜ୍ୟରେ ଗୋ’ହତ୍ୟା ବନ୍ଦ ପାଇଁ ସ୍ୱତନ୍ତ୍ର ଆଇନ ରହିଛି। ତେଣୁ ସେହି ଆଧାରରେ ଓଡ଼ିଶାରେ ଗୋ’ହତ୍ୟା ହୋଇପାରିବ ନାହିଁ ବୋଲି ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟରେ କହିଛନ୍ତି। ଗୋ’ହତ୍ୟା…

ଟ୍ରମ୍ପଙ୍କ ଟାରିଫ୍ ଛାଟ ନେଇ ବର୍ଷିଲା ଚୀନ, ଭାରତକୁ ଦେଲା ସମର୍ଥନ….ଭାରତୀୟ ରଖିଲେ କିଛି ଏମିତି ପ୍ରତିକ୍ରିୟା…..

ନୂଆଦିଲ୍ଲୀ: ଆମେରିକାର ଶୁଳ୍କ ଯୁଦ୍ଧ ଏବେ ଚୀନ୍ ଏବଂ ଭାରତକୁ ନିକଟତର କରିଛି । ଚୀନ୍ ଏହି ପ୍ରସଙ୍ଗରେ ଖୋଲାଖୋଲି ଭାବରେ ଭାରତ ସପକ୍ଷରେ ଠିଆ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଦୀର୍ଘ ସମୟ ପରେ ଚୀନ୍ ଗସ୍ତ କରିବାକୁ ଯାଉଛନ୍ତି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ…

ସମୟ ବଦଳିବ, ଦଣ୍ଡ ମିଳିବ..ଏହା କେବଳ ଏକ ଦୁର୍ନୀତି ନୁହେଁ ବରଂ ବଡ଼ ଠକେଇ: ଭୋଟ ଚୋରି ଉପରେ ରାହୁଲଙ୍କ ମନ୍ତବ୍ୟ

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ନିରନ୍ତର ଦାବି କରିଆସୁଛନ୍ତି ଯେ ନିର୍ବାଚନରେ ଜାଲିଆତି ହେଉଛି। ଏହି କାରଣରୁ ରାହୁଲ ଗାନ୍ଧୀ ଏବେ ଭୋଟ ଚୋରିର ପ୍ରମାଣ ଉପସ୍ଥାପନ କରିଛନ୍ତି। ଯେଉଁଠାରେ ବିରୋଧୀ ଦଳ ବିହାରର SIR ପ୍ରସଙ୍ଗ ଉଠାଉଛି। ଏହି ସମୟରେ, ରାହୁଲ ଗାନ୍ଧୀ ବିହାରର ଭୋଟର…

କୁଲଗାମରେ ୮ ଦିନ ହେଲା ଜାରି ରହିଛି ଏନକାଉଣ୍ଟର, ୧୦ ବର୍ଷ ମଧ୍ୟରେ ଏହା ସବୁଠାରୁ ଲମ୍ବା ଅପରେସନ୍

ଶ୍ରୀନଗର: ଦକ୍ଷିଣ କାଶ୍ମୀରର କୁଲଗାମ ଜିଲ୍ଲାରେ ୮ ଦିନ ପୂର୍ବେ ଆରମ୍ଭ ହୋଇଥିବା ଅପରେସନ କୁଲଗାମ ଆଜି ୮ମ ଦିନରେ ପହଞ୍ଚିଛି। ଏହା ଦଶ ବର୍ଷ ମଧ୍ୟରେ ସବୁଠାରୁ ଲମ୍ବା ଏନକାଉଣ୍ଟର। ଏହି ଅପରେସନରେ ଏପର୍ଯ୍ୟନ୍ତ ୩ଜଣ ଆତଙ୍କବାଦୀ ନିହତ ହୋଇଥିବା ନିଶ୍ଚିତ ହୋଇଛି। ଯେତେବେଳେ କି ୨ରୁ ୩ ଜଣ…

ସାମ୍ନାକୁ ଆସିଲା କପିଲ ଶର୍ମାଙ୍କ କାଫେରେ ଆକ୍ରମଣ ପଛର କାରଣ, ସଲମାନ ଖାନଙ୍କ ସହ ରହିଛି ଲିଙ୍କ୍….

ନୂଆଦିଲ୍ଲୀ:  ଗୁରୁବାର କମେଡି କିଙ୍ଗ କପିଲ ଶର୍ମାଙ୍କ କାନାଡା ସ୍ଥିତ କାଫେ ଉପରକୁ ଆକ୍ରମଣ ହୋଇଥିଲା । ଯେତେବେଳେ କି କପିଲ୍ ନିଜେ ସେହି ସମୟରେ କାଫେରେ ଉପସ୍ଥିତ ଥିଲେ । ହେଲେ ସୌଭାଗ୍ୟବଶତଃ ତାଙ୍କର କିଛି ହୋଇନଥିବା ସୂଚନା ମିଳିଛି । ଯାହାକୁ ନେଇ ଏବେ ଛାନଭିନ୍ ଆରମ୍ଭ ହୋଇଥିବା…

୨୪ଘଣ୍ଟାରେ ୨୮ ଜିଲ୍ଲାରେ ପ୍ରବଳ ବର୍ଷିବ! ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ଆସନ୍ତା ୨୪ଘଣ୍ଟା ମଧ୍ୟରେ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଗାଙ୍ଗେୟ ପଶ୍ଚିମବଙ୍ଗ ଏବଂ ଏହାର ପାର୍ଶ୍ବବର୍ତ୍ତୀ ଉତ୍ତର ଓଡ଼ିଶାରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଥିବାରୁ କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲ୍ଲାର କିଛି ଅଞ୍ଚଳରେ ପ୍ରବଳ ବର୍ଷା ସହ ବିଜୁଳି, ଘଡ଼ଘଡ଼ି ସମ୍ଭାବନା…

ବଡ ନିଷ୍ପତ୍ତି ନେଲା ଇସ୍ରାଏଲର ସୁରକ୍ଷା କ୍ୟାବିନେଟ୍, ଗାଜା ଦଖଲ ଯୋଜନାକୁ ମିଳିଲା ମଞ୍ଜୁରୀ…..

ନୂଆଦିଲ୍ଲୀ: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଯୁଦ୍ଧ ମଧ୍ୟରେ ଇସ୍ରାଏଲ ଏକ ବଡ଼ ନିଷ୍ପତ୍ତି ନେଇଛି। ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ କାର୍ଯ୍ୟାଳୟ କହିଛି ଯେ ଇସ୍ରାଏଲର ସୁରକ୍ଷା କ୍ୟାବିନେଟ୍ ଗାଜା ସହର ଦଖଲ ଯୋଜନାକୁ ଅନୁମୋଦନ କରିଛି। ଏହି ନିଷ୍ପତ୍ତି…

ଖୁବଶୀଘ୍ର ପଟ୍ଟାମୁଣ୍ଡାଇ ଛାତ୍ରୀ ମୃତ୍ୟୁ ଘଟଣାରୁ ହଟିବ ପରଦା; ପୁରୁଷ ବନ୍ଧୁଙ୍କୁ ଅଟକ ରଖିଲା ପୋଲିସ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇରେ ଛାତ୍ରୀ ଜିଅନ୍ତା ଜଳିଯିବା ମାମଲା । ଛାତ୍ରୀଙ୍କ ପୁରୁଷ ବନ୍ଧୁଙ୍କୁ ଅଟକ ରଖିଲା ପୋଲିସ । ତେବେ ଚେନ୍ନାଇରୁ ଯୁବକକୁ ପୋଲିସ ଓଡ଼ିଶା ଆଣୁଥିବା ସୂଚନା ରହିଛି । ଘଟଣାର ତଦନ୍ତରୁ ଜଣାପଡ଼ିଛି ଯେ, ଅଭିଯୁକ୍ତ ଯୁବକଙ୍କ ନାଁରେ…