ଉପ ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ବଡ଼ ହଲଚଲ, ଦିଲ୍ଲୀରେ ଚାଲିଛି କସରତ
ନୂଆଦିଲ୍ଲୀ: ଆଉ କିଛି ଦିନ ପରେ ଉପ ରାଷ୍ଟ୍ରପତି ନିର୍ବାଚନ। ସେଥିପାଇଁ ଜୋର୍ଦାର ଲାଗି ପଡ଼ିଛନ୍ତି ଶାସକ ଓ ବିରୋଧୀ । ସିପି ରାଧାକ୍ରିଷ୍ଣନ୍ଙ୍କୁ ଜିତାଇବା ପାଇଁ ପ୍ରାଣପଣେ ଉଦ୍ୟମ କରୁଛି ଏନ୍ଡିଏ । ସେପଟେ କ୍ରସ୍ ଭୋଟିଂ ଉପରେ ନିର୍ଭର କରୁଛି ବିରୋଧୀଙ୍କ ଉପରାଷ୍ଟ୍ରପତି ପ୍ରାର୍ଥୀ ବି.…