Latest Odisha News

BREAKING NEWS

ମାନିଲେ ସରକାର; ୬୧୧ଟି ସରକାରୀ ସ୍କୁଲରେ କୋଠା ଓ ୨ ହଜାର ସ୍କୁଲରେ ଶୌଚାଳୟ ନାହିଁ

ଜୟପୁର: ସରକାରୀ ସ୍କୁଲରେ ମୌଳିକ ସୁବିଧା ସମ୍ପର୍କରେ ରାଜସ୍ଥାନ ବିଧାନସଭାରେ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଛି। ରାଜସ୍ଥାନ ସରକାର ସ୍ୱୀକାର କରିଛନ୍ତି ଯେ ରାଜ୍ୟର ୬୧୧ ସରକାରୀ ସ୍କୁଲର ନିଜସ୍ୱ କୋଠା ନାହିଁ। ବହୁ ସଂଖ୍ୟକ ସ୍କୁଲରେ ପିଲାମାନଙ୍କ ପାଇଁ ଶୌଚାଳୟ ଏବଂ ପାନୀୟ ଜଳ ଭଳି…

Heavy rainfall:ଏହି ଜିଲ୍ଲାରେ ଆସନ୍ତାକାଲି ସ୍କୁଲ ଓ ଅଙ୍ଗନବାଡି ଛୁଟି

ନବରଙ୍ଗପୁର:ଭୁବନେଶ୍ବର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ନବରଙ୍ଗପୁର ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କରାଯାଇଛି। ପ୍ରବଳରୁ ଅତି ପ୍ରବଳ ବର୍ଷା ଏବଂ ବଜ୍ରପାତକୁ ଦୃଷ୍ଟିରେ ରଖି ସ୍କୁଲ ଛୁଟି ନେଇ ଜିଲ୍ଲାପାଳ ନିର୍ଦ୍ଦେଶନାମା ଜାରି କରିଛନ୍ତି ।…

ବଲାଙ୍ଗିରରେ ବଗିକୁ ଛାଡ଼ି ପଳାଇଲା ଇଞ୍ଜିନ, ରେଳବାଇର ସ୍ପଷ୍ଟୀକରଣ

ଭୁବନେଶ୍ୱର: ପୁରୁଣାକଟକ-ଭୁବନେଶ୍ୱର ଇଣ୍ଟରସିଟି ଏକ୍ସପ୍ରେସରେ ଯାତ୍ରା କରୁଥିବା ଯାତ୍ରୀମାନେ ରବିବାର ଦିନ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। କାରଣ ଅପ୍ରତ୍ୟାଶିତ ଭାବରେ କୋଚ୍ ରୁ ଅଲଗା ହୋଇଯାଇଥିଲା ଇଞ୍ଜିନ। ଏବଂ ଯାହାଫଳରେ ଟ୍ରେନର ଅନ୍ୟ କୋଚ୍ ଗୁଡ଼ିକ ବଲାଙ୍ଗୀର ରେଳ ଷ୍ଟେସନ…

ଇମ୍ରାନଙ୍କ ଚିକିତ୍ସା ପାଇଁ ପାକିସ୍ତାନ ସରକାରଙ୍କୁ ୨୧ ଜଣ ପୂର୍ବତନ ଅଧିନାୟକଙ୍କ ଚିଠି: ବ୍ରିଟେନରେ ବି ଝଡ଼

ନୂଆଦିଲ୍ଲୀ: ପାକିସ୍ତାନର ୧୯୯୨ ବିଶ୍ୱକପ୍ ବିଜେତା ଅଧିନାୟକ, ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍‌ଙ୍କୁ ଜେଲ୍‌ରେ ଉପଯୁକ୍ତ ମାନବୀୟ ବ୍ୟବହାର ଓ ଚିକିତ୍ସା ସୁବିଧା ଯୋଗାଇଦେବାକୁ ଦାବି କରି ୨୧ ଜଣ ପୂର୍ବତନ ଆନ୍ତର୍ଜାତୀୟ କ୍ରିକେଟ୍ ଅଧିନାୟକ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ୍…

୩ଲକ୍ଷର କାଠ ଓ ପଟା ଜବତ;ବେଆଇନ ଭାବେ ସଂରକ୍ଷିତ ଜଙ୍ଗଲରୁ ଗଛ କାଟିଥିଲେ

କୋମତାଲପେଟା:ବେଆଇନ ଭାବରେ ଗଚ୍ଛିତ ରଖାଯାଇଥିବା କାଠ ବିଷୟରେ ତଦନ୍ତ କରି କିଛି ଘରେ ଚଢାଉ କରିଥିଲେ ବନ କର୍ମଚାରୀ । ଏହି ଚଢାଉରେ ୩ଲକ୍ଷ ଟଙ୍କାର ଶାଳ କାଠ ଓ ପଟା ଜବତ ହୋଇଛି ଓ ୩ଜଣ ଗିରଫ ହୋଇଛନ୍ତି । ରାୟଗଡା ବନଖଣ୍ଡ ଅଧିକାରୀ ନିର୍ଦ୍ଦେଶ କ୍ରମେ ରାୟଗଡ଼ା ବନାଞ୍ଚଳ ଅଧିକାରୀ ଅନିଲ କୁମାର…

ବନ୍ୟା ପାଣିରେ ଫସିଲା ବିଧାୟକ ଓ ବିଡିଓଙ୍କ ଗାଡ଼ି

ଭୁବନେଶ୍ୱର: ରବିବାର ଦିନ ସ୍ଥାନୀୟ ବିଧାୟକ ଗୌରୀ ଶଙ୍କର ମାଝୀ ଏବଂ ତେନ୍ତୁଳିଖୁଣ୍ଟି ବ୍ଲକ ଉନ୍ନୟନ ଅଧିକାରୀ ମନୋଜ କୁମାର ପାଣିଗ୍ରାହୀ ନବରଙ୍ଗପୁର ଜିଲ୍ଲାରେ ବନ୍ୟା ସ୍ଥିତି ଆକଳନ କରିବା ସମୟରେ ସେତୁ ଉପରେ ଫସି ଯାଇଥିଲେ। ପ୍ରବଳ ବର୍ଷା ପରେ ପାଣି ଜମି ରହିଥିବା ନେଇ ଅଭିଯୋଗ ପରେ…

ସଚିନ-ସେହୱାଗଙ୍କ କ୍ଲବ୍‌ରେ ଦେବଦତ୍ତ : ୯ ବର୍ଷ ପରେ ସୃଷ୍ଟି କଲେ ନୂଆ ଇତିହାସ

କଲମ୍ବୋ : ଶ୍ରୀଲଙ୍କା ବିପକ୍ଷ କଲମ୍ବୋ ଟେଷ୍ଟର ପ୍ରଥମ ଦିନରେ ବାମହାତୀ ବ୍ୟାଟର ଦେବଦତ୍ତ ପଡ଼ିକ୍କଲ ୧୧୭ ରନ୍‌ର ଏକ ଦମଦାର ଶତକୀୟ ପାରୀ ଖେଳିଛନ୍ତି । ଚଳିତ ସିରିଜ୍‌ରେ ଏହା ତାଙ୍କର କ୍ରମାଗତ ଦ୍ୱିତୀୟ ଶତକ । ଏହା ପୂର୍ବରୁ ସେ ଗାଲେ ଟେଷ୍ଟରେ ୧୬୭ ରନ୍ ସଂଗ୍ରହ କରିଥିଲେ । ଏଥିସହ ସେ ସଚିନ…

ହାତୀ ନଦୀରେ ବନ୍ୟା;୨୦୦ ଲୋକ ସ୍ଥାନାନ୍ତର, ନଦୀକୁ ନଯିବାକୁ ପରାମର୍ଶ

ଭବାନୀପାଟଣା:ହାତୀ ନଦୀରେ ବନ୍ୟା । କଳାହାଣ୍ଡି ଜୟପାଟଣା ଓ କଲମପୁର ବ୍ଲକରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। । ମଙ୍ଗଳପୁର ଇନ୍ଦ୍ରାବତୀ ଜଳ ଭଣ୍ଡାରରୁ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ହାତୀ ନଦୀକୁ ଛଡ଼ାଯାଇଛି। ଏଥିରେ ୪୧୨ କ୍ୟୁମେକ ବନ୍ୟା ଜଳ ନିଷ୍କାସିତ ହେଉଛି। ଏବେ ପାଣି ଘେରରେ…

ପନ୍ତଙ୍କୁ ପରାମର୍ଶ ! ଗ୍ରହଣ କରନି ଅଧୀନାୟକ ପଦ

ନୂଆଦିଲ୍ଲୀ: ଭାରତୀୟ ୱିକେଟକିପର୍-ବ୍ୟାଟର ରିଷଭ ପନ୍ତଙ୍କୁ ଇଣ୍ଡିଅନ୍ ପ୍ରିମିୟର୍ ଲିଗ୍ ର ଆଗାମୀ ସଂସ୍କରଣରେ ଦିଲ୍ଲୀ କ୍ୟାପିଟାଲ୍ସ ର ଅଧିନାୟକ ପଦ ଗ୍ରହଣ ନକରିବାକୁ ପରାମର୍ଶ ଦିଆଯାଇଛି। ପନ୍ତଙ୍କୁ ଏହି ଅଧିନାୟକତ୍ୱ ପ୍ରସ୍ତାବ ଆସିଲେ ମଧ୍ୟ ଗ୍ରହଣ ନକରି ନିଜ ବ୍ୟାଟିଂ ଓ ଖେଳ ଉପରେ…

ଦ୍ୱିତୀୟ ଟେଷ୍ଟ: ପ୍ରଥମ ଦିନ ଶେଷ ସୁଦ୍ଧା ଭାରତ ୩୦୦/୫, ଦେବଦତ୍ତଙ୍କ କ୍ରମାଗତ ଦ୍ୱିତୀୟ ଶତକ

କଲମ୍ବୋ: କୋଲମ୍ବୋର ସିଂହଳୀ ସ୍ପୋର୍ଟସ କ୍ଲବରେ ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟେଷ୍ଟର ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଭାରତ ୫ ୱିକେଟ ହରାଇ ୩୦୦ ରନ୍ ସଂଗ୍ରହ କରିଛି । ରବିବାର ଷ୍ଟମ୍ପସ ଅପସାରଣ ବେଳକୁ ଧ୍ରୁବ ଜୁରେଲ ୭ ରନ୍ ଓ ସାରାଂଶ ଜୈନ ୪ ରନ୍ କରି ନାବାଦ ଅଛନ୍ତି । ପ୍ରଥମ ଦିନର ଖେଳ ଶେଷ…