ବିହାର ନିର୍ବାଚନ ପାଇଁ ବୈଭବଙ୍କୁ ମିଳିଲା ବଡ ଦାୟିତ୍ୱ
ପାଟନା: ଭାରତର ଯୁବ ବ୍ୟାଟ୍ସମ୍ୟାନ ବୈଭବ ସୂର୍ଯ୍ୟବଂଶୀ କମ ବୟସରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ଏବେ ତାଙ୍କୁ ବିହାର ନିର୍ବାଚନରେ ଏକ ବଡ ଦାୟିତ୍ୱ ମିଳିଛି । ଇଲେକ୍ସନ କମିଶନ ସୂର୍ଯ୍ୟବଂଶୀଙ୍କୁ ଫ୍ୟୁଚର ଭୋଟର ଆଇକନ ଭାବେ ଚୟନ କରିଛନ୍ତି । ସେ ଯୁବକମାନଙ୍କୁ…