ପାର୍ବଣ ସମୟରେ ୩ମନ୍ଦିରରୁ ସିରିଜ୍ ଚୋରି
ପୁରୀ: ପୁରୀ ଜିଲ୍ଲା ନିମାପଡ଼ା ପିପିଲି ମୁଖ୍ୟ ରାସ୍ତାରେ ଥିବା ୩ଟି ମନ୍ଦିରରୁ ଏକା ସାଙ୍ଗରେ ଲୁଟ୍ ହୋଇଥିବା ସୂଚନା ରହିଛି । ତାରିଣୀ ମନ୍ଦିର, ରାମ ମନ୍ଦିର ଓ ବିରିଖାଣୀ ମନ୍ଦିରରରୁ ଲୁଟ୍ ଅଭିଯୋଗ ହୋଇଛି। ମନ୍ଦିରରୁ ଲକ୍ଷାଧିକ ଟଙ୍କାର ଅଳଙ୍କାର ସହିତ ଦାନ ବାକ୍ସ ଭାଙ୍ଗି ଟଙ୍କା ଲୁଟ…