କୋରାପୁଟରେ +୨ ପରୀକ୍ଷା କେନ୍ଦ୍ର ସ୍ଥାନାନ୍ତରୀତ କରିବା ନେଇ ଛାତ୍ରଛାତ୍ରୀଙ୍କ ରାସ୍ତା ଅବରୋଧ
କୋରାପୁଟ : କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ୍ ସ୍ଥିତ କୁମ୍ଭାରିପୁଟ କଲେଜର ଶତାଧିକ ଯୁକ୍ତ ୨ ଛାତ୍ରଛାତ୍ରୀ ସୋମବାର ଦିନ ଲକ୍ଷ୍ମୀପୁରକୁ ପରୀକ୍ଷା କେନ୍ଦ୍ର ସ୍ଥାନାନ୍ତର କରିବାକୁ ବିରୋଧ କରି ରାସ୍ତା ଅବରୋଧ କରିଛନ୍ତି ।
ଗଣମାଧ୍ୟମକୁ ସୂଚନା ଦେଇ ଉତ୍ତ୍ୟକ୍ତ ଛାତ୍ରଛାତ୍ରୀମାନେ…