ବିହାର ରାଜନୀତିରେ କମୁଛି ବାହୁବଳୀଙ୍କ ପ୍ରଭାବ
ନୂଆଦିଲ୍ଲୀ: ଦିନ ଥିଲା ବିହାର ରାଜନୀତିରେ ବାହୁବଳୀଙ୍କ ଦବଦବା ରହିଥିଲା । ଅପରାଧୀଙ୍କ ସହ ରାଜନୀତିର ଯୁଗଳବନ୍ଦୀ କରି ବାହୁବଳୀ ଦମ୍ ଦେଖାଉଥିଲେ । ହେଲେ ଆଗକୁ ବିହାରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା ବେଳେ ନିର୍ବାଚନୀ ଦୃଶ୍ୟପଟ୍ଟରୁ ଏକପ୍ରକାର ଗାଏବ ରହିଛନ୍ତି ବାହୁବଳୀ । ନା…