ପେନସନ୍କୁ ନେଇ ସରକାରଙ୍କ ବଡ ଘୋଷଣା, ପ୍ରଥମ ଥର ମିଳିବ ଏତେ ଫାଇଦା !
ନୂଆଦିଲ୍ଲୀ: କେନ୍ଦ୍ର ସରକାର ନିକଟରେ ୟୁନିଫାଏଡ୍ ପେନସନ ଯୋଜନା (UPS)ରେ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଘୋଷଣା କରିଛନ୍ତି। ଏହି ନିୟମ ଅନୁଯାୟୀ, ଯେଉଁ କର୍ମଚାରୀମାନେ ସ୍ୱେଚ୍ଛାକୃତ ଅବସର (VRS) ନେଉଛନ୍ତି, ସେମାନଙ୍କୁ ତୁରନ୍ତ ପେନସନ ଲାଭର ସୁବିଧା ମିଳିବ। ପୂର୍ବରୁ ଏହି ଯୋଜନାରେ…