୧୭ ଯାଏଁ ବର୍ଷାରୁ ନିସ୍ତାର ନାହିଁ…
ଭୁବନେଶ୍ୱର: ଭାରତୀୟ ପାଣିପାଗ ବିଭାଗ ଓଡିଶାର ବିଭିନ୍ନ ସ୍ଥାନରେ ବର୍ଷା ଓ ବଜ୍ରପାତ ନେଇ ପୂର୍ବାନୁମାନ କରିଛି। ଯାହା ଫଳରେ ସେପ୍ଟେମ୍ବର ୧୭ ପର୍ଯ୍ୟନ୍ତ ୟେଲୋ ଆଲର୍ଟ ଜାରି କରାଯାଇଛି।
ରବିବାର ପାଇଁ ଆଇଏମଡି ଝଡ଼ବର୍ଷା ନେଇ ହଳଦିଆ ଚେତାବନୀ ଜାରି କରିଛି। ଯେଉଁଥିରେ ବାଲେଶ୍ୱର, ଭଦ୍ରକ,…