ମଦ୍ୟପ ଡ୍ରାଇଭର ଆତଙ୍କବାଦୀ ସହ ସମାନ: କୁର୍ଣ୍ଣୁଲ ବସ୍ ଦୁର୍ଘଟଣାରେ ପୋଲିସ କମିଶନର…
କୁର୍ଣ୍ଣୁଲ: ମଦ୍ୟପାନ କରି ଗାଡ଼ି ଚଳାଉଥିବା ବ୍ୟକ୍ତିମାନେ ଆତଙ୍କବାଦୀଙ୍କ ସହ ସମାନ ଅଟନ୍ତି। କୁର୍ଣ୍ଣୁଲ ବସ୍ ଦୁର୍ଘଟଣାକୁ ନେଇ ହାଇଦ୍ରାବାଦ ପୋଲିସ କମିଶନର ଭି.ସି. ସଜ୍ଜନାର ଏ ଲଭଳି ବୟାନ ଦେଇଛନ୍ତି।
ତେବେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ରେ ୨୦ ଜଣ ନିରୀହ ଲୋକ ନିଜ ଜୀବନ…