Flying Man: ପକ୍ଷୀ ଭଳି ମୁକ୍ତ ଆକାଶରେ ଉଡିବ ମଣିଷ!
ନୂଆଦିଲ୍ଲୀ: ମାନବ ବିଶ୍ୱ ପାଇଁ ଆଉ ଏକ ପ୍ରମୁଖ ଉଦ୍ଭାବନ ସହିତ ଚୀନ୍ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଚୀନ୍ ବୈଜ୍ଞାନିକମାନେ ଏକ "ଉଡ଼ନ୍ତା ବ୍ୟାକପ୍ୟାକ୍" ତିଆରି କରିଛନ୍ତି ଯାହା ମଣିଷଙ୍କୁ ଘଣ୍ଟା ପ୍ରତି ୧୦୦ ରୁ ୧୫୦ କିଲୋମିଟର ବେଗରେ ଉଡ଼ିବାକୁ ଅନୁମତି ଦେବ। ଏହାକୁ ମାନବ ଉଡ଼ାଣର…