Latest Odisha News

ଅଲଗା ହେଲେ ଅଭିନେତ୍ରୀ ହଂସିକା ମୋଟୱାନୀ-ସୋହେଲ

ମୁମ୍ବାଇ: ଲୋକପ୍ରିୟ ଅଭିନେତ୍ରୀ ହଂସିକା ମୋଟୱାନୀ ଓ ସୋହେଲ ଖତୁରିୟା ଆପୋଷ ବୁଝାମଣା ସହ ଏଥର ବିଧିବଦ୍ଧ ଭାବେ ପରସ୍ପରଠାରୁ ଅଲଗା ହୋଇଛନ୍ତି । ମୁମ୍ବାଇର ଫ୍ୟାମିଲି କୋର୍ଟ ଉଭୟଙ୍କୁ ମ୍ୟୁଚୁଆଲ ଡିଭୋର୍ସ ଦେଇଛି । ୨୦୨୪ରୁ ଉଭୟ ଏକତ୍ର ରହୁ ନ ଥିଲେ । ସେମାନେ କେବଳ ଶାନ୍ତିପୂର୍ଣ୍ଣ…

Naxal Free India:ଅସ୍ତ୍ରଶସ୍ତ୍ର ସହ ୧୦୮ ମାଓବାଦୀଙ୍କ ଆତ୍ମସମର୍ପଣ…ଏପଟେ ମାଓ ଡମ୍ପରୁ ୩କୋଟି ଟଙ୍କା ଓ ସୁନା…

ରାୟପୁର: ମାଓବାଦୀଙ୍କ ବିରୋଧରେ ଚାଲିଥିବା ଲଢ଼େଇରେ ଯବାନମାନଙ୍କୁ ପୁଣି ଥରେ ଅଭୂତପୂର୍ବ ସଫଳତା ହାସଲ ମିଳିଛି। DKSZC (ଦଣ୍ଡକାରଣ୍ୟ ସ୍ୱତନ୍ତ୍ର ଜୋନାଲ କମିଟି)ର ୧୦୮ଜଣ ମାଓବାଦୀ ସେମାନଙ୍କର ଅସ୍ତ୍ରଶସ୍ତ୍ର ସହ ଆତ୍ମସମର୍ପଣ କରିଛନ୍ତି। ସେମାନଙ୍କ ମଧ୍ୟରେ ରହିଛନ୍ତି ୪୪ ଜଣ ମହିଳା…

ଦିନିକିଆ କ୍ରିକେଟ: ୯୧ ବଲରେ ପାକିସ୍ତାନକୁ ହରାଇଲା ବାଂଲାଦେଶ

ଢ଼ାକା: ପାକିସ୍ତାନ ଓ ବାଂଲାଦେଶ ମଧ୍ୟରେ ଏଠାରେ ଦିନିକିଆ କ୍ରିକେଟ ସିରିଜ ଆରମ୍ଭ ହୋଇଛି । ଏହି ମ୍ୟାଚରେ ପାକିସ୍ତାନ ଲଜ୍ଜାଜନକ ପରାଜୟବରଣ କରିଛି । ମାତ୍ର ୯୧ ବଲରେ ବାଂଲାଦେଶ ଏହି ମ୍ୟାଚକୁ ଜିତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ୩୦.୪ ଓଭରରେ ୧୧୪ ରନ କରି ଅଲଆଉଟ ହୋଇ…

Iranian Drones Hit Near Dubai Airport: ଦୁବାଇ ଅନ୍ତର୍ଜାତୀୟ ବିମାନବନ୍ଦରରେ ଡ୍ରୋନ୍ ଆକ୍ରମଣ;ଜଣେ ଭାରତୀୟଙ୍କ…

ନୂଆଦିଲ୍ଲୀ: ବୁଧବାର ଦିନ ଇରାନ ଦୁବାଇ ଅନ୍ତର୍ଜାତୀୟ ବିମାନବନ୍ଦରରେ ଡ୍ରୋନ୍ ଆକ୍ରମଣ କରିଛି, ଯେଉଁଥିରେ ଜଣେ ଭାରତୀୟଙ୍କ ସମେତ ଚାରି ଜଣ ଆହତ ହୋଇଛନ୍ତି। ଦୁବାଇ କର୍ତ୍ତୃପକ୍ଷ ନିଶ୍ଚିତ କରିଛନ୍ତି ଯେ ବୁଧବାର ସକାଳେ ଦୁବାଇ ଅନ୍ତର୍ଜାତୀୟ ବିମାନବନ୍ଦର (DXB) ନିକଟରେ ଦୁଇଟି ଡ୍ରୋନ୍ ଖସି…

ଆଇପିଏଲ ୨୦୨୬: ପ୍ରଥମ ପର୍ଯ୍ୟାୟର କାର୍ଯ୍ୟସୂଚୀ ଘୋଷଣା କଲା ବିିସିସିଆଇ

ନୂଆଦିଲ୍ଲୀ: ଆଇପିଏଲ ୨୦୨୬ର କାର୍ଯ୍ୟସୂଚୀ ଘୋଷଣା ହୋଇଛି । ପ୍ରାରମ୍ଭିକ ପର୍ଯ୍ୟାୟରେ ବିସିସିଆଇ ୧୫ ଦିନର କାର୍ଯ୍ୟସୂଚୀ ଘୋଷଣା କରିଛି । ମାର୍ଚ୍ଚ ୨୮ରୁ ୧୨ ଏପ୍ରିଲ ପର୍ଯ୍ୟନ୍ତ ହେବାକୁ ଥିବା ମ୍ୟାଚର କାର୍ଯ୍ୟକ୍ରମ ଜାରୀ କରାଯାଇଛି । ମାର୍ଚ୍ଚ ୨୮ରେ ଉଦଘାଟନୀ ମ୍ୟାଚ ରୟାଲ ଚ୍ୟାଲେଞ୍ଜର୍ସ…

Trump thanks India: ଆମେରିକାରେ ରିଲାଏନ୍ସର ‘ମାଷ୍ଟରଷ୍ଟ୍ରୋକ୍’

ନୂଆଦିଲ୍ଲୀ:ବିଶ୍ୱ ଶକ୍ତି ବଜାରରେ ଭାରତୀୟ କମ୍ପାନୀ ରିଲାଏନ୍ସର ଦବଦବା । ଆମେରିକା ମାଟିରେ ଇତିହାସ ରଚିବାକୁ ଯାଉଛନ୍ତି ଶିଳ୍ପପତି ମୁକେଶ ଅମ୍ବାନୀ । ଦୀର୍ଘ ୫୦ ବର୍ଷର ଅପେକ୍ଷା ପରେ ଆମେରିକାରେ ନିର୍ମାଣ ହେବାକୁ ଯାଉଛି ପ୍ରଥମ ନୂଆ ରିଫାଇନାରୀ, ଆଉ ଏହାକୁ ପ୍ରତିଷ୍ଠା କରିବ ଭାରତର…

Jasprit Bumrah: ମିଶନ ୨୦୨୭ – ବୁମରାଙ୍କ ବଡ଼ ନିଷ୍ପତ୍ତି !

ନୂଆଦିଲ୍ଲୀ: ୨୦୨୬ ଟି-୨୦ ବିଶ୍ୱକପ୍‌ରେ ଐତିହାସିକ ବିଜୟ ପରେ ଏବେ ସାରା ଦେଶ ଉତ୍ସବମୁଖର । କିନ୍ତୁ ଏହି ବିଜୟର ମୁଖ୍ୟ ନାୟକ ଜସପ୍ରୀତ ବୁମରା ଏବେ ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି । ଟି-୨୦ ବିଶ୍ୱକପ୍ ଟ୍ରଫି ଜିତିବା ପରେ ଏବେ ବୁମରାଙ୍କ ନଜର ୨୦୨୭ ଓ୍ବାନ୍‌ଡେ ୱାର୍ଲ୍ଡ କପ୍ ଉପରେ ।…

ଟି୨୦ ବିଶ୍ୱକପ ପରେ ଟ୍ରେନରେ ଲୁଚି କରି ଘରକୁ ଗଲେ ଏହି ଷ୍ଟାର ଖେଳାଳି

ଅହମ୍ମଦାବାଦ: ଟି୨୦ ବିଶ୍ୱକପ ୨୦୨୬ ଫାଇନାଲରେ ଭାରତ ସହଜରେ ନ୍ୟୁଜିଲାଣ୍ଡକୁ ହରାଇ ତୃତୀୟ ଥର ପାଇଁ ଟାଇଟଲ ହାସଲ କରିଛି । ମ୍ୟାଚ ପରେ ଖେଳାଳିମାନେ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ମଉଜ ମଜଲିସ କରିଥିଲେ । ସେହି ସମୟରେ ବିଶ୍ୱକପର ଷ୍ଟାର ଖେଳାଳି ଶିବମ ଦୁବେ ଅହମ୍ମଦାବାଦ ରେଲୱେ ଷ୍ଟେସନରେ…

LPG Fuel Made: କେଉଁ ଦେଶ ସବୁଠାରୁ ଅଧିକ ଉତ୍ପାଦନ କରେ LPG? କେମିତି ତିଆରି ହୁଏ ରନ୍ଧନ ଗ୍ୟାସ୍?

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ଏବେ ବିଶ୍ୱବ୍ୟାପୀ LPG ଗ୍ୟାସ୍ ଯୋଗାଣକୁ ପ୍ରଭାବିତ କରୁଛି। ପ୍ରଭାବିତ ଦେଶମାନଙ୍କ ମଧ୍ୟରେ ଭାରତ ମଧ୍ୟ ରହିଛି। ସରକାର ବାରମ୍ବାର ଏଥିପାଇଁ ଲୋକଙ୍କୁ ଆଶ୍ଵାସନା ଦେଉଥିଲେ ମଧ୍ୟ, ଏବେ ଧିରେ ଧିରେ ଏହାର ପ୍ରଭାବ ସାଧାରଣ ଲୋକଙ୍କ ମଧ୍ୟରେ…

ସ୍ୱଦେଶ ଫେରିବା ଆରମ୍ଭ କଲେ ୱେଷ୍ଟଇଣ୍ଡିଜ ଖେଳାଳି

ନୂଆଦିଲ୍ଲୀ: ଟି୨୦ ବିଶ୍ୱକପ ୨୦୨୬ ଶେଷ ହୋଇଯାଇଛି । ଟିମ ଇଣ୍ଡିଆ ତୃତୀୟ ଥର ପାଇଁ ଚାମ୍ପିୟନ ହୋଇଛି । ମାର୍ଚ୍ଚ ୧ରେ ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ ଖେଳାଯାଇଥିଲା । ୱେଷ୍ଟଇଣ୍ଡିଜ ପରାଜିତ ହୋଇ ସେମିଫାଇନାଲ ଦୌଡରୁ ବାଦ ପଡିଥିଲା । ଇତି ମଧ୍ୟରେ ଇରାନ ଉପରେ…