Latest Odisha News

BREAKING NEWS

Railway Jobs: ରେଲୱେ ବାହାର କଲା ୩ ହଜାରରୁ ଅଧିକ ଚାକିରି, ୧୪ ଅଗଷ୍ଚରୁ ଆବେଦନ ପ୍ରକ୍ରିୟା

ନୂଆଦିଲ୍ଲୀ: ରେଳବାଇରେ ଚାକିରିର ସ୍ୱପ୍ନ ଦେଖୁଥିବା ଯୁବକଯୁବତୀଙ୍କ ପାଇଁ ଏକ ବଡ଼ ସୁଯୋଗ ଆସିଛି। ପୂର୍ବ ରେଳବାଇ (Eastern Railway) ୨୦୨୫ ପାଇଁ ଆପ୍ରେଣ୍ଟିସ୍ ପଦବୀରେ ୩୧୧୫ ପଦ ପାଇଁ ନିଯୁକ୍ତି ଘୋଷଣା କରିଛି। ଏହି ନିଯୁକ୍ତି ଅଧୀନରେ ଯୋଗ୍ୟ ପ୍ରାର୍ଥୀମାନେ ବିଭିନ୍ନ ଟ୍ରେଡ୍‌ରେ…

ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲା: ଗିରଫ ପ୍ରଧାନ ଶିକ୍ଷକ ନିଲମ୍ବିତ

କଳାହାଣ୍ଡି: ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ପ୍ରଧାନ ଶିକ୍ଷକ ନିଲମ୍ବିତ। କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବ୍ଲକ ଭେଜିପଦର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ପ୍ରଶାନ୍ତ ଖମାରୀ ନିଲମ୍ବିତ ହୋଇଛନ୍ତି। ପ୍ରଧାନ ଶିକ୍ଷକଙ୍କୁ ନିଲମ୍ବନ କଲା ଶିକ୍ଷା ବିଭାଗ। ପୂର୍ବରୁ ତାଙ୍କୁ…

ଗିନିଜ୍ ୱାର୍ଲ୍ଡ ରେକର୍ଡରେ ସାମିଲ ହେଲା ‘ପରୀକ୍ଷା ପେ ଚର୍ଚ୍ଚା ୨୦୨୫’

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ 'ପରୀକ୍ଷା ପେ ଚର୍ଚ୍ଚା ୨୦୨୫' କାର୍ଯ୍ୟକ୍ରମ ଗିନିଜ୍ ୱାର୍ଲ୍ଡ ରେକର୍ଡରେ ସାମିଲ ହୋଇଛି । ଏହି କାର୍ଯ୍ୟକ୍ରମ MyGov ପ୍ଲାଟଫର୍ମରେ ୩.୫୩ କୋଟିରୁ ଅଧିକ ପଞ୍ଜୀକରଣ ସହିତ ଏକ ବିଶ୍ୱ ରେକର୍ଡ ସୃଷ୍ଟି କରିଛି । ଏକ ମାସରେ ସର୍ବାଧିକ ସଂଖ୍ୟକ…

୩ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ମନ୍ତ୍ରିମଣ୍ଡଳ ସଂପ୍ରସାରଣ ନେଇ ହୋଇପାରେ ଆଲୋଚନା….

ଭୁବନେଶ୍ବର: ଆଜି ସନ୍ଧ୍ୟାରେ ୩ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ତାଙ୍କ ସହିତ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ମଧ୍ୟ ଦିଲ୍ଲୀ ଗସ୍ତରେ ଯିବେ । ଯାହାକୁ ନେଇ ଉଭୟ ନେତା ପ୍ରମୁଖ ସରକାରୀ ଏବଂ ଦଳ ସମ୍ପର୍କିତ ଆଲୋଚନା ସମେତ ଉଚ୍ଚସ୍ତରୀୟ ବୈଠକରେ ଅଂଶଗ୍ରହଣ…

ଅନୁଚ୍ଛେଦ ୩୭୦ ଏବଂ ୩୫କ କ’ଣ?, ଆଜିର ଦିନରେ କେମିତି ଜମ୍ମୁ-କଶ୍ମୀର ମୁଣ୍ଡରୁ ଓହରିଥିଲା ୩୭୦ ଖଣ୍ଡା….  

ନୂଆଦିଲ୍ଲୀ: ଏକ ଐତିହାସିକ ପଦକ୍ଷେପ ସ୍ୱରୂପ, ଭାରତୀୟ ଜନତା ପାର୍ଟି ନେତୃତ୍ୱାଧୀନ କେନ୍ଦ୍ର ସରକାର ୫ ଅଗଷ୍ଟ ୨୦୧୯ରେ ଧାରା ୩୭୦କୁ ପ୍ରତ୍ୟାହାର କରି ଜମ୍ମୁ ଓ କାଶ୍ମୀରର ସ୍ୱତନ୍ତ୍ର ମାନ୍ୟତା ସମାପ୍ତ କରିଥିଲେ । ମୋଦି ସରକାର ପୂର୍ବ ରାଜ୍ୟକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳ, ଜମ୍ମୁ ଓ…

ଇତିହାସ ସୃଷ୍ଟି କଲେ ଶାହ, ଦୀର୍ଘକାଳୀନ ଗୃହମନ୍ତ୍ରୀ ବନି ଭାଙ୍ଗିଲେ ଆଡଭାନିଙ୍କ ରେକର୍ଡ

ନୂଆଦିଲ୍ଲୀ: ୫ ଅଗଷ୍ଟରେ, ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ତାଙ୍କ ରାଜନୈତିକ କ୍ୟାରିୟରରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହାସଲ କରିଛନ୍ତି । ୨୦୧୯ରେ ଆଜିର ଦିନରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟର ଦାୟିତ୍ୱ ଗ୍ରହଣ କରିଥିଲେ ଅମିତ୍ ଶାହ । ଆଉ ୨୧୯୪…

ଅପରେସନ ସିନ୍ଦୂର ଏବଂ ମହାଦେବର ସଫଳତା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ସମ୍ମାନିତ କଲେ ଏନଡିଏ ସଂସଦୀୟ ଦଳ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଏନଡିଏ ସଂସଦୀୟ ଦଳ ବୈଠକରେ ଯୋଗଦେବା ପାଇଁ ପହଞ୍ଚିଥିଲେ। ଏହି ସମୟରେ ମୋଦିଙ୍କୁ ଅପରେସନର ସଫଳତା ପାଇଁ ସମ୍ମାନିତ କରିଥିଲେ ଏନଡିଏ ସଂସଦୀୟ ଦଳ । ଏନଡିଏ ସଂସଦୀୟ ଦଳ ବୈଠକରେ ଅପରେସନ ସିନ୍ଦୂର ଏବଂ ଅପରେସନ ମହାଦେବର ସଫଳତା ପରେ,…

ଆସୁଛି ଆଉ ଏକ ଲଘୁଚାପ: ୧୭ ଯାଏଁ ବର୍ଷିବ!, ଆଜି ପାଇଁ ଏହି ସବୁ ଜିଲ୍ଲାକୁ ସତର୍କତା ଜାରି…

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ମୌସୁମୀ ଜନିତ ବର୍ଷା । ତେବେ ଆଉ ଏକ ଲଘୁଚାପ ଆସୁଥିବା ସୂଚନା ରହିଛି । ଆସନ୍ତା ୧୩ ତାରିଖରେ ଓଡ଼ିଶା ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗର କିମ୍ବା ଏହାର କିଛି ଦକ୍ଷିଣରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ଏହାର ୨୪ ରୁ ୪୮ ଘଣ୍ଟା ମଧ୍ୟରେ ଲଘୁଚାପରେ…

ଦିନେ ୫ ହଜାର ଲୋକଙ୍କ କୋଳାହଳ, ଆଜି ନିର୍ଜନ….୨୧ ଶତାବ୍ଦୀରେ ସରକାରୀ ବ୍ୟବସ୍ଥାର ନଗ୍ନ ଚିତ୍ର….

ଥିରୁଅନନ୍ତପୁରମ୍: ଦିନେ ପ୍ରାୟ ୫ ହଜାର ଲୋକଙ୍କ କୋଳାହଳରେ ଫାଟି ପଡୁଥିଲା ଗାଁ। ହେଲେ ଆଜି ସମଗ୍ର ଗାଁ ନିର୍ଜନ ପାଲଟିଛି। ଏ କୌଣସି ୫୦ ବର୍ଷ ତଳର କଥା ନୁହେଁ। ଇଏ ଆଜିର ଭାରତର ନଗ୍ନ ଚିତ୍ର। ତାମିଲନାଡୁର ଶିବଗଙ୍ଗା ଜିଲ୍ଲାର ଏକ ଗାଁର ଏକ ଚିତ୍ର ସାମ୍ନାକୁ ଆସିଛି, ଯାହାକୁ ଦେଖି ଆପଣ…

ପ୍ରତିବର୍ଷ CISF ନିଯୁକ୍ତି ଦେବ ୧୪ ହଜାର କର୍ମଚାରୀ, ଗୃହ ମନ୍ତ୍ରଣାଳୟ ବୃଦ୍ଧି କଲା ଅନୁମୋଦିତ ପଦବୀ ସଂଖ୍ୟା

ନୂଆଦିଲ୍ଲୀ: CISF ନିଯୁକ୍ତି ପାଇଁ ପ୍ରସ୍ତୁତ ହେଉଥିବା ପ୍ରାର୍ଥୀମାନଙ୍କ ପାଇଁ ଏକ ବହୁତ ଭଲ ଖବର ରହିଛି । କେନ୍ଦ୍ର ଗୃହ ମନ୍ତ୍ରଣାଳୟ CISFରେ ଅନୁମୋଦିତ ପଦବୀ ସଂଖ୍ୟା ବୃଦ୍ଧି କରିଛି । ଗତ ଜୁଲାଇ ୨୨ରେ, ଗୃହ ମନ୍ତ୍ରଣାଳୟ CISF ମହାନିର୍ଦ୍ଦେଶକ ଆର.ଏସ. ଭଟ୍ଟିକୁ ଏକ ଚିଠି ଲେଖି…