ରାଉରକେଲା ବିମାନ ଦୁର୍ଘଟଣା; ସୁସ୍ଥ ହୋଇ ଘରକୁ ଫେରିଲେ ପାଇଲଟ
ରାଉରକେଲା: ଗତ ଜାନୁଆରୀ ୧୦ରେ ରାଉରକେଲାରେ ଏକ ବିମାନ ଦୁର୍ଘଟଣା ହୋଇଥିଲା। ଯେଉଁଥିରେ ପାଇଲଟ୍ କ୍ୟାପ୍ଟେନ୍ ନବୀନ କଡାଙ୍ଗା ନିଜ ଦକ୍ଷତା ଦ୍ଵାରା ବିମାନକୁ ଜରୁରୀକାଳୀନ ଅବତରଣ କରାଇଥିଲେ। ଯାହାଫଳରେ ହେବାକୁ ଥିବା ଦୁର୍ଘଟଣା ଅଳ୍ପକେ ବର୍ତ୍ତି ଯାଇଥିଲା।
ଏହି ଦୁର୍ଘଟଣାରେ ତାଙ୍କ…