Latest Odisha News

BREAKING NEWS

ହୀରାକୁଦ ଉପରମୁଣ୍ଡରେ ଜାରି ରହିଛି ବର୍ଷା, ମହାନଦୀରେ ବନ୍ୟା ଆଶଙ୍କା

ଭୁବନେଶ୍ବର: ଏବେ ଲଘୁଚାପ ପ୍ରଭାବରେ ସାରା ଓଡ଼ିଶାରେ ବର୍ଷା ହୋଇଛି । ପୁଣି ଆଗକୁ ଯୋଡା ଲଘୁଚାପ ସୃଷ୍ଟି ହେବା ନେଇ ସୂତନା ଦେଇଛି ପାଣିପାଗ ବିଭାଗ । ହୀରାକୁଦ ଉପରମୁଣ୍ଡରେ ୪୧ ମିଲିମିଟର ବର୍ଷା ହୋଇଥିବାବେଳେ ବର୍ଷା ଜାରି ରହିଛି । ଉପର ମୁଣ୍ଡରେ ପ୍ରବଳ ବର୍ଷା କାରଣରୁ ମହାନଦୀରେ ବନ୍ୟା…

ସୀମାନ୍ତରେ ଗୁଳିବିନିମୟ: ୩ ମାଓବାଦୀ ନିହତ, ୭୧ ଜଣଙ୍କ ଆତ୍ମସମର୍ପଣ

ଭୁବନେଶ୍ୱର: ଭୁଶୁଡ଼ୁଛି ମାଓଗଡ଼। ଛତିଶଗଡ଼ର ଦାନ୍ତେୱାଡା ପୋଲିସକୁ ବଡ଼ ସଫଳତା। ପୁଣି ଅସ୍ତ୍ର ଛାଡ଼ି ଆତ୍ମସମର୍ପଣ କଲେ ୭୧ ମାଓବାଦୀ। ଦାନ୍ତେୱାଡା ଏସପିଙ୍କ ନିକଟରେ ୭୧ ମାଓବାଦୀ ଆତ୍ମସମର୍ପଣ କରିଥିବା ଜଣାଯାଇଛି। ଏହି ୭୧ ମାଓବାଦୀଙ୍କ ମଧ୍ଯରେ ୩୦ କ୍ଯାଡର ଥିବା ଜଣାଯାଇଛି। ଗତ ୨୦ ମାସରେ…

ଆମେ ସବୁ ସବଡିଭିଜନରେ ଶୀତଳ ଭଣ୍ଡାର କରିବୁ: କୃଷିମନ୍ତ୍ରୀ

ଭୁବନେଶ୍ବର: ସାର ଓ ଶୀତଳ ଭଣ୍ଡାରକୁ ନେଇ ଏବେର କୃଷିମନ୍ତ୍ରୀ ଓ ପୂର୍ବତନ କୃଷିମନ୍ତ୍ରୀ ମୁହାଁମୁହିଁ ହୋଇଛନ୍ତି । ବିଧାନସଭାରେ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ ପ୍ରଶ୍ନ କରିଥିଲେଯେ, ଯେଉଁ ସରକାର ସାର ଯୋଗାଇ ପାରିଲେନି ସେ ସରକାର ଶୀତଳ ଭଣ୍ଡାର କେମିତି କରିବେ? ଏହାର ଉତ୍ତରରେ…

ଭାରତର ସାର୍ବଭୌମତ୍ୱ ଓ ଅଖଣ୍ଡତା ଉପରେ ସିଧାସଳଖ ପ୍ରଭାବ ପକାଉଛି ପନ୍ନୁଙ୍କ କାର୍ଯ୍ୟକଳାପ: NIA ଦାୟର ଆଉ ଏକ ମାମଲା

ନୂଆଦିଲ୍ଲୀ: ଜାତୀୟ ସୁରକ୍ଷା ଏଜେନ୍ସି (NIA) ଖାଲିସ୍ତାନୀ ସଂଗଠନ ଶିଖ୍ ଫର ଜଷ୍ଟିସ୍ (SFJ) ଏବଂ ଆତଙ୍କବାଦୀ ଗୁରୁପତୱନ୍ତ ସିଂହ ପନ୍ନୁଙ୍କ ବିରୋଧରେ ଏକ ନୂତନ ମାମଲା ଦାୟର କରିଛି। କେନ୍ଦ୍ର ସରକାର କହିଛନ୍ତି ଯେ ପନ୍ନୁଙ୍କ କାର୍ଯ୍ୟ ସିଧାସଳଖ ଭାରତର ସାର୍ବଭୌମତ୍ୱ ଏବଂ ଅଖଣ୍ଡତା ଉପରେ…

ଓଡିଆ ଫିଲ୍ମ ‘ବୋଉ ବୁଟୁ ଭୂତ’ର ରିମେକ କରିବ ଧର୍ମା ପ୍ରଡକ୍ସନ୍ସ!

ମୁମ୍ବାଇ: କରଣ ଜୋହରଙ୍କ ଧର୍ମା ପ୍ରଡକ୍ସନ୍ସ ଓଡିଆ ସୁପରହିଟ ଫିଲ୍ମ 'ବୋଉ ବୁଟୁ ଭୂତ'ର ରିମେକ କରିବା ନେଇ କୁହାଯାଉଛି। ଏନେଇ ଏକ ପବ୍ଲିକ ନୋଟିସ କୋମଲ ନେହତ୍ତାଙ୍କ ଫିଲ୍ମ ଇନଫର୍ମେସନ ମାଗାଜିନରେ ପ୍ରକାଶିତ ହେବାପରେ ଚର୍ଚ୍ଚାକୁ ଆସିଥିଲା। ତେବେ ଧର୍ମା ପ୍ରଡକ୍ସନ ପୂର୍ବରୁ ମଧ୍ୟ ସାଉଥ୍…

କେନ୍ଦ୍ର ଉଠାଉନି ରାଜ୍ୟ ଚାଉଳ, ସରକାରଙ୍କ ଉପରେ ୮ ହଜାର କୋଟି ଟଙ୍କା ବାକି: ମନ୍ତ୍ରୀ

ଭୁବନେଶ୍ବର: ଖରିଫ ପୂର୍ବରୁ ବଳକା ଚାଉଳକୁ ନେଇ ଗୃହରେ ଉଦବେଗ ପ୍ରକାଶ ପାଇଛି । ଶାସକ ଓ ବିରୋଧୀ ମୁହାଁମୁହିଁ ହୋଇଛନ୍ତି । ରାଜ୍ୟରେ ୧୩ ଲକ୍ଷ ମେଟ୍ରିକ୍ ଟନ୍ ଚାଉଳ ବଳକା ଅଛି। ଏହି ଚାଉଳ କେନ୍ଦ୍ର ସରକାରଙ୍କୁ ନେବା ପାଇଁ ବାରମ୍ବାର ଅନୁରୋଧ କରାଯାଇଛି। ଯଦି ସରକାର ଚାଉଳ ନ ଉଠାନ୍ତି, ତେବେ…

ପରମାଣୁ କାର୍ଯ୍ୟକ୍ରମ ଉପରେ ଆମେରିକା ସହ ସିଧାସଳଖ ଆଲୋଚନା କରିବାକୁ ମନା କଲେ ଖାମେନେଇ

ନୂଆଦିଲ୍ଲୀ: ମଙ୍ଗଳବାର ଇରାନର ସର୍ବୋଚ୍ଚ ନେତା ଆୟାତୁଲ୍ଲା ଅଲି ଖାମେନେଇ ତାଙ୍କ ଦେଶର ପରମାଣୁ କାର୍ଯ୍ୟକ୍ରମ ଉପରେ ଆମେରିକା ସହିତ ସିଧାସଳଖ ଆଲୋଚନାକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଇରାନ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ ମିଳିତ ଜାତିସଂଘ ସାଧାରଣ ସଭା ପାଇଁ ନ୍ୟୁୟର୍କ ଯାତ୍ରା କରିବା ସମୟରେ…

Typhoon Ragasa: ଟାଇଫୁନ୍ ରାଗାସା’ର ଭୟଙ୍କର ତାଣ୍ଡବ; ତାଇୱାନରେ ୧୪ ଜଣଙ୍କ ମୃତ୍ୟୁ, ହଂକଂରୁ ଚୀନ୍ ଯାଏ…

ନୂଆଦିଲ୍ଲୀ: ଘଣ୍ଟା ପ୍ରତି ୨୦୦ କିଲୋମିଟର ବେଗରେ ତାଣ୍ଡବ ରଚାଇଲା ସାମୁଦ୍ରିକ ଝଡ଼ ରାଗାସା। ଦକ୍ଷିଣପୂର୍ବ ଏସିଆରେ ପ୍ରକୃତିର ଭୟଙ୍କର ତାଣ୍ଡବ। ସୁପର ଟାଇଫୁନ୍‌ 'ରାଗାସା’ ପ୍ରଭାବରେ ତାଇୱାନର ପୂର୍ବରେ ଭୟଙ୍କର ବନ୍ୟା ହୋଇ ୧୪ ଜଣଙ୍କର ମୃତ୍ୟୁ ହୋଇଛି । ଫିଲିପାଇନ୍ସ, ହଂକଂ ପରେ ତାଇୱାନରେ…

Weather Update: ରାଜ୍ୟରେ ପ୍ରବଳ ବର୍ଷା ଜାରି, ସମ୍ୱଲପୁରରେ ସର୍ବାଧିକ ବର୍ଷା ରେକର୍ଡ

ଭୁବନେଶ୍ବର: ବଙ୍ଗୋପସାଗର ଏବଂ ଓଡ଼ିଶା ନିକଟବର୍ତ୍ତୀ ଉପକୂଳ ଅଞ୍ଚଳରେ ସୃଷ୍ଟି ହୋଇଛି ଲଘୁଚାପ । ପୁଣି ୨୫ ତାରିଖ ଆସନ୍ତାକାଲି ବଙ୍ଗୋପସାଗର ଉପରେ ଆଉ ଏକ ଲଘୁଚାପ ସୃଷ୍ଟି ସମ୍ଭାବନା ରହିଛି। ସଂଲଗ୍ନବର୍ତ୍ତୀ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରର ଦକ୍ଷିଣ ଓଡ଼ିଶା ଓ ଆନ୍ଧ୍ର ଉପକୂଳରେ ଅବପାତରେ…

India’s Only Active Volcano: ଭାରତର ଏକମାତ୍ର ସକ୍ରିୟ ଆଗ୍ନେୟଗିରିରେ ଉଦଗୀରଣ: ୮ ଦିନରେ ଦୁଇଥର

ନୂଆଦିଲ୍ଲୀ: ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜର ବ୍ୟାରେନ୍ ଦ୍ୱୀପରେ ଆଠ ଦିନ ମଧ୍ୟରେ ଦୁଇଟି ଛୋଟଧରଣର ଆଗ୍ନେୟ ଉଦଗୀରଣ ଘଟିଛି। ବାରେନ ଦ୍ୱୀପ ହେଉଛି ଭାରତର ଏକମାତ୍ର ସକ୍ରିୟ ଜ୍ୱାଳାମୁଖୀ। ଅଧିକାରୀମାନେ କହିଛନ୍ତି ଯେ ସେପ୍ଟେମ୍ବର ୧୩ ଏବଂ ୨୦ ତାରିଖରେ ଆଗ୍ନେୟ ଉଦ୍ଗିରଣ ଘଟିଥିଲା, ଏହା…