Latest Odisha News

BREAKING NEWS

ବିପଦ ସଙ୍କେତ ଉପରେ ଜଳକା ଓ ବୈତରଣୀ ନଦୀ ଜଳସ୍ତର; ସୁବର୍ଣ୍ଣରେଖାରେ ଆସିବ ବନ୍ୟା

ଭୁବନେଶ୍ବର: ବିପଦ ସଙ୍କେତ ଉପରେ ଜଳକା ଓ ବୈତରଣୀ ନଦୀ ଜଳସ୍ତର। ଏପଟେ ସୁବର୍ଣ୍ଣରେଖାରେ ବନ୍ୟା ଆଶଙ୍କା କରାଯାଉଛି । ରବିବାର ସୁବର୍ଣ୍ଣରେଖାରେ ବନ୍ୟା ସ୍ଥିତି ଦେଖାଦେବ ବୋଲି ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢୀ ସୂଚନା ଦେଇଛନ୍ତି । ଅଧିକାରୀମାନେ କ୍ଷେତ୍ର ପରିଦର୍ଶନ…

Flipkartରେ ପୁଣି ଆସୁଛି ଏକ ନୂଆ ସେଲ୍, ଏତେ ଟଙ୍କା କମିଯିବ ସ୍ମାର୍ଟଫୋନ

ଭୁବନେଶ୍ୱର: ଫ୍ଲିପକାର୍ଟରେ ପୁଣି ଏକ ନୂଆ ସେଲ ଆରମ୍ଭ ହେବାକୁ ଯାଉଛି। ଏହି ଇ-କମର୍ସ ପ୍ଲାଟଫର୍ମରେ ଫ୍ରିଡମ ସେଲ ଦୀପାବଳି ପୂର୍ବରୁ ଏକ ବଡ଼ ଇଭେଣ୍ଟ ହେବ। ଏହି ସେଲରେ କମ୍ପାନୀ ସ୍ମାର୍ଟଫୋନ, ଲାପଟପ, ଟାବଲେଟ, ଟିଭି, ଏସି, ଫ୍ରିଜ ଆଦି ଉପରେ ଆକର୍ଷଣୀୟ ଡିସକାଉଣ୍ଟ ଅଫର କରିବ। ଏହା ସହ ଅନେକ…

ଖୁସି ଖବର: ସରକାର ବୃଦ୍ଧି କଲେ ସାମ୍ବାଦିକଙ୍କ ମାସିକ ପେନସନ୍

ପାଟଣା: ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ନୀତିଶ କୁମାରଙ୍କ ବଡ଼ ଘୋଷଣା । ସମ୍ବାଦିକଙ୍କ ପାଇଁ ଖୁସି ଖବର। ସରକାର ବୃଦ୍ଧି କଲେ ସାମ୍ବାଦିକଙ୍କ ମାସିକ ପେନସନ୍। ବିହାରରେ ସାମ୍ବାଦିକଙ୍କ ମାସିକ ପେନସନ ୬ ହଜାରରୁ ୧୫ ହଜାର ଟଙ୍କା କରାଗଲା। ସାମ୍ବାଦିକଙ୍କ ମୃତ୍ୟୁ ପରେ ତାଙ୍କ ପତ୍ନୀଙ୍କୁ…

ସକାଳୁ ସକାଳୁ ଆପଣଙ୍କଠାରେ ଦେଖାଯାଉଛି କି ଏହି ଲକ୍ଷଣ? ହୋଇଯାନ୍ତୁ ସାବଧାନ ! ନଚେତ…

ଭୁବନେଶ୍ୱର: ଉଚ୍ଚ ରକ୍ତଶର୍କରା (ହାଇ ବ୍ଲଡ ସୁଗାର) ସମସ୍ୟାକୁ ସମୟଥାଉ ଚିହ୍ନଟ କରିବା ଅତ୍ୟନ୍ତ ଜରୁରୀ, ନଚେତ୍ ଆପଣଙ୍କ ସ୍ଵାସ୍ଥ୍ୟ ଗୁରୁତର ଭାବେ ପ୍ରଭାବିତ ହୋଇପାରେ। ଆପଣଙ୍କ ଅଜାଣତରେ ଶରୀରରେ ରକ୍ତଶର୍କରା ବଢ଼ିଥାଏ । ଯାହାଦ୍ୱାରା ଶରୀରରେ କିଛି ଲକ୍ଷଣ ଦେଖାଯାଇଥାଏ । ଆସନ୍ତୁ ଜାଣିବା…

ବଳଙ୍ଗା ପୀଡିତାଙ୍କ ପାଇଁ ଅଡୁଆରେ ପୋଲିସ

ପୁରୀ : ବଳଙ୍ଗା ପୀଡିତାଙ୍କ ବୟାନକୁ ନେଇ ଅଡୁଆରେ ପଡିଛି ପୁରୀ ପୋଲିସ । ଭୁବନେଶ୍ୱର ଏମ୍ସ ଓ ଦିଲ୍ଲୀ ଏମ୍ସ ଭିତରେ ପୀଡିତା ଦେଇଥିବା ବୟାନରେ ଫରକ ଥିବା ସୂଚନା ମିଳିଛି । ସେଥିପାଇଁ ପୁଣିଥରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପୀଡିତାଙ୍କ ବୟାନ ରେକର୍ଡ ହେବ ବୋଲି କୁହାଯାଇଛି । ପୀଡିତା ସୁସ୍ଥ…

ସ୍ବତନ୍ତ୍ର ଓଟିଇଟି ପରୀକ୍ଷା ବାତିଲ୍ ଘଟଣାରେ କାର୍ଯ୍ୟାନୁଷ୍ଠାନ;ବଦଳି ହେଲେ ୬ ଅଧିକାରୀ

ଭୁବନେଶ୍ବର:ସ୍ବତନ୍ତ୍ର ଓଟିଇଟି ପରୀକ୍ଷା ବାତିଲ୍ ଘଟଣାରେ କାର୍ଯ୍ୟାନୁଷ୍ଠାନ ନିଆଯାଇ ବୋର୍ଡ କାର୍ଯ୍ୟାଳୟର ଅତିରିକ୍ତ ସମ୍ପାଦକଙ୍କ ସମେତ ୬ ଅଧିକାରୀଙ୍କ ବଦଳି ହୋଇଥିବା ସୂଚନା ମିଳିଛି । ବୋର୍ଡ କାର୍ଯ୍ୟାଳୟର ଅନ୍ୟ ବିଭାଗକୁ ବଦଳି ହୋଇଛନ୍ତି ୬ ଅଧିକାରୀ । ସୂଚନାଥାଉକି, ଜୁଲାଇ ୨୦ରେ…

କାରଗିଲ ଯୁଦ୍ଧରେ କେଉଁ ରାଜ୍ୟର ଅଧିକ ଯବାନ ହୋଇଛନ୍ତି ଶହୀଦ, ଆଶ୍ଚର୍ଯ୍ୟ ହୋଇଯିବେ ଜାଣିଲେ ସଂଖ୍ୟା

ନୂଆଦିଲ୍ଲୀ: ଭାରତ ପ୍ରତିବର୍ଷ ୨୬ ଜୁଲାଇରେ କାରଗିଲ ବିଜୟ ଦିବସ ପାଳନ କରେ, ଯାହା ସେହି ବୀର ସୈନିକମାନଙ୍କୁ ସମ୍ମାନ ଜଣାଇବା ପାଇଁ, ଯେଉଁମାନେ ୧୯୯୯ରେ ପାକିସ୍ତାନ ବିରୁଦ୍ଧରେ ଲଢ଼ି ନିଜ ଜୀବନ ବଳି ଦେଇଥିଲେ। ଏହା କେବଳ ଏକ ଯୁଦ୍ଧ ନଥିଲା, ବରଂ ଭାରତର ସାହସ, ଏକତା ଓ ବଳିଦାନର ଏକ ଅନୁପମ…

ପୁଣି ଆମେରିକାର ଦୋମୁହାଁ ନୀତି: ଟିଆରଏଫକୁ ଆତଙ୍କୀ, ଆଉ ସମର୍ଥକ ପାକିସ୍ତାନ ଆତଙ୍କବାଦ ବିରୁଦ୍ଧ….

ନୂଆଦିଲ୍ଲୀ: ବିଗତ ଦିନରେ ଆମେରିକା ପାକିସ୍ତାନ ସମର୍ଥିତ ଲସ୍କର-ଏ-ତୈବା ପ୍ରକ୍ସି ସଂସ୍ଥା ଟିଆରଏଫକୁ ଆତଙ୍କବାଦୀ ସଂଗଠନ ବୋଲି ଘୋଷଣା କରିବା ସହିତ କଡା ନିନ୍ଦା କରିଥିଲା । ଆଉ ଏବେ ସାରା ବିଶ୍ୱରେ ଆତଙ୍କବାଦର ସମର୍ଥକ ପାଲଟିଥିବା ପାକିସ୍ତାନ କାଳେ ଆତଙ୍କବାଦ ବିରୋଧରେ ଯୁଦ୍ଧ ଲଢୁଛି…

‘ମରିବାକୁ ଚାହୁଁଛି ହମାସ’, ବର୍ଷିଲେ ଟ୍ରମ୍ପ, ଗାଜାରେ କାମ ସଫା କରିବାକୁ ଇସ୍ରାଏଲକୁ ଦେଲେ ସମର୍ଥନ….

ନୂଆଦିଲ୍ଲୀ: ଇସ୍ରାଏଲ-ହମାସ ଯୁଦ୍ଧ ବନ୍ଦ ହେବାର ନା ନେଉଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶୁକ୍ରବାର ଗାଜାରେ ଯୁଦ୍ଧବିରତି ଆଲୋଚନା ଭଙ୍ଗ ପାଇଁ ହମାସକୁ ଦାୟୀ କରିଛନ୍ତି । ଏହି ଅଞ୍ଚଳରେ ଇସ୍ରାଏଲର ସାମରିକ ଅଭିଯାନକୁ ବୃଦ୍ଧି କରିବା ପାଇଁ ଦୃଢ଼ ସମର୍ଥନର ସଙ୍କେତ…

ଗିରଫ ହେଲେ ଜୟପୁର ଡେପୁଟି ରେଞ୍ଜର ରାମଚନ୍ଦ୍ର ନେପାକ

କୋରାପୁଟ: ଗିରଫ ହେଲେ ଜୟପୁର ଡେପୁଟି ରେଞ୍ଜର ରାମଚନ୍ଦ୍ର ନେପାକ। ଆୟଠୁ ଅଧିକ ସଂପତ୍ତି ଠୁଳ ମାମଲାରେ ବାନ୍ଧିଲା ଭିଜିଲାନ୍ସ । ଭିଜିଲାନ୍ସ ରେଡ ବେଳେ ତାଙ୍କ ଘରୁ ମିଳିଥିଲା ବିଡ଼ା ବିଡ଼ା ଟଙ୍କା ଓ ପୁଳା ପୁଳା ସୁନାଗହଣା। ଦେଢ଼ କେଜି ସୁନା, ୪ କେଜି ୬୩୭ ଗ୍ରାମ ରୁପା ଜବତ ହୋଇଥିଲା। ଡେପୁଟି…