ଫେରିବାଲାର କି ବୁଦ୍ଧି; ମସିଣା ଭିତରେ ଚାଲିଥିଲା ଗଞ୍ଜେଇ ଚାଲାଣ
ଭୁବନେଶ୍ୱର: ସୋନପୁର ପୋଲିସ ମସିଣା ଭିତରେ ଲୁଚାଇ ରଖାଯାଇଥିବା ୪୭ କିଲୋଗ୍ରାମ ଚୋରା ଗଞ୍ଜେଇ ଜବତ କରିବା ସହିତ ଚୋରା ଚାଲାଣର ଏକ ନୂଆ ଉପାୟ ଦେଖିବାକୁ ପାଇଛି।
ଉକ୍ତ ଫେରୀଵାଲା ମଧ୍ୟ ପ୍ରଦେଶର ନିବାସୀ ହୋଇଥିବା ବେଳେ ସେ ପଡ଼ୋଶୀ ବୌଦ୍ଧ ଜିଲ୍ଲାରୁ ଏକ ମୋଟରସାଇକେଲରେ ଚାଲାଣ କରୁଥିଲା ।…