ବିଜେଡି ମହିଳା ନେତ୍ରୀଙ୍କୁ ବଦନାମ ପାଇଁ ଏଆଇ ‘ଡିପ୍ଫେକ୍’ ଭିଡିଓର ବ୍ୟବହାର: ପ୍ରତିବାଦରେ କ୍ୟାପିଟାଲ୍ ଥାନା ଘେରାଉ
ଭୁବନେଶ୍ୱର: ବିଜୁ ଜନତା ଦଳର ମହିଳା ନେତ୍ରୀମାନଙ୍କୁ ରାଜନୈତିକ ଉଦ୍ଦେଶ୍ୟ ରଖି ବଦନାମ କରିବା ପାଇଁ ସୋସିଆଲ୍ ମିଡିଆରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବା ‘ଡିପ୍ଫେକ୍’ ଭିଡିଓ ଭାଇରାଲ୍ କରାଯିବା ଘଟଣା ଏବେ ରାଜ୍ୟ ରାଜନୀତିରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି । ଏହି ଘଟଣାରେ…