ଉଦ୍ଧାର ହେଲାନି ଟେଲିସ୍କୋପ୍, ପୃଥିବୀ ଫେରିଲା ମହାକାଶଯାନ
ବ୍ୟୁରୋ: ଫେଲ୍ ମାରିଲା ନାସାର ଏକ୍ସପେରିମେଂଟ । ହେଲାନି କାମ, ଫେରିଆସିଲା ରୋବୋଟିକ୍ ମହାକାଶଯାନ । ଅଭିଯାନ ଆରମ୍ଭ ହେବାର ୩ମାସ ପୁରିନି ପୃଥିବୀପୃଷ୍ଠକୁ ଫେରୁଛି ମହାକାଶଯାନ । ନାଶାର ପୁରୁଣା ଟେଲିସ୍କୋପକୁ ଉଦ୍ଧାର କରିବାକୁ ନାସା ଏକ ରୋବୋଟିକ୍ ମହାକାଶଯାନ ଅନ୍ତରୀକ୍ଷକୁ ପ୍ରେରଣ…