ଗାୟକ ଜୁବୀନ ଗର୍ଗ ମୃତ୍ୟୁ ମାମଲା; ମ୍ୟାନେଜର ଓ ସିଙ୍ଗାପୁର ଇଭେଣ୍ଟ ଆୟୋଜକ ଗିରଫ
ନୂଆଦିଲ୍ଲୀ: ଗାୟକ ଜୁବୀନ ଗର୍ଗଙ୍କ ମୃତ୍ୟୁ ମାମଲାରେ ପୋଲିସ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ପୋଲିସ ଉତ୍ତର-ପୂର୍ବ ଭାରତ ମହୋତ୍ସବ (NEIF)ର ମୁଖ୍ୟ ଆୟୋଜକ ଶ୍ୟାମକାନୁ ମହନ୍ତ ଏବଂ ମ୍ୟାନେଜର ସିଦ୍ଧାର୍ଥ ଶର୍ମାଙ୍କୁ ଗିରଫ କରିଛି।
ପୋଲିସ ଅନୁଯାୟୀ, ଜୁବୀନ ଗର୍ଗଙ୍କ…