ଆଉ ୨୫% ଟାରିଫ ବୃଦ୍ଧି କଲେ ଡୋନାଲ୍ଟ ଟ୍ରମ୍ପ୍; ‘ଅନୁଚିତ,ଅନ୍ୟାୟ ଏବଂ ଅଯୌକ୍ତିକ’ କହିଲା ଭାରତ
ନୂଆଦିଲ୍ଲୀ: ଆଜି ଭାରତ ଉପରେ ଆଉ ୨୫% ଟାରିଫ ବୃଦ୍ଧି କଲେ ଡୋନାଲ୍ଟ ଟ୍ରମ୍ପ୍ । ଦ୍ବିତୀୟ ୨୫% ଟାରିଫ୍କୁ ମିଶାଇଲେ ଭାରତ ଉପରେ ଟାରିଫ ୫୦%କୁ ବୃଦ୍ଧି ହୋଇଛି । ଏହି ନୂତନ ୨୫% ଟାରିଫ ୨୧ ଦିନ ପରେ ଅର୍ଥାତ୍ ୨୭ ଅଗଷ୍ଟ ୨୦୨୫ ରୁ କାର୍ଯ୍ୟକାରୀ ହେବ। ଆଦେଶରେ ଲେଖାଯାଇଛି ଯେ ଆମେରିକାର…