Latest Odisha News

ବନବାସୀ ଆଶ୍ରମ ପିଲାଙ୍କ ଗହଣରେ ପ୍ରଧାନମନ୍ତ୍ରୀଙ୍କ ମନ୍ କି ବାତ୍ ଶୁଣିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ଵର ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ ଥିବା ବନବାସୀ କଲ୍ୟାଣ ଆଶ୍ରମ ପରିସରରେ ଅନ୍ତେବାସୀ ପିଲାଙ୍କ ଗହଣରେ ପ୍ରଧାନମନ୍ତ୍ରୀଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମ ଶୁଣିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମର ଆଜି ଥିଲା…

‘୨୪ ଘଣ୍ଟା ଭିତରେ ଗୁଳି କରି ମାରିବି’, ବିହାର ଉପମୁଖ୍ୟମନ୍ତ୍ରୀଙ୍କୁ ମିଳିଲା ହତ୍ୟା ଧମକ…..

ପାଟନା: ବିହାର ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀଙ୍କୁ ମିଳିଲା ହତ୍ୟା ଧମକ ।  ମୋବାଇଲରେ ମେସେଜ ପଠାଇ ଗୁଳି କରି ହତ୍ୟା କରିବାକୁ ମିଳିଲା ଧମକ । ଯାହାକୁ ନେଇ ଚାଞ୍ଚଲ୍ୟ ଖେଳିଥିବା ବେଳେ ଏନେଇ ତଦନ୍ତ ଆରମ୍ଭ କରିଥିବା ବେଳେ ମନ୍ତ୍ରୀଙ୍କ ସୁରକ୍ଷାକୁ ଆହୁରି କଡା କରାଯାଇଛି । ତେବେ…

ପ୍ରଶାସନିକ ଅପାରଗତାକୁ ସମାଲୋଚନା କଲେ ନୀତିନ ଗଡକରୀ: କହିଲେ, ‘ସରକାର ଅଦରକାରୀ’

ନୂଆଦିଲ୍ଲୀ: କେନ୍ଦ୍ରୀୟ ମନ୍ତ୍ରୀ ନୀତିନ ଗଡକରୀ ତାଙ୍କର ଖୋଲା ଅନ୍ଦାଜ୍ ପାଇଁ ବେଶ୍ ଚର୍ଚ୍ଚାରେ ଥାନ୍ତି । ବିନା ଦ୍ବିଧାରେ ସରକାରଙ୍କ ବିଭିନ୍ନ ପ୍ରସଙ୍ଗ ବିଷୟରେ ନିଜର ମତ ରଖନ୍ତି । ଏବେ ପୁଣି ଥରେ ସରକାରୀ ବ୍ୟବସ୍ଥାର ଅଦକ୍ଷତା ଏବଂ ଭାରତୀୟ ରାଜନୀତିରେ ମାଗଣା ସଂସ୍କୃତି ଉପରେ ତାଙ୍କର…

ଅମରେଶଙ୍କ ସସପେଣ୍ଡ ପରେ ପ୍ରତିକ୍ରିୟା ରଖିଲେ ଭୁବନେଶ୍ୱର ଜିଲ୍ଲା ବିଜେଡି ସଭାପତି…

ଭୁବନେଶ୍ବର: ବାଲେଶ୍ୱରରୁ ବିଜେଡି କର୍ପୋରେଟର ଅମରେଶ ଜେନା ଗିରଫ ପରେ ଦଳ ତାଙ୍କୁ ନିଲମ୍ବିତ କରିଛି । ଅମରେଶ ଜେନାଙ୍କ ଗିରଫ ପରେ ପ୍ରତିକ୍ରିୟା ରଖିଛନ୍ତି ଭୁବନେଶ୍ୱର ଜିଲ୍ଲା ବିଜେଡି ସଭାପତି ଅଶୋକ ଚନ୍ଦ୍ର ପଣ୍ଡା । ସେ କହିଛନ୍ତି ଯେ, ଏକ ସମ୍ବେଦନଶୀଳ ଅଭିଯୋଗକୁ ନେଇ ଅମରେଶ ଜେନାଙ୍କ…

ବଲାଙ୍ଗିର ନୂଆଁଖାଇ ପାଇଁ ଧାର୍ଯ୍ୟ ହେଲା ଲଗ୍ନ, ଅଗଷ୍ଟ ୨୮ ସକାଳ…

ବଲାଙ୍ଗୀର: ଧାର୍ଯ୍ୟ ହେଲା ନୂଆଁଖାଇ ଲଗ୍ନ । ବଲାଙ୍ଗିର ପାଇଁ ବାହାରିଲା ଲଗ୍ନ । ଅଗଷ୍ଟ ୨୮ ଗୁରୁବାର ସକାଳ ୯ଟା ୪୭ରୁ ୧୧ଟା ୧୧ ଯାଏଁ ନବାନ୍ନ ଲାଗି ହେବ । ଇଷ୍ଟଦେବୀ ମା ପାଟଣେଶ୍ବରୀ ଓ ସମଲେଶ୍ବରୀଙ୍କ ନିକଟରେ ଲାଗି ହେବ ନବାନ୍ନ । ବଲାଙ୍ଗିର ଶୈଳଶ୍ରୀ ପ୍ୟାଲେସ ଠାରେ ରବିବାର ଏନେଇ…

ଗିରଫ ପରେ ବିଜେଡିରୁ ବିଦା ହେଲେ ଅମରେଶ

ଭୁବନେଶ୍ବର: ଯୌନ ନିର୍ଯାତନା ଅଭିଯୋଗରେ ଗିରଫ ହେବା ସଙ୍ଗେ ସଙ୍ଗେ ଦଳରୁ ବହିଷ୍କୃତ ହେଲେ ପୂର୍ବତନ ବିଜେଡି କର୍ପୋରେଟର ଅମରେଶ ଜେନା । ଗତକାଲି ତାଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଆସିବା ପରେ ଆଜି ତାଙ୍କୁ ବାଲେଶ୍ବରରୁ ବାନ୍ଧିଛି କମିଶନରେଟ ପୋଲିସ୍ । ଏହାପରେ ଦଳର ସୁପ୍ରିମୋ ନବୀନ…

ମୋଦିଙ୍କ ମନ କି ବାତ୍: କେନ୍ଦୁଝର ସଂକୀର୍ତ୍ତନ ମଣ୍ଡଳୀଠୁ ଆରମ୍ଭ କରି ମୟୂରଭଞ୍ଜର ସାନ୍ତାଳୀ ଶାଢୀ….କ’ଣ କହିଲେ…

ନୂଆଦିଲ୍ଲୀ/ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ମୋଦି ଆଜି 'ମନ କି ବାତ'ର ୧୨୪ତମ ଏପିସୋଡ୍ ମାଧ୍ୟମରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି । ଏହି ଅବସରରେ ଦେଶବାସୀଙ୍କ ସମ୍ମୁଖରେ ବିଭିନ୍ନ ପ୍ରସଙ୍ଗ ନେଇ ମୋଦି ନିଜର ମତ ରଖିଥିବା ବେଳେ ଏଥିରେ ଓଡିଶାର କେନ୍ଦୁଝର ଜିଲ୍ଲାର ସଂକୀର୍ତ୍ତନ ମଣ୍ଡଳୀ ଏବଂ…

ଏନଡିଏର ଉପରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ବିରୋଧ କରିବ କି ବିଜେଡି?, କେତେ ପ୍ରଭାବୀ ହେବ ଏହି ପଦକ୍ଷେପ….

ନୂଆଦିଲ୍ଲୀ/ଭୁବନେଶ୍ବର: ବର୍ତ୍ତମାନ ଦେଶରେ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରକ୍ରିୟା ଚାଲିଛି । ଯାହା ଅଗଷ୍ଟ ଶେଷ ସପ୍ତାହ ସୁଦ୍ଧା ଶେଷ କରିବାକୁ ସମୟସୀମା ରହିଛି । ଚର୍ଚ୍ଚା ହେଉଛି, ଏଥର କେନ୍ଦ୍ର ସରକାର ସହଯୋଗୀ ଦଳ ନୁହେଁ, ବିଜେପିରୁ ହିଁ ଉପରାଷ୍ଟ୍ରପତି ଚୟନ କରିବେ । ଯାହାକୁ ନେଇ…

ମନସା ଦେବୀ ମନ୍ଦିରରେ ଦଳାଚକଟା ; ଗୁଜବ ଖବର ଯୋଗୁଁ ଚାଲିଗଲା ୬ ଜୀବନ, ଅନେକ ଆହତ

ଡେରାଡୁନ: ହରିଦ୍ୱାରରେ ମା ମନସା ଦେବୀ ମନ୍ଦିରରେ ଅଘଟଣ । ସକାଳ ପ୍ରାୟ ୮:୫୦ ସମୟରେ ମନସା ଦେବୀ ମନ୍ଦିରରେ ଦଳାଚକଟା ହୋଇଥିଲା। ଘଟଣା ସମୟରେ ଶହ ଶହ ଭକ୍ତ ଘଟଣାସ୍ଥଳରେ ଉପସ୍ଥିତ ଥିଲେ। ଏପର୍ଯ୍ୟନ୍ତ ଏହି ମର୍ମନ୍ତୁଦ ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଅନେକ ଲୋକ…