Latest Odisha News

BREAKING NEWS

ରାତିରେ ପାଟି ଶୁଖିଯାଉଛି କି? ଏହି ରୋଗର ଲକ୍ଷଣ ହୋଇପାରେ…

ଭୁବନେଶ୍ବର:ରାତିରେ ପାଟି ଶୁଖିଯିବା ସମସ୍ୟାକୁ ମେଡିକାଲ ଭାଷାରେ ଜେରୋଷ୍ଟୋମିଆ କୁହାଯାଏ। ଏହା ସେତେବେଳେ ହୁଏ ଯେତେବେଳେ ଲାଳ ଉତ୍ପାଦନ ହ୍ରାସ ପାଏ । ଶୋଇବା ସମୟରେ ଆମ ଶରୀର ସାଧାରଣ ଅପେକ୍ଷା କମ୍ ଲାଳ ଉତ୍ପାଦନ କରେ, କିନ୍ତୁ ଯଦି ଏହି ସମସ୍ୟା ଲାଗି ରହେ, ତେବେ ଏହା ଠିକ୍ ନୁହେଁ ।…

ଶକ୍ତିଶାଳୀ ସାଟେଲାଇଟ୍ ନିସାର, ମହାକାଶରୁ ପୃଥିବୀ ଉପରେ ରଖିବ ତିକ୍ଷ୍ଣ ନଜର

ଶ୍ରୀହରିକୋଟା: ବିଶ୍ୱ ଦେଖିଲା ଭାରତର ସାଟେଲାଇଟ ପାୱାର। ଶ୍ରୀହରିକୋଟା ସ୍ଥିତ ସ୍ପେଶ୍ ଷ୍ଟେସନ୍‌ରୁ ଲଞ୍ଚ୍ ହେଲା ଭାରତ-ଆମେରିକାର ଐତିହାସିକ ମିଳିତ ମିଶନ। ମହାକାଶରୁ ପୃଥିବୀ ପୃଷ୍ଠ ଉପରେ ରଖିବ ତୀକ୍ଷ୍ଣ ନଜର। ଭାରତୀୟ ଅନ୍ତରୀକ୍ଷ ଗବେଷଣା ସଂସ୍ଥା (ଇସ୍ରୋ) ତା’ର ସବୁଠାରୁ ମହଙ୍ଗା…

ଶ୍ରୀ ଭାଗବତ ସାର ୧୧୪: ଭଗବାନ “ପୃଥୁ “ରୂପରେ ଅବତାର ନେଲେ, ନିଜ ପରାକ୍ରମ ବଳରେ ପୃଥିବୀକୁ ସମତଳ କଲେ

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତରେ ଅନେକ ଚରିତ୍ରଙ୍କ ପରିପ୍ରକାଶ ଘଟିଛି ଯେଉଁମାନଙ୍କୁ ଆମେ ଅବତାର ଭାବେ ପରିଗଣିତ କରିପାରିବା। ଏହି ଶ୍ରେଣୀରେ ପ୍ରଥମେ ଆସିବେ ପରମାତ୍ମା ଅବଧୂତ, ଯେକି ମହର୍ଷି ଅତ୍ରି ଓ ତାଙ୍କ ପତ୍ନୀ ଅନୁସୟାଙ୍କ ସନ୍ତାନ ଥିଲେ।…

ନନ-ଆଲକୋହଲିକ୍ ଫ୍ୟାଟି ଲିଭର କ’ଣ? ଏହିମାନଙ୍କ ଠାରେ ଅଧିକ ଦେଖାଯାଏ ..

ଭୁବନେଶ୍ବର:ଆମ ଦେଶରେ ଜୀବନଶୈଳୀ ଏବଂ ଖାଦ୍ୟ ଅଭ୍ୟାସ ଯେଉଁ ଗତିରେ ପରିବର୍ତ୍ତନ ହେଉଛି, ସେହି ଗତିରେ ରୋଗଗୁଡ଼ିକ ବୃଦ୍ଧି ପାଉଛି। କିଛିଦିନ ତଳେ AIIMS ଦ୍ୱାରା କରାଯାଇଥିବା ଏକ ଗବେଷଣା ଅନୁଯାୟୀ, ଭାରତୀୟ ଜନସଂଖ୍ୟାର ପ୍ରାୟ ୩୦% ନନ-ଆଲକୋହଲିକ୍ ଫ୍ୟାଟି ଲିଭର ରୋଗ (NAFLD-Nonalcoholic…

OAS ସ୍ବାମୀଙ୍କ ନାଁରେ ଥାନାରେ ଅଭିଯୋଗ କଲେ ସ୍ତ୍ରୀ;ନବଜାତ ପୁଅକୁ ସ୍ବାମୀ ଗ୍ରହଣ କରୁ ନଥିବା…

ଭୁବନେଶ୍ବର: ଓଏଏସ୍ ଅଧିକାରୀଙ୍କ ନାଁରେ ମହିଳା ଥାନାର ଦ୍ବାରସ୍ଥ ହେଲେ ପତ୍ନୀ । ହସ୍ପିଟାଲ ବେଡ଼ରେ ସ୍ତ୍ରୀ ପିଲାକୁ ଛାଡି ଚାଲିଗଲେ ଓଏଏସ୍ ବାବୁ। ପତ୍ନୀ ଓ ନବଜାତ ପୁଅ ପ୍ରତି ନିଷ୍ଠୁରତା ଓ ମାନସିକ ନିର୍ଯାତନାର ଅଭିଯୋଗ ହୋଇଛି ।ଭୁବନେଶ୍ୱର ମହିଳା ଥାନାରେ ଏପରି ଅଭଯୋଗ କରିଛନ୍ତି ଓଏଏସ୍…

ସରକାରୀ ଅଫିସ୍‌ରେ ସିଙ୍ଗଲ ୟୁଜ୍‌ ପ୍ଲାଷ୍ଟିକକୁ ନା; ପ୍ଲାଷ୍ଟିକ ଲାଗିଥିବା ଫୁଲତୋଡ଼ା ବି ମନା

ଭୁବନେଶ୍ୱର:`ସରକାରୀ ଅଫିସ୍‌ରେ ସିଙ୍ଗଲ ୟୁଜ୍‌ ପ୍ଲାଷ୍ଟିକ ବ୍ୟବହାର ଉପରେ ଲାଗିଲା କଟକଣା । ଏହି ସଂପର୍କରେ ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସତ୍ୟବ୍ରତ ସାହୁ ରାଜ୍ୟର ସମସ୍ତ ବିଭାଗୀୟ ସଚିବଙ୍କୁ ଏକ ଚିଠି ଜାରି କରି ନିର୍ଦ୍ଦେଶ ଦେଇଛନ୍ତି। ପରିବେଶ ସୁରକ୍ଷା ଓ ପ୍ଲାଷ୍ଟିକ…

ଜାତୀୟ ସ୍ୱାର୍ଥ ସର୍ବୋପରି; ଟ୍ରମ୍ପଙ୍କ ୨୫% ଶୁଳ୍କ ଉପରେ ଭାରତର ପ୍ରତିକ୍ରିୟା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅଗଷ୍ଟ ୧ ତାରିଖରୁ ଭାରତ ଉପରେ ନୂଆ ଶୁଳ୍କ ଲାଗୁ ନେଇ ଘୋଷଣା କରିଛନ୍ତି। ଡୋନାଲ୍ଡ ଟ୍ରମ୍ପ ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥ୍ ସୋସିଆଲରେ ପୋଷ୍ଟ କରି ଏହି ସୂଚନା ଦେଇଛନ୍ତି। ଟ୍ରୁଥ୍ ସୋସିଆଲରେ ଏକ ପୋଷ୍ଟରେ ଟ୍ରମ୍ପ…

ପୁରୀ ଛାତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଅଛି: ଏସପି ପିନାକ ମିଶ୍ର

ଭୁବନେଶ୍ୱର: ପୁରୀ ଛାତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଅଛି। ଏନେଇ ପୁରୀ ଏସପି (ପ୍ରଭାରୀ) ପିନାକ ମିଶ୍ର ବୁଧବାର ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ମାମଲାର ତଦନ୍ତ ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। "ତଦନ୍ତକାରୀ ଅଧିକାରୀ ଡିଏସ୍ପି ରାଙ୍କ ଅଧିକାରୀ କଳ୍ପନା କୌରୀ, ବଳଙ୍ଗା ପୋଲିସ…

ଯାତ୍ରୀ ଚାହିଦା ବୃଦ୍ଧିକୁ ଦୃଷ୍ଟିରେ ରଖି ପୁରୀ-ରାଉରକେଲା ବନ୍ଦେ ଭାରତ ଏକ୍ସପ୍ରେସରେ ଅଧିକ କୋଚ୍ ସଂଯୋଗ

ରାଉରକେଲା: ପୁରୀ ଏବଂ ରାଉରକେଲା ମଧ୍ୟରେ ଦ୍ରୁତ ଏବଂ ଅଧିକ ଆରାମଦାୟକ ରେଳ ଯାତ୍ରା ଉପଲବ୍ଧ କରାଇବା ପାଇଁ ବର୍ଦ୍ଧିତ ଚାହିଦାକୁ ଦୃଷ୍ଟିରେ ରଖି ଭାରତୀୟ ରେଳବାଇ 20836/20835 ପୁରୀ-ରାଉରକେଲା-ପୁରୀ ବନ୍ଦେ ଭାରତ ଏକ୍ସପ୍ରେସରେ ୫୦% କୋଚ୍ ବୃଦ୍ଧି ଘୋଷଣା କରିଛି । ଏହି ଟ୍ରେନଟି ଆସନ୍ତା ତା…

ବ୍ୟସ୍ତବହୂଳ କାର୍ଯ୍ୟସୂଚୀ ନେଇ ଅସନ୍ତୋଷ ବ୍ୟକ୍ତ କଲେ ଗିଲ, ଷ୍ଟୋକ୍ସ

ନୂଆଦିଲ୍ଲୀ: ଭାରତ ଓ ଇଂଲଣ୍ଡ କ୍ରିକେଟ ଟିମ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳାଯାଉଛି । ତେବେ ଲମ୍ବା ସିରିଜରେ ମ୍ୟାଚ ମଧ୍ୟରେ କମ ଦିନ ବ୍ୟବଧାନ ରହିବା ନେଇ ଶୁଭମନ ଗିଲ ଓ ବେନ ଷ୍ଟୋକ୍ସ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ବିଶେଷ କରି ବୋଲରମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି…