ଭାରତୀୟ ଟିମରେ ସାମିଲ ହେଲେ ଅଂଶୁଲ କମ୍ବୋଜ
ଲଣ୍ଡନ: ଇଂଲଣ୍ଡ ବିପକ୍ଷ ୪ର୍ଥ ଟେଷ୍ଟ ପୂର୍ବରୁ ପେସ ବୋଲର ଆକାଶଦୀପ ଓ ଅର୍ଶଦୀପ ସିଂ ଆଘାତପ୍ରାପ୍ତ ହୋଇଛନ୍ତି । ସେମାନେ ୪ର୍ଥ ଟେଷ୍ଟ ଖେଳିବେ କି ନାହିଁ ତାହା ସ୍ପଷ୍ଟ ହୋଇ ପାରିନି । ଟିମ ଇଣ୍ଡିଆ ସେମାନଙ୍କ ଷ୍ଟାଣ୍ଡବାଇ ଖେଳାଳି ଭାବେ ଯୁବ ବୋଲର ଅଂଶୁଲ କମ୍ବୋଜଙ୍କୁ ଦଳରେ ସାମିଲ କରିଛି ।…