କବିତା : ନାୟକ ଓଡ଼ିଶା ସମ୍ବାଦ ବ୍ୟୁରୋ ଗଦାଧର ସାହୁ ମୁଁ ତମେ ସେମାନେ ମିଳିମିଶି ପରସ୍ପରର ଭୁଲ୍ ଠିକ୍ ବୁଝୁ । ସମସ୍ୟା ବାହାରିଲେ ସମାଧାନ କରିଥାଉ । ସଫଳତାର ଶ୍ରେୟ ସମସ୍ତେ ଚାହାଁନ୍ତି । ବିଫଳ ହେଲେ ଦାୟୀ ନୁହଁ ଜଣେ ବି ନା ସେ ମୁଁ ।
ବ୍ୟଙ୍ଗ : ସୀତାଫଳର ଆଖ୍ୟାନ ଓଁ ଅଭିଜ୍ଞାନ ସାହୁ ଭାରତର ପ୍ରାଚୀନ ଗ୍ରନ୍ଥମାନ ଉଣ୍ଡାଳିଲେ ଜଣାପଡେ ଆତକୁ ଆଗେ ସୀତାଫଳ କହୁଥିଲେ । ଏବେ ମଧ୍ୟ ସେହି ନାମକୁ ଅନେକତ୍ର ବ୍ୟବହାର କରାଯାଉଛି । ସମ୍ଭବତଃ ଖ୍ରୀଷ୍ଟାବ୍ଦ ୧୫୨୬ ପରେ ମୋଗଲମାନଙ୍କ ଦ୍ୱାରା ଏହାର ନାମ ସୀତାଫଳରୁ ଆତ ରଖାଯାଇଥିଲା ।ବିଶିଷ୍ଟ ଐତିହାସିକ କାଶୀନାଥ ପୂଜାପଣ୍ଡାଙ୍କ ରଚିତ…
ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା ( ୫୧ ) ବନ୍ଦିତା ଦାଶ ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୫୧ ମାଆ କ'ଣ ଗଛଟିଏ କି ! କେଜାଣି, ଯେତେ ଯେତେ ଗମ୍ଭୀର ବିପଦ ଆସେ, ସେ ଭାଙ୍ଗି ପଡେ ସେଇ କିଛି ସମୟ , ପୁଣି ଉଠେ, କିଛି ନହୋଇଥିବାର ମନନେଇ ଆଗାଏ। ପଲ୍ଲବୀଯାଏ ଥରକୁଥର। କଞ୍ଚେଇଯାଏ ବାରମ୍ବାର। ତା'ଠାରୁ…
ପରିବାର ପେନସନ୍ ସୁବିଧା ପାଉଥିବା ଭିନ୍ନକ୍ଷମଙ୍କ ଆୟସୀମା ବୃଦ୍ଧି କଲେ ସରକାର ଓଡ଼ିଶା ସମ୍ବାଦ ବ୍ୟୁରୋ ନୂଆଦିଲ୍ଲୀ : ଯେଉଁ ପରିବାର ପେନସନ୍ ଭୋଗୀ ଶାରୀରିକ ଓ ମାନସିକ ଭିନ୍ନକ୍ଷମ ହୋଇଥିବେ ସେମାନଙ୍କ ପାଇଁ ଥିବା ଆୟ ସୀମାକୁ ବୃଦ୍ଧି କରିଛନ୍ତି ସରକାର । ଫଳରେ ମୃତକଙ୍କ ଭିନ୍ନକ୍ଷମ ପିଲା ଏହା ଦ୍ବାରା ଉପକୃତ ହେବେ ଏବଂ ପରିବାର ପେନ୍ସନ ସେମାନେ ପୂର୍ବଭଳି ପାଇବେ । ଏହି ଆୟ ସୀମା ମାସିକ ୯୦୦୦…
ଖଣିଜ ଉତ୍ପାଦନ ଓ ବେନିଫିସେସନ ପ୍ଲାଣ୍ଟର କ୍ଷମତା ବୃଦ୍ଧି ପ୍ରସଙ୍ଗ, ଜନଶୁଣାଣିରେ ଟାଟା ଷ୍ଟିଲକୁ ମିଳିଲା ସମର୍ଥନ ଓଡ଼ିଶା ସମ୍ବାଦ ବ୍ୟୁରୋ କେନ୍ଦୁଝର : କେନ୍ଦୁଝର ଜିଲ୍ଲା ଯୋଡ଼ାରେ ଥିବା ଟାଟା ଷ୍ଟିଲ୍ ଲିମିଟେଡର ଯୋଡ଼ା ଇଷ୍ଟ ଆଇରନ୍ ମାଇନ୍ ଖଣିରୁ ଖଣିଜ ଉତ୍ପାଦନ ଓ ବେନିଫିସେସନ ପ୍ଲାଣ୍ଟର କ୍ଷମତା ବୃଦ୍ଧି ପାଇଁ ଶେଷ ହୋଇଛି ପରିବେଶ ସଂକ୍ରାନ୍ତୀୟ ଜନ ଶୁଣାଣି । ପୂର୍ବରୁ ଗତ ଏପ୍ରିଲ ୨୬ ତାରିଖରେ ଏହି ଜନ ଶୁଣାଣି ହେବାର ଥିଲା ।…
ଭଦ୍ରକ ତିହିଡି ଅଞ୍ଚରେ ମହିଳାଙ୍କ ଝୁଲନ୍ତା ଶବ ଉଦ୍ଧାର, ସାଇଣ୍ଟିଫିକ ଟିମର ତଦନ୍ତ ଓଡ଼ିଶା ସମ୍ବାଦ ବ୍ୟୁରୋ ଭଦ୍ରକ : ଭଦ୍ରକ ଜିଲ୍ଲା ତିହିଡି ବ୍ଲକ୍ ପୀରହାଟ ଥାନା ନଛିବିନ୍ଧା ଗ୍ରାମରେ ଅଭାବନୀୟ ଘଟଣା । ଘର ଭିତରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି ମହିଳାଙ୍କ ମୃତଦେହ । ମୃତା ମହିଳା ଶଶଧର ରାଉଳଙ୍କ ସ୍ତ୍ରୀ କବିତା ରାଉଳ ବୋଲି ଜଣାଯାଇଛି । ଶୋଇବା ଘର ଖଟ ଉପରେ ମୃତଦେହ ପଡ଼ିଥିବା ବେଳେ, ସିଲିଂ…
ଟି୨୦ ବିଶ୍ୱକପ କ୍ରିକେଟ: ଟିମ ଇଣ୍ଡିଆରେ ପରିବର୍ତନ ଏକ ପ୍ରକାର ନିଶ୍ଚିତ ! ଓଡ଼ିଶା ସମ୍ବାଦ ବ୍ୟୁରୋ ପୁରୀ: ୟୁଏଇରେ ଖେଳା ଯାଇଥିବା ଆଇପିଏଲର ଦ୍ୱିତୀୟ ପର୍ଯ୍ୟାୟ ଏବେ ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ପାଇଁ ମୁଣ୍ଡ ବ୍ୟାଥାର କାରଣ ସାଜିଛି । ଟି୨୦ ବିଶ୍ୱକପ ପାଇଁ ଘୋଷିତ ଦଳରେ ସ୍ଥାନ ପାଇଥିବା ଖେଳାଳିଙ୍କ ଫର୍ମ ଏ ପର୍ଯ୍ୟନ୍ତ ସନ୍ତୋଷଜନକ ରହି ନାହିଁ । ଅପରପକ୍ଷରେ ସ୍ଥାନ ପାଇ ନ ଥିବା ବା…
ରଣବୀର@୩୯ ଓଡ଼ିଶା ସମ୍ବାଦ ବ୍ୟୁରୋ ଯୋଧପୁର: ଆଜି ହେଉଛି ବଲିଉଡ୍ ହ୍ୟାଣ୍ଡସମ ବୟ ରଣବୀର କପୁରଙ୍କ ଜନ୍ମଦିନ । ୩୯ ବର୍ଷ ବୟସରେ ପାଦ ଥାପିଛନ୍ତି ରଣବୀର। ନିଜ ବର୍ଥ ଡେ କୁ ରଣବୀର ଗର୍ଲଫ୍ରେଣ୍ଡ ଆଲିଆଙ୍କ ସହ ଯୋଧପୁରରେ ପାଳିଛନ୍ତି ।ସେମାନେ ଯୋଧପୁରର ଏକ ରିସର୍ଟରେ ଜନ୍ମଦିନକୁ ଧୁମ୍ ଧାମ୍ ରେ ସେଲିବ୍ରେସନ କରିଛନ୍ତି। ଯାହାର…
ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଲୋକକଳା ଟ୍ରଫିରେ ଭାଗନେବା ପାଇଁ ସୁନ୍ଦରଗଡ଼ ଜିଲ୍ଲାର ଜୟ ବାବାମଣି କୁହାଁ ନୃତ୍ୟ ଦଳ… ଓଡ଼ିଶା ସମ୍ବାଦ ବ୍ୟୁରୋ ସୁନ୍ଦରଗଡ଼ : ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଲୋକକଳା ଟ୍ରଫି ପାଇଁ ହେବାକୁ ଥିବା ପ୍ରତିଯୋଗିତାରେ ଭାଗନେବା ଲାଗି ମନୋନୀତ ହାଇଛନ୍ତି ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ବ୍ଲକର ଜୟ ବାବାମଣି କୁହାଁ ନୃତ୍ୟ ଦଳ । ଜିଲ୍ଲା ସଂସ୍କୃତି ଭବନଠାରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ଲୋକକଳା ପ୍ରତିଯୋଗିତାରେ ସଂଘର…
ଆଇପିଏଲ: ଲୋ ସ୍କୋରିଂ ମ୍ୟାଚରେ ବାଜି ମାରିଲା କୋଲକାତା ଓଡ଼ିଶା ସମ୍ବାଦ ବ୍ୟୁରୋ ଶାରଜା: ଏଠାରେ ମଙ୍ଗଳବାର ଅନୁଷ୍ଠିତ ଇଣ୍ଡିଆନ ପ୍ରିମିୟର ଲିଗର ଏକ ଲୋ ସ୍କୋରିଂ ମ୍ୟାଚରେ କୋଲକାତା ନାଇଟ ରାଇଡର୍ସ ୩ ଉଇକେଟରେ ଦିଲ୍ଲୀ କ୍ୟାପିଟାଲ୍ସକୁ ପରାସ୍ତ କରିଛି । ଟସ୍ ଜିତି କୋଲକାତା ପ୍ରଥମେ ଫିଲ୍ଡିଂ କରିବା ପାଇଁ ନିଷ୍ପତି ନେଇଥିଲା । ଦିଲ୍ଲୀ ଟିମ୍ ୨୦ ଓଭରରେ ୯ ଉଇକେଟ ହରାଇ ୧୨୭…