Rajya Sabha Elections: କିଏ ହାତେଇବ ୪ର୍ଥ ଆସନ? ଚାଲିଛି ରାଜନୈତିକ କସରତ୍… କିଙ୍ଗ ମେକର ବନିପାରନ୍ତି…
ଭୁବନେଶ୍ଵର: ବାଜିସାରିଛି ରାଜ୍ୟସଭା ନିର୍ବାଚନ ବିଗୁଲ। ଘୋଷଣା ହୋଇଛି ବିଧିବଦ୍ଧ ତାରିଖ।ମାର୍ଚ୍ଚ ୧୬ରେ ରାଜ୍ୟସଭା ନିର୍ବାଚନ। ଯେଉଁଥିରେ ଓଡ଼ିଶାର ୪ ଆସନ ଖାଲି ରହିଛି। ଯାହାକୁ ନେଇ ଏବେ ଚାଲିଛି କସରତ। ରାଜ୍ୟସଭା ପାଇଁ କିଏ ଦେବ କେତୋଟି ପ୍ରାର୍ଥୀ? ବିଜେଡି କିଣିଥିଲା ୬ଟି ସେଟ୍,…