Latest Odisha News

BREAKING NEWS

ଭାରତରେ ତିଆରି ହେଉଛି ବିଶ୍ୱର ପ୍ରଥମ ଡୁଆଲ୍ ଷ୍ଟେଲ୍ଥ ଡ୍ରୋନ୍; ଶତ୍ରୁର ରାଡରକୁ ମାତ୍ ଦେବା ସହ…

ନୂଆଦିଲ୍ଲୀ: ସାମରିକ ଶକ୍ତି ବୃଦ୍ଧି କରିବା ପାଇଁ,ଭାରତ ଏକ ସ୍ୱତନ୍ତ୍ର ଡ୍ରୋନ୍ ପ୍ରସ୍ତୁତ କରୁଛି, ଯାହା ଶତ୍ରୁର ରାଡାରକୁ ମାତ୍ ଦେଇ ଆକ୍ରମଣ କରିପାରିବ । ଭାରତରେ ପ୍ରଥମ ଡୁଆଲ୍ ଷ୍ଟେଲ୍ଥ ଡ୍ରୋନ୍ ପ୍ରସ୍ତୁତ ହେଉଛି ;ଯାହାକୁ ଶତ୍ରୁର ଇନଫ୍ରାରେଡ୍ ସିଗନାଲ ଏବଂ ହାଇ-ରେଞ୍ଜ ରାଡାର ଦ୍ୱାରା…

ଏଫ୍‌ଏମ୍‌ କଲେଜ ଛାତ୍ରୀ ମୃତ୍ୟୁ ଘଟଣାକୁ ନେଇ ରାଜନୀତିରୁ ସନ୍ନ୍ୟାସ ନେଇଯିବେ କି ପ୍ରତାପ ଷଡଙ୍ଗୀ ?

ବାଲେଶ୍ୱର: ବାଲେଶ୍ବର ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମାହୁତି ଘଟଣାକୁ ନେଇ ବାଲେଶ୍ବର ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ପ୍ରେସମିଟ୍। ବର୍ତ୍ତମାନ ଆଭ୍ୟନ୍ତରୀଣ କମିଟି (ICC) ରିପୋର୍ଟର ଖୁଲାସା କରି ସାଂସଦ ପ୍ରତାପ ଷଡ଼ଙ୍ଗୀ ସାଙ୍ଘାତିକ ବୟାନ ଆଉ କିଛି କହୁଛି। ସେ ସିଧା ସଳଖ ଭାବେ କଲେଜ ଅଧ୍ୟକ୍ଷ…

ଅହମ୍ମଦାବାଦ ବିମାନ ଦୁର୍ଘଟଣା ମାମଲା; ଭାରତୀୟ ପାଇଲଟ୍ ଆସୋସିଏସନ ଗଣମାଧ୍ୟମ ସଂଗଠନକୁ ପଠାଇଲା ନୋଟିସ

ନୂଆଦିଲ୍ଲୀ: ଅହମ୍ମଦାବାଦ ବିମାନ ଦୁର୍ଘଟଣାର କାରଣ ବିଷୟରେ ଶୀଘ୍ର କୌଣସି ନିଷ୍କର୍ଷରେ ପହଞ୍ଚିବା ଠିକ୍ ନୁହେଁ । ତଦନ୍ତ ଶେଷ ହେବା ପରେ ହିଁ ପ୍ରକୃତ କାରଣ ଜଣାପଡିବ ବୋଲି ଆମେରିକାର ଜାତୀୟ ପରିବହନ ସୁରକ୍ଷା ବୋର୍ଡ (NTSB) କହିଛି । NTSB ଗଣମାଧ୍ୟମରେ ଚାଲିଥିବା ଅନୁମାନକୁ ସଠିକ୍ ବୋଲି…

ଷ୍ଟେରିଓଟାଇପ୍ସକୁ ଭାଙ୍ଗିଲେ ମୋହନଲାଲ୍: ଅଳଙ୍କାର ବିଜ୍ଞାପନରେ ନାରୀତ୍ୱକୁ ଦେଲେ ସୁନ୍ଦର ସ୍ପର୍ଶ….

ମୁମ୍ବାଇ: ପୁଣି ଥରେ ମୋହନଲାଲ ପ୍ରମାଣ କରି ଦେଖେଇଛନ୍ତି ଯେ ତାଙ୍କୁ କାହିଁକି ଭାରତୀୟ ସିନେମାର ସର୍ବୋତ୍ତମ ବ୍ୟକ୍ତିତ୍ୱ ମଧ୍ୟରୁ ଜଣେ ବୋଲି ବିବେଚନା କରାଯାଏ । ସଦ୍ୟ ପ୍ରକାଶିତ ଏକ ଅଳଙ୍କାର ବିଜ୍ଞାପନରେ, କିମ୍ବଦନ୍ତୀ ଅଭିନେତା ଏକ ଚୋରି ଦୃଶ୍ୟ ଅଭିନୟ କରି ପୂରା ଇଣ୍ଟରନେଟର ମନ…

ସ୍ୱାମୀ ସିନ୍ଦୁରକୁ ଭରଷା ନାହିଁ

ଆଉ କିଛି ଦିନ ପରେ ଖୋଲା ମଞ୍ଚରେ ଅଭିନୟ କରିବେ କଳାକାର । ସେଥିପାଇଁ ଏବେ ବିଭିନ୍ନ ଯାତ୍ରାପାର୍ଟିରେ ଚାଲିଛି ରିହଲସେଲ । କଳାକାରମାନେ ଦର୍ଶକଙ୍କୁ ଆକୃଷ୍ଟ କରିବା ପାଇଁ ଯଥା ସମ୍ଭବ ସେମାନଙ୍କର ଚେଷ୍ଟା ଚଳାଇଛନ୍ତି । ଯାତ୍ରା ଲେଖକ ଦର୍ଶକଙ୍କ ମନପସନ୍ଦ କାହାଣୀ ଲେଖିଥିବା ବେଳେ ନିର୍ଦ୍ଦେଶକ…

ଟ୍ରମ୍ପଙ୍କ ନିଷ୍ପତ୍ତି…ତାତିଲାଣି ଏଇ ଆଫ୍ରିକୀୟ ଦେଶ

ନୂଆଦିଲ୍ଲୀ: ଅବୈଧ ପ୍ରବାସୀଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠନ ନେଉଛନ୍ତି ଟ୍ରମ୍ପ ପ୍ରଶାସନ । ଆମେରିକା ଜେଲରେ ବନ୍ଦୀ ଥିବା ବିଦେଶୀ ଅପରାଧୀଙ୍କୁ ଆଫ୍ରିକୀୟ ଦେଶକୁ ପଠାଉଛନ୍ତି । ତେବେ ଏହାକୁ ନେଇ ଆଫ୍ରିକାର ଏସଓ୍ବାତିନିରେ ପ୍ରବଳ ଆକ୍ରୋଶ ଦେଖିବାକୁ ମିଳିଛି । ଆମେରିକାର ଡିପାର୍ଟମେଣ୍ଟ ଅଫ୍…

ଆଗ ସପ୍ତାହରେ ବ୍ରିଟେନ, ମାଳଦ୍ବୀପ ଯିବେ ମୋଦି: ଉତ୍ତେଜନା ପରେ ପ୍ରଥମ ମାଳଦ୍ବୀପ ଗସ୍ତ…..

ନୂଆଦିଲ୍ଲୀ: ପୁଣି ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚାରି ଦିନିଆ ବିଦେଶ ଗସ୍ତରେ ଯିବେ । ସେ ଆସନ୍ତା ସପ୍ତାହରେ ବ୍ରିଟେନ ଏବଂ ମାଳଦ୍ୱୀପ ଗସ୍ତ କରିବେ । ଏହି ସମୟରେ ବାଣିଜ୍ୟ ଚୁକ୍ତି ଏବଂ ସମ୍ପର୍କକୁ ପ୍ରୋତ୍ସାହିତ କରିବା ଉପରେ ଧ୍ୟାନ ଦିଆଯିବ। ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତର…

କାହିଁକି ଇଣ୍ଡିଆ ମେଣ୍ଟଠାରୁ ଦୂରେଇ ଗଲା ଆପ୍ ?

ନୂଆଦିଲ୍ଲୀ: ବିରୋଧୀ ମେଣ୍ଟରୁ ଦୂରେଇ ଯାଇଛି ଆମ ଆଦମୀ ପାର୍ଟି । ଲୋକସଭା ନିର୍ବାଚନ ପରଠୁ ହିଁ ଆପ୍ ଇଣ୍ଡିଆ ମେଣ୍ଟର ସାଥ୍ ଏକପ୍ରକାର ଛାଡି ଦେଇଥିଲା । ହରିୟାଣା ଓ ଦିଲ୍ଲୀ ବିଧାନସଭା ନିର୍ବାଚନରେ କଂଗ୍ରେସର ହାତ ଛାଡି ଏକା ନିର୍ବାଚନ ଲଢିଥିଲା ଆପ୍ । ତେବେ ଦିଲ୍ଲୀ ପରାଜୟ ପରେ ଆପ୍ ମୁଖ୍ୟ…

ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କଲେ ଆନ୍ଦ୍ରେ ରସେଲ

ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ କ୍ରିକେଟର ଲୋକପ୍ରିୟ ଖେଳାଳି ଆନ୍ଦ୍ରେ ରସେଲ ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷ ୨ଟି ଟି୨୦ ମ୍ୟାଚ ଖେଳିବା ପରେ ସେ ଅବସର ନେବେ ବୋଲି ଆଗୁଆ ଘୋଷଣା କରିଛନ୍ତି । ସାବିନା ପାର୍କରେ ଜୁଲାଇ ୨୦ ଓ ୨୨ରେ ଏହି ମ୍ୟାଚ ଖେଳାଯିବ ।…

ଲାଇଭ ରିପୋର୍ଟିଂ ବେଳେ ବନ୍ୟା ପାଣିରେ ଭାସିଗଲେ ସାମ୍ବାଦିକ…

କରାଚୀ: ଅନେକ ସମୟରେ ଯେଉଁମାନେ ଖବର ପ୍ରସାରଣ କରୁଥାନ୍ତି ସେମାନଙ୍କୁ ନେଇ ମଧ୍ୟ ବହୁତ୍ କିଛି ଆଶ୍ଚର୍ଯ୍ୟଜନକ ଘଟଣା ଘଟିଥାଏ। ତେବେ ପାକିସ୍ତାନର ରାୱଲପିଣ୍ଡିର ଚାହାନ ଡ୍ୟାମ ନିକଟରେ ଜଣେ ରିପୋର୍ଟର ଲାଇଭ ରିପୋର୍ଟିଂ ସମୟରେ ପାଣିର ସ୍ରୋତରେ ଭାସି ଯାଇଥିବା ନେଇ ଏକ ଭିଡିଓ ସୋସିଆଲ…