Latest Odisha News

BREAKING NEWS

Mysterious death Of Terrorist in Pak: ଭୟରେ ଥରୁଛି ପାକିସ୍ତାନ, ସଫା ହେଉଛନ୍ତି ଆତଙ୍କବାଦୀ

ନୂଆଦିଲ୍ଲୀ: ଗୋଟେ ପରେ ଗୋଟେ ସଫା ହେଉଛନ୍ତି ଆତଙ୍କବାଦୀ ଅଣ୍ଟି ଛୁରୀ ଏବେ ତଣ୍ଟି କାଟୁଛି ଦିନେ ଆତଙ୍କବାଦୀଙ୍କୁ ନିଜର ଅସ୍ତ୍ର କରିଥିଲା ଏବେ ନିଜେ ଆତଙ୍କରେ ଥରୁଛି ପାକିସ୍ତାନ ପାକିସ୍ତାନ ସବୁବେଳେ ଆତଙ୍କବାଦକୁ ପ୍ରୋତ୍ସାହିତ କରିଆସିଛି। ତଥାପି, ଏହା ଏବେ ନିଜେ ଆତଙ୍କବାଦର…

‘ଦେଶର ନାରୀ ଶକ୍ତି ପକ୍ଷରୁ…’, ସାଂସଦମାନଙ୍କୁ ମହିଳା କୋଟା ବିଲ୍ ସପକ୍ଷରେ ଭୋଟ ଦେବାକୁ ଅନୁରୋଧ…

ନୂଆଦିଲ୍ଲୀ: ଲୋକସଭା ଉପରେ ଲକ୍ଷ ଲକ୍ଷ ଭାରତୀୟ ମହିଳାଙ୍କ ଆଶା ରହିଛି ବୋଲି କହି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଦିନ ଉଚ୍ଚ ସଦନରେ କେନ୍ଦ୍ର ଦ୍ୱାରା ଆଗତ ମହିଳା ସଂରକ୍ଷଣ ବିଲ୍ ସପକ୍ଷରେ ଭୋଟ ଦେବାକୁ ରାଜନୈତିକ ଦଳଗୁଡ଼ିକୁ ନିବେଦନ କରିଛନ୍ତି। ଲୋକସଭା ଆସନ ପୁନଃନିର୍ମାଣ ଏବଂ…

ବ୍ରହ୍ମାଣ୍ଡ ରହସ୍ୟ ଉପରୁ ପରଦା ଉଠିଲା, ପ୍ରଥମ ଥର ପାଇଁ ମପାଗଲା…

ନୂଆଦିଲ୍ଲୀ: ମହାକାଶ ବିଜ୍ଞାନ କ୍ଷେତ୍ରରେ ଏକ ବଡ଼ ସଫଳତା ମିଳିଛି । ବ୍ରହ୍ମାଣ୍ଡର ସବୁଠାରୁ ରହସ୍ୟମୟ କ୍ଷେତ୍ର 'ବ୍ଲାକ୍ ହୋଲ୍' ବା କୃଷ୍ଣ ଗର୍ତ୍ତର ଶକ୍ତିକୁ ନେଇ ବେଜ୍ଞାନିକମାନେ ଏକ ବଡ଼ ଖୁଲାସା କରିଛନ୍ତି । ପ୍ରଥମ ଥର ପାଇଁ ବ୍ଲାକ୍ ହୋଲ୍‌ରୁ ବାହାରୁଥିବା ଜେଟ୍ ଶକ୍ତିର ସଠିକ୍ ମାପ…

Helicopter crash: ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ…୨୪ ଘଣ୍ଟା ଧରି ଥିଲା ନିଖୋଜ;୮ ଜଣଙ୍କର ମୃତ୍ୟୁ

ନୂଆଦିଲ୍ଲୀ: ଇଣ୍ଡୋନେସିଆରେ ଏକ ହେଲିକପ୍ଟର ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି। ୨୪ ଘଣ୍ଟା ପୂର୍ବରୁ ହେଲିକପ୍ଟରଟି ରାଡାର ସହିତ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା। ଦୁର୍ଘଟଣାରେ ଆଠ ଜଣଙ୍କର ମୃତ୍ୟୁ ହୋଇଛି। ହେଲିକପ୍ଟରଟି ଜଙ୍ଗଲରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ସରକାର ଉଦ୍ଧାର କାର୍ଯ୍ୟ…

ମଣିଷମାନେ ମଧ୍ୟ ପ୍ରାଣୀଙ୍କ ଭାଷା ବୁଝିପାରନ୍ତି କି? ଜାଣନ୍ତୁ କଣ କହୁଛି ବିଜ୍ଞାନ

ନୂଆଦିଲ୍ଲୀ: ଶତାବ୍ଦୀ ଧରି, ପ୍ରାଣୀମାନଙ୍କ ସହ କଥା ହେବାର ଧାରଣା ଏକ ପୌରାଣିକ କଥା ହୋଇ ରହିଛି। କିନ୍ତୁ ଆଜି ବିଜ୍ଞାନ ଏହି କୌତୁହଳକୁ ଗମ୍ଭୀରତାର ସହିତ ନେଉଛି। ଏବେ ପ୍ରଶ୍ନ ହେଉଛି ମଣିଷ ପ୍ରାଣୀମାନଙ୍କ ସହ କଥା ହୋଇପାରୁଛନ୍ତି ନା ନାହିଁ ଏବଂ ସେମାନଙ୍କ ଭାଷାର କେତେ ଅଂଶ ଆମେ ପ୍ରକୃତରେ…

କୌଣସି ଯୁଦ୍ଧକୁ କେତେବେଳେ ବିଶ୍ୱଯୁଦ୍ଧ ଭାବେ ବିବେଚନା କରାଯାଏ?

ନୂଆଦିଲ୍ଲୀ: ସାମ୍ପ୍ରତିକ ଚାଲିଥିବା ଯୁଦ୍ଧ ମଧ୍ୟରେ, ବହୁତ ଉତ୍ତେଜନା ଦେଖାଦେଇଛି, ଯାହା ସାଧାରଣଙ୍କ ମନରେ ସର୍ବଦା ଏକ ପ୍ରଶ୍ନ ଉଙ୍କି ମାରୁଛି। ପ୍ରଶ୍ନଟି ହେଉଛି, ଏହି ଯୁଦ୍ଧକୁ ତୃତୀୟ ବିଶ୍ୱଯୁଦ୍ଧ ଭାବରେ ବିବେଚନା କରାଯିବା ଉଚିତ କି ନାହିଁ। ଇତିହାସରେ ଅନେକ ଯୁଦ୍ଧ ହୋଇଥିଲେ ମଧ୍ୟ,…

ପଞ୍ଜାବ କ୍ୟାବିନେଟ୍ ମନ୍ତ୍ରୀଙ୍କ ଘରେ ଇଡି ରେଡ୍, ରାଜନୈତିକ କ୍ଷମତାକୁ ଅପବ୍ୟବହାର..

ଚଣ୍ଡିଗଡ: ପୁଣି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଜାଲରେ ଆମ୍ ଆଦମୀ ପାର୍ଟି ନେତା । ପଞ୍ଜାବ କ୍ୟାବିନେଟ୍ ମନ୍ତ୍ରୀ ସଞ୍ଜୀବ ଅରୋରାଙ୍କ ଲୁଧିଆନା ସ୍ଥିତ ବାସଭବନରେ ଇଡି ରେଡ୍ କରିଛି । ମନି ଲଣ୍ଡରୀଂ ମାମଲାରେ ଏହି ରେଡ୍ କରାଯାଇଥିବା ସୂଚନା ମିଳିଛି । ଏହା ସହ ଏକ ଜମି କାରବାରରେ…

କିଏ ତିଆରି କରିଥିଲେ ଭାରତର ମାନଚିତ୍ର? କିପରି ନିର୍ଣ୍ଣୟ ହୋଇଥିଲା ସୀମା..

ନୂଆଦିଲ୍ଲୀ: ଆଜି ଆମେ ଦେଖୁଥିବା ଭାରତର ମାନଚିତ୍ର ରାତାରାତି କିମ୍ବା କୌଣସି ବ୍ୟକ୍ତି ଦ୍ୱାରା ସୃଷ୍ଟି ହୋଇନାହିଁ। ଏହା ଶତାବ୍ଦୀର ଅନୁସନ୍ଧାନ, ବିଜ୍ଞାନ ଏବଂ ରାଜନୈତିକ ନିଷ୍ପତ୍ତିର ଫଳାଫଳ। ଏଠାରେ ନିଶ୍ଚିତ ମନରେ ପ୍ରଶ୍ନ ଉଠୁଥିବା ଯେ ଭାରତର ମାନଚିତ୍ର କିପରି ବିକଶିତ ହେଲା। ତେବେ…

ପାକିସ୍ତାନ ପ୍ରେମରେ ଆମେରିକା, ଭାରତକୁ କରୁଛି…

ୱାଶିଂଟନ: ପୂର୍ବତନ ଆମେରିକୀୟ କୂଟନୀତିଜ୍ଞ ରାହମ୍ ଇମାନୁଏଲ୍ ଡୋନାଲ୍ଡ ଟ୍ରମ୍ପଙ୍କ ବୈଦେଶିକ ନୀତିକୁ କଡ଼ା ସମାଲୋଚନା କରିଛନ୍ତି। ଜାପାନରେ ପୂର୍ବତନ ଆମେରିକୀୟ ରାଷ୍ଟ୍ରଦୂତ ଏବଂ ଜଣେ ବୈଦେଶିକ ନୀତି ବିଶେଷଜ୍ଞ, ଇମାନୁଏଲ୍ ବିଶେଷ ଭାବରେ ଭାରତ-ପାକିସ୍ତାନ ସମ୍ପର୍କରେ ଟ୍ରମ୍ପ ପ୍ରଶାସନର…

ମହଙ୍ଗା ସାବ୍ୟସ୍ତ ହୋଇପାରେ ଏଆଇ ପରାମର୍ଶରେ ଔଷଧ ସେବନ

ନୂଆଦିଲ୍ଲୀ: ଆର୍ଟିଫିସିଆଲ ଇଂଟେଲଜେନ୍ସି (ଏଆଇ) ଧୀରେ ଧୀରେ ଆମ ଜୀବନର ଅଂଶବିଶେଷ ହେବାକୁ ବସିଲାଣି । ପ୍ରତ୍ୟେକ କଥାରେ ୟୁଜର୍ସମାନେ ଏଆଇର ପରାମର୍ଶ ନେଉଛନ୍ତି । ଏପରିକି ଡାକ୍ତରଙ୍କୁ ନ ଦେଖାଇ ମନକୁ ମନ ଏଆଇ ମାଧ୍ୟମରେ ରୋଗ ଉପଶମ ପାଇଁ ରୋଗୀ ଔଷଧ ଖାଉଛନ୍ତି । ଏବେ ଏକ ଷ୍ଟଡିରେ ଏ ନେଇ…