ଡ୍ୟୁଟି ବେଳେ ହୋମଗାର୍ଡଙ୍କ ମୃତ୍ୟୁ
ବାଲେଶ୍ବର: ଡ୍ୟୁଟି କରୁଥିବାବେଳେ ବେଳେ ଜଣେ ହୋମଗାର୍ଡଙ୍କର ମୃତ୍ୟୁ ଘଟିଛି । ବାଲେଶ୍ଵର ଜିଲ୍ଲାରେ ଏହି ଅଭାବନୀୟ ଘଟଣା ଘଟିଛି । ମୃତ ହୋମଗାର୍ଡ ଜଣକ କେନ୍ଦୁଝର ନନ୍ଦିପଦାର ଅଲେଖ ଜେନା ବୋଲି ଜଣାପଡିଛି । ବାଲେଶ୍ଵର ଡିଆରଡିଓ ଆଇଟିଆରରେ କାର୍ଯ୍ୟରତ ଥିଲେ ଅଲେଖ ଜେନା ।
ଡ୍ୟୁଟି…