Latest Odisha News

BREAKING NEWS

ପତ୍ନୀ ଜୟାଙ୍କ ତାରିଫ୍‌ରେ ଏମିତି କହିଲେ ବିଗ୍‌ ବି

ମୁମ୍ବାଇ: କେବିସି ୧୩ର ହୋଷ୍ଟ ଅମିତାଭ ବଚ୍ଚନ ଏକ ଏପିସୋଡ୍‌ରେ ପତ୍ନୀ ଜୟା ବଚ୍ଚନଙ୍କ ବେଶ୍‌ ତାରିଫ୍‌ କରିଥିବା ଦେଖିବାକୁ ମିଳିଛି। ହଟ୍‌ ସିଟ୍‌ରେ ଖେଳୁଥିବା ଜଣେ ପ୍ରତିଯୋଗୀଙ୍କ ମା'ଙ୍କ ନାମ ଶୁଣି ବିଗ୍‌ ବି ବେଶ୍‌ ଖୁସି ହୋଇଯାଇଥିଲେ ଏବଂ ଏହା ବେଶ୍‌ ସୁନ୍ଦର ନାଁ ବୋଲି…

ପ୍ରସ୍ତୁତ ହେଉଛି ସ୍ୱତନ୍ତ୍ର ପୋର୍ଟାଲ, ଘରେ ବସି ଡ଼ାଉନଲୋଡ଼ କରିହେବ ଗାଡ଼ିର ସମସ୍ତ କାଗଜପତ୍ର

ଭୁବନେଶ୍ୱର: ଘରେ ବସି ଡ଼ାଉନଲୋଡ଼ କରି ହେବ ଗାଡ଼ିର ସମସ୍ତ କାଗଜପତ୍ର । ଏନେଇ ବାଣିଜ୍ୟ ଓ ପରିବହନ ବିଭାଗ ବିଜ୍ଞପ୍ତି ଜାରି କରିଛି । ବାଣିଜ୍ୟ ଓ ପରିବହନ ବିଭାଗ ଏନେଇ ଏକ ସ୍ୱତନ୍ତ୍ର ପୋର୍ଟାଲ ପ୍ରସ୍ତୁତ କରୁଛି । ଆସନ୍ତା ଜାନୁଆରୀ ୧ତାରିଖରୁ ଏହି ସୁବିଧା ଉପଲବ୍ଧ ହେବାକୁ ଯାଉଛି । ଏଥିରେ…

୨୦୨୨ ଟି୨୦ ବିଶ୍ୱକପ କ୍ରିକେଟ: ଚୂଡାନ୍ତ ହେଲା ୭ ଭେନ୍ୟୁ

ନୂଆଦିଲ୍ଲୀ: ଟି୨୦ ବିଶ୍ୱକପ କ୍ରିକେଟର ପରବର୍ତୀ ସଂସ୍କରଣ ଅଷ୍ଟ୍ରେଲିଆରେ ଖେଳାଯିବ । ୨୦୨୨ ସଂସ୍କରଣ ପାଇଁ ଆଜି ଆଇସିସି ୭ଟି ଭେନ୍ୟୁ ଚୂଡାନ୍ତ କରିଛି । ଫାଇନାଲ ମ୍ୟାଚ ମେଲବୋର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯିବ । ସୁପର ୧୨ ପର୍ଯ୍ୟାୟ ପାଇଁ ଭାରତ ସମେତ ୮ଟି ଟିମ ଘୋଷଣା କରାଯାଇଛି ।…

ବିନା କୋହଲି-ଓ୍ୱିଲିୟମସନରେ ଭାରତ-ନ୍ୟୁଜିଲାଣ୍ଡ T20 ସିରିଜ

ସ୍ପୋର୍ଟସ ବ୍ୟୁରୋ(ଓଡ଼ିଶା ସମ୍ବାଦ): ନ୍ୟୁଜିଲାଣ୍ଡ କ୍ୟାପଟେନ୍ କେନ୍ ଓ୍ୱିଲିୟମସନ୍ ଭାରତ ବିପକ୍ଷ ଟି-ଟ୍ୱେଣ୍ଟି ସିରିଜ ଖେଳିବେ ନାହିଁ । ତାଙ୍କ ସ୍ଥାନରେ ଦଳର ନେତୃତ୍ୱ ନେବେ ଟିମ୍ ସାଉଦି । କାଲିଠାରୁ ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଆରମ୍ଭ ହେଉଛି ଟି-ଟ୍ୱେଣ୍ଟି ସିରିଜ । ସେହିପରି ବିନା…

ପୁସ୍ତକ ପରିଚୟ : ପଣତ କାନିରେ ଘର

ପଣତ କାନିରେ ଘର ଗାଳ୍ପିକା : ଗାୟତ୍ରୀ ସରାଫ ବ୍ଲାକ ଇଗଲ ବୁକସ ଉଇସଡମ ଲେନ , ଡବଲିନ ୪୩୦୧୬ ପୃଷ୍ଠା : ୧୬୧ ମୂଲ୍ୟ : ୨୦୦ ଗପଟିଏ ପଢ଼ିଲେ ତା ଭିତରେ ଥିବା ଚରିତ୍ରମାନଙ୍କ ଭିତରେ ବ୍ୟକ୍ତି ନିଜେ ଚରିତ୍ରଟିଏ ହୋଇଯାଏ । ସେଇ ଅନୁସାରେ ନିଜକୁ ହଜେଇଦିଏ । ଗାଳ୍ପିକା ଗାୟତ୍ରୀ…

ଏହି ସହରରେ ଆଜିଠୁ ଫୁଡ୍‌ ଷ୍ଟଲ୍‌ରେ ଆମିଷ ଖାଦ୍ୟ ବିକ୍ରି ମନା

ନୂଆଦିଲ୍ଲୀ: ଗୁଜୁରାଟର ଅହମ୍ମଦାବାଦ ମ୍ୟୁନିସିପାଲିଟି କର୍ପୋରେସନ୍ ମଙ୍ଗଳବାର ଠାରୁ ସର୍ବସାଧାରଣ ରାସ୍ତା କଡ଼ରେ ଥିବା ଷ୍ଟଲରେ ଆମିଷ ଖାଦ୍ୟ ସାମଗ୍ରୀ ବିକ୍ରୟ ଉପରେ ପ୍ରତିବନ୍ଧକ ଲଗାଇଛି। ଆମିଷ ଖାଦ୍ୟ ସାମଗ୍ରୀ ବିକ୍ରୟ କରୁଥିବା ଷ୍ଟଲଗୁଡିକ ସାଧାରଣ ଲୋକ ଯାତାୟାତ କରୁଥିବା ରାସ୍ତା…

ହାର୍ଦ୍ଦିକ ପାଣ୍ଡ୍ୟା କହିଲେ ଘଣ୍ଟାର ଦାମ୍ କେତେ ଓ କେଉଁଠୁ କିଣିଥିଲେ ?

ମୁମ୍ବାଇ: ଦୁବାଇରୁ ଫେରିବା ବେଳେ ମୁମ୍ବାଇ ଏୟାରପୋର୍ଟରେ ଦାମୀ ହାତ ଘଣ୍ଟା ସହ ଧରା ପଡ଼ିବା ବିବାଦ ଉପରେ ସ୍ପଷ୍ଟୀକରଣ ରଖିଛନ୍ତି ଟିମ୍ ଇଣ୍ଡିଆର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା । ଟ୍ୱିଟ୍ କି ହାର୍ଦ୍ଦିକ ଲେଖିଛନ୍ତି, ଦୁବାଇରୁ ଫେରିବା ବେଳେ ମୁମ୍ବାଇ ଏୟାରପୋର୍ଟରେ ସେ ନିଜେ କଷ୍ଟମ୍ସ…

ସଡ଼କ ଦୁର୍ଘଟଣାରେ ସୁଶାନ୍ତ ସିଂ ରାଜପୁତଙ୍କ ୫ ସମ୍ପର୍କୀୟ ମୃତ

ପାଟନା: ମଙ୍ଗଳବାର ସକାଳେ ବିହାରର ଲାଖାଇସରାଇ ଜିଲ୍ଲାରେ ଏକ ସଡ଼କ ଦୁର୍ଘଟଣାରେ ୬ ଜଣ ପ୍ରାଣ ହରାଇଛନ୍ତି। ଅନ୍ୟ ଚାରିଜଣ ଗୁରୁତର ଆହତ ହୋଇଛନ୍ତି। ମୃତ୍ୟୁବରଣ କରିଥିବା ୫ ଜଣଙ୍କୁ ଫିଲ୍ମ ଷ୍ଟାର ସ୍ବର୍ଗତଃ ସୁଶାନ୍ତ ସିଂ ରାଜପୁତଙ୍କ ସମ୍ପର୍କୀୟ ବୋଲି କୁହାଯାଉଛି। ତାଙ୍କ ସହ କାର…

ଓଡ଼ିଶାରୁ ୧୦ ଦିନରେ ୩୪୮୮ ଫେରାର୍ ଆସାମୀ ଗିରଫ

ଭୁବନେଶ୍ୱର: ଓଡ଼ିଶା ପୋଲିସକୁ ବଡ଼ ସଫଳତା । ୧୦ ଦିନରେ ସ୍ୱତନ୍ତ୍ର ଅଭିଯାନରେ ଗିରଫ ହୋଇଛନ୍ତି ୩ହଜାର ୪୮୮ ଫେରାର ଆସାମୀ । ଗତ ୫ ତାରିଖରୁ ୧୪ ତାରିଖ ଯାଏ ଓଡ଼ିଶା ପୋଲିସ୍ ଏହି ଅଭିଯାନ ଚଳାଇଥିଲା । ଓଡ଼ିଶା ପୋଲିସର ଏହି ସ୍ୱତନ୍ତ୍ର ଅଭିଯାନରେ ବାଲେଶ୍ୱରର ସର୍ବାଧିକ ୫୯୨ ଫେରାର ଆସାମୀ…

ବର୍ଷକୁ ୩ ଲକ୍ଷରୁ ଅଧିକ ଲୋକଙ୍କ ଜୀବନ ନେଉଛି ପ୍ରଦୂଷଣ; ୟୁରୋପ

ନୂଆଦିଲ୍ଲୀ: ସମଗ୍ର ୟୁରୋପରେ ବାୟୁ ପ୍ରଦୂଷଣ ଯୋଗୁଁ ଅକାଳ ମୃତ୍ୟୁ ସଂଖ୍ୟା ହ୍ରାସ ୧୦% ପାଇଛି। ତଥାପି  ପ୍ରଦୂଷଣ ଯୋଗୁ ବର୍ଷକୁ ପ୍ରାୟ ୩,୦୭,୦୦୦ ମୃତ୍ୟୁ ହେଉଥିବା ୟୁରୋପୀୟ ପରିବେଶ ଏଜେନ୍ସି କହିଛି। ୧୯୯୦ ଦଶକର ପ୍ରାରମ୍ଭରେ, ରିପୋର୍ଟ ଅନୁଯାୟୀ ୨୭ ଟି ୟୁରୋପୀୟ ଦେଶରେ ପ୍ରାୟ ଏକ…