Latest Odisha News

BREAKING NEWS

ଏଣିକି ପାରାଙ୍କୁ ରାସ୍ତାରେ ଦେଇପାରିବେନି ଖାଦ୍ୟ.. 

ମୁମ୍ବାଇ: ଏଣିକି ପାରାଙ୍କୁ ରାସ୍ତାରେ ଖାଦ୍ୟ ଦେବାକୁ ବମ୍ବେ ହାଇକୋର୍ଟ ନିଷେଧ କରିବା ସତ୍ତ୍ୱେ ମଧ୍ୟ ଅନେକ ଏହାକୁ ଅବମାନନା କରୁଛନ୍ତି। ସେହିମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ କୋର୍ଟ ଜୁଲାଇ ୩୧ ରେ ବିଏମସିକୁ ନିର୍ଦ୍ଦେଶ ଦେବା ପରେ ମହାରାଷ୍ଟ୍ର ସରକାର ମଧ୍ୟ…

ଜାଣି ନିଅନ୍ତୁ ଦିନକୁ ଏତେ ପାଣି ପିଇ ଦେଉଛନ୍ତି କି ? ଜୀବନ ଯାଇ ପାରେ !

ନୂଆଦିଲ୍ଲୀ: ଗରମ ଦିନରେ ଶରୀରରେ ପାଣିର ଆବଶ୍ୟକତା ବୃଦ୍ଧି ପାଇଥାଏ। ବିଶେଷକରି ପିଲାମାନଙ୍କ ସ୍ୱାସ୍ଥ୍ୟ ପାଇଁ ସଠିକ୍ ପରିମାଣରେ ପାଣି ପିଇବା ଅତ୍ୟନ୍ତ ଜରୁରୀ। ପିଲାମାନଙ୍କ ଶରୀରରେ ୭୮% ପର୍ଯ୍ୟନ୍ତ ପାଣି ଥାଏ, ଯାହା ବୟସ୍କମାନଙ୍କ ତୁଳନାରେ (୬୦%) ଅଧିକ। ପରିସ୍ରା, ଝାଳ ଓ ନିଶ୍ୱାସ…

ଦିଲ୍ଲୀର ପୂର୍ବତନ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ବଡ ଆଶ୍ବସ୍ତି

ନୂଆଦିଲ୍ଲୀ: ଆମ ଆଦମୀ ପାର୍ଟି ନେତା ଏବଂ ପୂର୍ବତନ ପୂର୍ତ୍ତ (ପିଡବ୍ଲୁଡି) ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ କୋର୍ଟରୁ ବଡ଼ ଆଶ୍ୱସ୍ତି ମିଳିଛି । ସୋମବାର ଦିଲ୍ଲୀର ଏକ କୋର୍ଟ ସତ୍ୟେନ୍ଦ୍ର ଜୈନଙ୍କ ବିରୋଧରେ ଦୁର୍ନୀତି ମାମଲା ବନ୍ଦ କରିଦେଇଛନ୍ତି । ଏହି ମାମଲା ନିୟମ ବିରୁଦ୍ଧରେ…

ପୁଣି ଶ୍ରୀମନ୍ଦିରରୁ ଧରାହେଲା ହିଡେନ୍‌ କ୍ୟାମେରା; ଗୁଜରାଟର ଭକ୍ତ ଅଟକ

ପୁରୀ:ଶ୍ରୀମନ୍ଦିର ଭିତରୁ ପୁଣି ଜବତ ହେଲା ସ୍ପାଏ କ୍ୟାମେରା । କୀର୍ତ୍ତନଚକଡ଼ା ନିକଟରୁ ଧରାପଡ଼ିଲା ହିଡେନ୍‌ କ୍ୟାମେରା । ଆଜି ଶ୍ରୀମନ୍ଦିର ଭିତରୁ ସ୍ପାଏ କ୍ୟାମେରା ଜବତ କରିବା ସହ ଜଣକୁ ଅଟକ ରଖି ପଚରାଉଚରା କରୁଛି ସିଂହଦ୍ଵାର ଥାନା ପୋଲିସ । ଅଟକ ବ୍ୟକ୍ତି ଜଣକ ଗୁଜରାଟର ଜଣେ ଭକ୍ତ…

ଅଧିକ ଭାବୁଛନ୍ତି ଭାରତୀୟ; ରିପୋର୍ଟରେ ଖୁଲାସା…

ନୂଆଦିଲ୍ଲୀ: ଆଜିକାଲିର ସମାଜ ଏପରି ହୋଇଗଲାଣି ଯେଉଁଠାରେ କୌଣସି ଛୋଟ ଛୋଟ ନିଷ୍ପତ୍ତି ନେବାକୁ ହେଲେ ମଧ୍ୟ ମଣିଷକୁ ଅନେକ ଥର ଭାବିବାକୁ ପଡ଼ିଥାଏ। କାରଣ ପ୍ରତ୍ୟେକ ନିଷ୍ପତ୍ତି ଉପଯୁକ୍ତ ବିଚାର ପରେ ନିଆଯାଇଥାଏ। କିନ୍ତୁ କୌଣସି କାରଣ ନଥାଇ ଯଦି କେହି କିଛି ଜିନିଷକୁ ନେଇ ଅଧିକ ଚିନ୍ତା…

ଜାପାନରେ ଲୋକପ୍ରିୟ ହେଉଛି ଏଆଇ ଡଗ

ଟୋକିଓ: ଆର୍ଟିଫିସିଆଲ ଇଂଟେଲଜେନ୍ସିକୁ ନେଇ ବିଶ୍ୱର ବିଭିନ୍ନ ଦେଶ ଅନେକ ପ୍ରକାରର ପରୀକ୍ଷଣ କରିବାରେ ଲାଗିଛନ୍ତି । ଏବେ ଜାପାନରେ ଏଆଇ ଡଗ ବେଶ ଲୋକପ୍ରିୟତା ହାସଲ କରୁଛି । ଗୃହପାଳିତ ପଶୁ ରଖୁଥିବା ଲୋକମାନେ ଏବେ ଏଥିପ୍ରତି ମନ ବଳାଇଛନ୍ତି । ରୋବୋଟକୁ ଏଆଇ ଦ୍ୱାରା ପରିଚାଳିତ କରାଯିବ ସହ…

ହଷ୍ଟେଲରେ ରହୁଥିବା ସ୍କୁଲ ଛାତ୍ରଛାତ୍ରୀଙ୍କୁ ମିଳିବ ଡିଜିଟାଲ୍ ହେଲଥ କାର୍ଡ: ମନ୍ତ୍ରୀ

ଭୁବନେଶ୍ବର: ହଷ୍ଟେଲରେ ବାସ କରୁଥିବା ଛାତ୍ରଛାତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା କିପରି ଭଲ ରହିବ ସେନେଇ ସରକାର ନୂଆ ଉପାୟ ବାହାର କରିଛନ୍ତି । ଏଣିକି ହଷ୍ଟେଲରେ ରହୁଥିବା ସ୍କୁଲ ଛାତ୍ରଛାତ୍ରୀଙ୍କୁ ଡିଜିଟାଲ୍ ହେଲଥ କାର୍ଡ ପ୍ରଦାନ କରିବେ ରାଜ୍ୟ ସରକାର । ଡିଜିଟାଲ୍ ହେଲଥ କାର୍ଡ ମାଧ୍ୟମରେ…

ଜାହାଜ ବୁଡ଼ି ଚାଲିଗଲା ୬୮ ଜଣଙ୍କ ଜୀବନ, ୭୪ ନିଖୋଜ

ନୂଆଦିଲ୍ଳୀ: ୟେମେନରେ ବଡ ଧରଣର ଅଘଟଣ । ଦକ୍ଷିଣ ଅବିଆନ ପ୍ରଦେଶର ନିକଟରେ ବଡ଼ ଅଘଟଣ । ନୌକା ଓଲଟି ପଡ଼ିବାରୁ ୬୮ ଜଣ ଶରଣାର୍ଥୀଙ୍କ ମୃତ୍ୟୁ ଘଟିଛି । ଏଥିରେ ପ୍ରାୟ ୧୫୪ ଜଣ ଶରଣାର୍ଥୀ ଥିଲେ । ଏଥିମଧ୍ୟରୁ ବର୍ତ୍ତମାନ ସୁଦ୍ଧା ମାତ୍ର ୧୨ ଜଣ ଉଦ୍ଧାର ହୋଇପାରିଛନ୍ତି । ଆହୁରି ୭୪ ଜଣଙ୍କୁ…

ଏସଏଚଜିରୁ ବିନା ସୁଧରେ ମିଳିବ ୧୦ ଲକ୍ଷ ଋଣ; ସେପଟେ, ଦିଲ୍ଲୀ ଯିବେ ଲକ୍ଷପତି ଦିଦି ଏସ ଜ୍ୟୋତି

ଭୁବନେଶ୍ବର: ବର୍ଷକରେ ଲକ୍ଷପତି ଦିଦିଙ୍କୁ କୋଟିପତି ଦିଦି କରାଯିବ ସେନେଇ ଗୁରୁତ୍ବ ଦେଉଛନ୍ତି ସରକାର । ଲକ୍ଷପତି ଦିଦିଙ୍କୁ ଏବେ ଏସଏଚଜିରୁ ବିନା ସୁଧରେ ୧୦ ଲକ୍ଷ ଟଙ୍କା ଋଣ ଯୋଗାଇଦେବାକୁ ସରକାର ପ୍ରାଥମିକତା ଦେବେ । ଏନେଇ ସୁଭଦ୍ରା ହିତାଧିକାରୀଙ୍କ ସହିତ କଥା ହୋଇଛନ୍ତି…

୪ ଜିଲ୍ଲା ପାଇଁ ବିଜେଡି ପକ୍ଷରୁ ସଭାପତି ନାଁ ଘୋଷଣା

ଭୁବନେଶ୍ୱର:ବିଜେଡି ରାଜ୍ୟର ୪ଟି ଜିଲ୍ଲା ଗଞ୍ଜାମ,କଟକ,କେନ୍ଦ୍ରାପଡ଼ା ଓ କଳାହାଣ୍ଡି ପାଇଁ ନୂଆ ଜିଲ୍ଲା ସଭାପତିଙ୍କ ନାମ ଘୋଷଣା କରିଛି । ପୂର୍ବରୁ ୨୪ ସାଂଗଠନିକ ଜିଲ୍ଲା ପାଇଁ ସଭାପତିଙ୍କ ନାମ ଘୋଷଣା କରାଯାଇଥିଲା। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଗଞ୍ଜାମ…