ଏଣିକି ବିନା ସିସିଟିଭିରେ ଔଷଧ ବିକିପାରିବେନି ଦୋକାନୀ, ଯୁବପିଢିଙ୍କ ନିଶା ବ୍ୟବହାର ରୋକିବାକୁ ବଡ଼ ପଦକ୍ଷେପ
ନୂଆଦିଲ୍ଲୀ: ଔଷଧର ଅବୈଧ ବିକ୍ରୟ ଏବଂ ବଢ଼ୁଥିବା ନିଶାଦ୍ରବ୍ୟ ସମସ୍ୟାକୁ ରୋକିବା ପାଇଁ ଦିଲ୍ଲୀ ସରକାର ଏକ ବଡ଼ ଏବଂ କଠୋର ପଦକ୍ଷେପ ନେଇଛନ୍ତି। ଏବେ ରାଜଧାନୀର ପ୍ରତ୍ୟେକ ମେଡିକାଲ ଦୋକାନରେ ସିସି କ୍ୟାମେରା ଲଗାଇବା ବାଧ୍ୟତାମୂଳକ ହେବ। ସ୍ୱାସ୍ଥ୍ୟ ବିଭାଗ ସ୍ପଷ୍ଟ କରିଛି ଯେ ୩୧ ଜୁଲାଇ,…