Latest Odisha News

BREAKING NEWS

ଆସୁଛନ୍ତି ମା’, ଆଜିଠୁ ରାଜ୍ୟର ସମସ୍ତ ଶକ୍ତିପୀଠରେ ଷୋଡଶ ଉପଚାର ବିଧି ଆରମ୍ଭ

ଭୁବନେଶ୍ବର: ଚାଲିଛି ପାର୍ବଣ ଋତୁ । ଆଉ ଦିନ କେଇଟାରେ ଧରା ପୃଷ୍ଠକୁ ଅବତରଣ କରିବେ ମହିଷା ମର୍ଦ୍ଧିନି ମା' ଦୁର୍ଗା । ମାଆଙ୍କ ଆଗମନକୁ ନେଇ ଉତ୍ସବ ମୁଖର ହୋଇ ଉଠିଛି ଗାଁଠୁ ସହର । ଏହି ଅବସରରେ ରାଜ୍ୟର ବିଭିନ୍ନ ଶକ୍ତି ପୀଠରେ ଆଜିଠାରୁ ଆରମ୍ଭ ହୋଇଛି ମା’ଙ୍କ ଷୋଡ଼ଶ ଉପଚାର ପୂଜା ନୀତି ।…

ଖରାପ ଓ୍ବାଇନକୁ ଚିହ୍ନିବେ କିପରି? କଣ କହୁଛନ୍ତି ବିଶେଷଜ୍ଞ…

ନୂଆଦିଲ୍ଲୀ: ନଷ୍ଟ ହୋଇଥିବା ଓ୍ବାଇନକୁ ଚିହ୍ନଟ କରାଯାଇପାରିବ କି ଏପରି ଅନେକଙ୍କ ମନରେ ପ୍ରଶ୍ନ ଥିବ, ଏନେଇ ମଦ ବିଶେଷଜ୍ଞ ସୋନାଲ ହଲାଣ୍ଡ କୁହନ୍ତି, ନଷ୍ଟ ହୋଇଥିବା ଓ୍ବାଇନ ପରିବେଷଣ ହେବାର ଅନେକ ମାମଲା ରହିଛି । ଏହାକୁ ଚିହ୍ନଟ କରିବା ଏତେ କଷ୍ଟକର ନୁହେଁ । ଏହାକୁ ଦେଖି ଆପଣ ସହଜରେ…

ଟ୍ରମ୍ପଙ୍କ ୧୦୦% ଶୁଳ୍କ ପାଇଁ ଅପିଲ ଉପରେ ସାମ୍ନାକୁ ଆସିଲା ଚୀନର ପ୍ରତିକ୍ରିୟା; ଆମେ ଯୁଦ୍ଧର ଷଡ଼ଯନ୍ତ୍ର…

ନୂଆଦିଲ୍ଲୀ: ଆମେରିକା ଏବଂ ନାଟୋ ଦେଶମାନଙ୍କ ମଧ୍ୟରେ ରୁଷରୁ ତୈଳ କ୍ରୟ ଉପରେ ଶୁଳ୍କ ଏବଂ ପ୍ରତିବନ୍ଧକ ପାଇଁ ବଢ଼ୁଥିବା ଦାବି ମଧ୍ୟରେ, ଚୀନ୍ ର ପ୍ରତିକ୍ରିୟା ସାମ୍ନାକୁ ଆସିଛି । ସେ ସ୍ପଷ୍ଟ କରିଛି ଯେ, ସେ କୌଣସି ଯୁଦ୍ଧ ଷଡ଼ଯନ୍ତ୍ରରେ ସାମିଲ ନାହିଁ ଏବଂ କି ଏଥିରେ ଅଂଶଗ୍ରହଣ ମଧ୍ୟ କରେ…

Haridwar Ardh Kumbh 2027:ଅର୍ଦ୍ଧ କୁମ୍ଭରେ ସାଧୁ-ସନ୍ୟାସୀଙ୍କ ସହ ପ୍ରଥମ ଥର ପାଇଁ ହେବ ତିନି ଅମୃତ ସ୍ନାନ , ତିଥି…

ନୂଆଦିଲ୍ଲୀ: ୨୦୨୭ ମସିହାରେ ହରିଦ୍ୱାରରେ ଅର୍ଦ୍ଧ କୁମ୍ଭ ମେଳା ଅନୁଷ୍ଠିତ ହେବ। ଦୁଇ ବର୍ଷ ପରେ ଅର୍ଥାତ୍ ୨୦୨୭ ମସିହାରେ ହରିଦ୍ୱାରରେ ଅନୁଷ୍ଠିତ ହେବାକୁ ଥିବା ଅର୍ଦ୍ଧ କୁମ୍ଭ ମେଳା ଅନେକ ଦୃଷ୍ଟିରୁ ଐତିହାସିକ ହେବ। ଏହି ଅର୍ଦ୍ଧ କୁମ୍ଭରେ ପ୍ରଥମ ଥର ପାଇଁ ଇତିହାସ ସୃଷ୍ଟି ହେବ, କୁମ୍ଭ ପରି…

Fake Passports: ବିମାନବନ୍ଦରରେ ନକଲି ପାସପୋର୍ଟ ସହ ନେପାଳୀ ଏବଂ ବାଂଲାଦେଶୀ ନାଗରିକ ଗିରଫ

ମୁମ୍ବାଇ: ମୁମ୍ବାଇ ସହର ପୋଲିସ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦରରେ ୨ ଜଣ ସନ୍ଦିଗ୍ଧ ବିଦେଶୀ ନାଗରିକଙ୍କୁ ଗିରଫ କରିଛି। ଦୁଇ ଜଣ ବିଦେଶୀ ନାଗରିକଙ୍କୁ ନକଲି ଭାରତୀୟ ପାସପୋର୍ଟ ସହିତ ଧରାଯାଇଥିଲା। ଦୁଇ ସନ୍ଦିଗ୍ଧଙ୍କ…

National Lok Adalat: ଖୋର୍ଦ୍ଧା ଜିଲ୍ଲାରେ ୩ୟ ରାଷ୍ଟ୍ରୀୟ ଲୋକ ଅଦାଲତ;୯୬୧୫୬ ମାମଲାର ଫୈସଲା

ଭୁବନେଶ୍ୱର: ଜାତୀୟ ଆଇନ ସେବା ପ୍ରାଧିକରଣ ଓ ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣଙ୍କ ନିର୍ଦ୍ଦେଶ ମତେ ଖୋର୍ଦ୍ଧା ଜିଲ୍ଲା ଆଇନ ସେବା ପ୍ରାଧିକରଣଙ୍କ ପକ୍ଷରୁ ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଶନିବାର ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ ଓ ରାଜସ୍ଵ ଅଦାଲତ ପରିସର…

Women’s Hockey Asia Cup: ଏସିଆ କପ ଫାଇନାଲରେ ଭାରତ; ଆଜି ଏହି ଦଳ ସହ ଟାଇଟଲ ଲଢେଇ

ନୂଆଦିଲ୍ଲୀ: ମହିଳା ହକି ଏସିଆ କପ୍ ୨୦୨୫ ର ଫାଇନାଲରେ ଭାରତ ନିଜର ସ୍ଥାନ ପକ୍କା କରିଛି। ଭାରତୀୟ ଦଳ ଆଜି (୧୪ ସେପ୍ଟେମ୍ବର) ଫାଇନାଲ ମ୍ୟାଚ ରେ ଆୟୋଜକ ଦଳ ଚୀନକୁ ଭେଟିବ। ଶନିବାର ଦିନ ଭାରତୀୟ ମହିଳା ହକି ଦଳ ଜାପାନ ବିପକ୍ଷରେ ସୁପର-୪ ମ୍ୟାଚ୍ ରେ ଚମତ୍କାର ପ୍ରଦର୍ଶନ କରିଥିଲା ​​ଏବଂ ୧-୧…

‘ପୋଲିସ ବଳରେ କ୍ରୀଡା ପ୍ରତିଯୋଗିତା ସୁସ୍ଥ, ଶୃଙ୍ଖଳିତ ଓ ପ୍ରେରଣାଦାୟକ ପରିବେଶ ଗଠନ କରୁଛି’

କେନ୍ଦୁଝର: ୭୮ତମ ରାଜ୍ୟ ପୋଲିସ ପୁରୁଷ କବାଡି ଚାମ୍ପିୟାନସିପ୍ ଓ ଦଶମ ପୋଲିସ ହ୍ୟାଣ୍ଡବଲ ଚାମ୍ପିୟାନସିପ୍ ଉଦ୍‌ଯାପନ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇଥିଲେ । ଏହି ଅବସରରେ କହିଥିଲେ ଯେ, ଓଡ଼ିଶା ପୋଲିସର ଖେଳାଳିମାନେ ବିଭିନ୍ନ ଆଥଲେଟିକ୍ସ ଗେମରେ ସେମାନଙ୍କର ଉତ୍କୃଷ୍ଟ…

ଏକ୍ ପେଡ୍ ମା’ କେ ନାମ୍ ୨.୦: ‘ରାଜ୍ୟବ୍ୟାପୀ ମୋଟ ୭.୫ କୋଟି ଗଛ ଲଗାଇବାକୁ ଆମେ ଲକ୍ଷ୍ୟ ରଖିଛୁ’

ଭୁବନେଶ୍ବର: ଦୁନିଆର ସବୁଠୁ ବଡ଼ ଆଶୀର୍ବାଦ ହେଉଛି ମା'। ନିଜ ଜନ୍ମଦାତ୍ରୀ ମା' ଭଳି ଧରିତ୍ରୀ ମଧ୍ୟ ଆମର ଆଉ ଏକ ମା'। ନିଜ ମା' ପ୍ରତି ସ୍ନେହ, ଶ୍ରଦ୍ଧା ଓ ଭଲପାଇବା ପ୍ରଦର୍ଶନ କରିବା ସହିତ, ଧରିତ୍ରୀ ମା'ର ସୁରକ୍ଷା ଲାଗି, ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀ 'ଏକ୍ ପେଡ୍ ମା' କେ…

AIIMS Bhubaneswar: ପୂର୍ବ ଭାରତରେ ଶ୍ରେଷ୍ଠ ମେଡିକାଲ୍ କଲେଜର ମାନ୍ୟତା ହାସଲ କଲା ଏମ୍ସ ଭୁବନେଶ୍ୱର

ଭୁବନେଶ୍ୱର: ରାଜ୍ୟ ତଥା ସମଗ୍ର ପୂର୍ବ ଭାରତ ପାଇଁ ପୁଣିଥରେ ସଫଳତା ଆଣିଦେଇଛି ଏମ୍ସ ଭୁବନେଶ୍ୱର। କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ଜାତୀୟ ଶିକ୍ଷାନୁଷ୍ଠାନ ମାନ୍ୟତା ତାଲିକା (ଏନଆଇଆରଏଫ)ରେ ଏମ୍ସ ଭୁବନେଶ୍ୱରକୁ ଦେଶର ଶ୍ରେଷ୍ଠ ମେଡିକାଲ କଲେଜ ବର୍ଗରେ ୧୪ତମ ସ୍ଥାନ…