Latest Odisha News

BREAKING NEWS

୧୦୦ ବର୍ଷ ପୂର୍ବେ କେତେ ଥିଲେ ମୁସଲମାାନ? ଜାଣନ୍ତୁ ଏବେ କେତେ ବଢ଼ିଛାଇଛି ସଂଖ୍ୟା

ନୂଆଦିଲ୍ଲୀ: ବିଶ୍ୱରେ ମୁସଲମାନ ଜନସଂଖ୍ୟା ନିରନ୍ତର ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ଆକଳନ ବାରମ୍ବାର ସାମ୍ନାକୁ ଆସିଛି। ଆକଳନ ଅନୁଯାୟୀ, ଯଦି ଏହି ଧାରା ଜାରି ରହେ, ତେବେ ୨୦୫୦ ସୁଦ୍ଧା ବିଶ୍ୱରେ ମୁସଲମାନ ଓ ଖ୍ରୀଷ୍ଟିଆନ ଜନସଂଖ୍ୟା ପ୍ରାୟ ସମାନ ହୋଇପାରେ। ଏତିକି ନୁହେଁ, ୨୦୭୦ ସୁଦ୍ଧା…

କିମ୍ବଦନ୍ତୀ ମାରାଥନ ଧାବକ ଫୌଜ ସିଂହଙ୍କ ମୃତ୍ୟୁ ମାମଲାରେ ଏନଆରଆଇ ଗିରଫ

ନୂଆଦିଲ୍ଲୀ: କିମ୍ବଦନ୍ତୀ ମାରାଥନ ଧାବକ ଫୌଜ ସିଂହଙ୍କୁ ହିଟ୍ ଆଣ୍ଡ୍ ରନ ଘଟଣାରେ ପଞ୍ଜାବ ପୋଲିସ ଜଣେ ଏନଆରଆଇ ଯୁବକଙ୍କୁ ଗିରଫ କରିଛି। ଏନଆରଆଇ ଅମୃତପାଲ ସିଂହ ଢିଲୋଙ୍କୁ ଗିରଫ କରିବା ସହିତ ପୋଲିସ ଉକ୍ତ ଫର୍ଚୁନର ଏସୟୁଭି ମଧ୍ୟ ଜବତ କରିଛି। ଜଳନ୍ଧରର କରତାରପୁରର ଦାସୁପୁର ଗ୍ରାମର…

ମେଟ୍ରୋରେ ମଣିଷ ପରି ଯାତ୍ରା କଲେ ୪୧ ରୋବୋଟ୍, ଡରି ଗଲେ ଲୋକେ

ନୂଆଦିଲ୍ଲୀ: ସାରା ବିଶ୍ୱରେ ରୋବୋଟ୍‌ମାନେ ବିଭିନ୍ନ ପ୍ରକାରର କାମରେ ନିୟୋଜିତ ହୋଇଛନ୍ତି। କାରଖାନାରୁ ଆରମ୍ଭ କରି ଅସ୍ତ୍ରୋପଚାର ପର୍ଯ୍ୟନ୍ତ ରୋବୋଟ୍‌ମାନେ ଅନେକ କାମ କରୁଛନ୍ତି। କିନ୍ତୁ ରୋବୋଟ୍‌ମାନେ ନିଜେ ମେଟ୍ରୋ ଟ୍ରେନ୍‌ରେ ଯାତ୍ରା କରି ଦୋକାନକୁ ସାମଗ୍ରୀ ପହଞ୍ଚାଉଥିବା ଦୃଶ୍ୟ…

ଦିଲ୍ଲୀର ୫ଟି ବଡ଼ ସ୍କୁଲକୁ ମିଳିଲା ବୋମା ଧମକ

ନୂଆଦିଲ୍ଲୀ: ଭାରତର ରାଜଧାନୀ ଦିଲ୍ଲୀର ଏକା ସାଙ୍ଗରେ ୫ଟି ଜଣାଶୁଣା ସ୍କୁଲକୁ ମିଳିଛି ବୋ‌ମା ଧମକ । ବୁଧବାର ସକାଳୁ ଏହି ଧମକ ମିଳିଛି । ଏହା ପରେ ସକାଳୁ ସକାଳୁ ଦିଲ୍ଲୀରେ ହଇଚଇ ସୃଷ୍ଟି ହୋଇଯାଇଛି । ଇମଲେ୍ ଜରିଆରେ ଏହି ଧମକ ମିଳିଥିବା ଜଣାପଡିବାପରେ ପୋଲିସ ତୁରନ୍ତ ସ୍କୁଲ ଗୁଡିକରେ…

ଲୋୟର ପିଏମଜିରେ ଧସ୍ତାଧସ୍ତି ପୋଲିସ୍- ବିଜେଡି କର୍ମୀ: ଆହତ ହେଲେ ବିଜେଡି ନେତା….

ଭୁବନେଶ୍ବର: ସୌମ୍ୟାଶ୍ରୀଙ୍କ ମୃତ୍ୟୁ ମାମଲାକୁ ନେଇ ଏବେ ଉଠୁଛି ପଡୁଛି ଓଡିଶା । ବାଲେଶ୍ବର ଠାରୁ ଭୁବନେଶ୍ବର ସବୁଠି ବିରୋଧର ସ୍ବର ଦେଖିବାକୁ ମିଳୁଛି । ରଣକ୍ଷେତ୍ର ପାଲଟିଛି ଭୁବନେଶ୍ବର ଲୋକୟର ପିଏମଜି । ଆଜି ବିରୋଧୀ ବିଜେଡି ଲୋକସେବା ଭବନ ଘେରାଉ କରିବାକୁ ଉଦ୍ୟମ କରିଥିବା ବେଳେ…

ବୁଲା କୁକୁରଙ୍କୁ ଖାଇବାକୁ ଦେବାକୁ ନେଇ ବର୍ଷିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ରାସ୍ତାରେ ପୁଲା କୁକୁରଙ୍କୁ ଖାଇବାକୁ ଦେବା ପ୍ରସଙ୍ଗକୁ ନେଇ ବର୍ଷିଛନ୍ତି ସୁପ୍ରିମକୋର୍ଟ । ମଙ୍ଗଳବାର ଦିନ, ସୁପ୍ରିମକୋର୍ଟ ନୋଏଡାରେ ବୁଲା କୁକୁରମାନଙ୍କୁ ଖାଇବାକୁ ଦେବା ସମ୍ପର୍କରେ ଦାୟର ଏକ ଆବେଦନର ଶୁଣାଣି କରିଥିଲେ। ଆବେଦନରେ ଦାବି କରାଯାଇଥିଲା ଯେ କୁକୁରମାନଙ୍କୁ…

‘ଯଦି ଆପଣ ଭାରତର ପ୍ରଧାନମନ୍ତ୍ରୀ ଏବଂ…’ କଡା ଚେତାବନୀ ଦେଲା ନାଟୋ….୫୦୦% ପର୍ଯ୍ୟନ୍ତ ଟାରିଫ୍!

ନୂଆଦିଲ୍ଲୀ: ନାଟୋ ସେକ୍ରେଟାରୀ ଜେନେରାଲ ମାର୍କ ରୁଟ୍ ଭାରତ, ବ୍ରାଜିଲ ଏବଂ ଚୀନକୁ ଏକ ସ୍ପଷ୍ଟ ଚେତାବନୀ ଦେଇଛନ୍ତି । ଯଦି ସେମାନେ ରୁଷ ସହିତ ବ୍ୟବସାୟ ଜାରି ରଖନ୍ତି ତେବେ ସେମାନେ କଠୋର ଆର୍ଥିକ ଦଣ୍ଡର ସମ୍ମୁଖୀନ ହୋଇପାରନ୍ତି ବୋଲି ସତର୍କ କରାଇ ଦେଇଛନ୍ତି ରୁଟ୍ । ବୁଧବାର ଆମେରିକୀୟ…

୩ କଲରାପତରିଆ ବାଘଛାଲ ଜବତ, ଶିକ୍ଷକଙ୍କ ସମେତ ୭ ଗିରଫ

ବାରିପଦା: ମୟୂରଭଞ୍ଜ ଜିଲ୍ଲା ବାରିପଦା ବନଖଣ୍ଡ ଅଞ୍ଚଳରୁ ୩ଟି କଲରାପତରିଆ ବାଘ ଛାଲ ଜବତ ହୋଇଥିବାବେଳେ, ଏଥିରେ ମୋଟ ୭ଜଣଙ୍କୁ ଅଟକ ରଖାଯାଇଛି । ଅଟକଙ୍କ ମଧ୍ୟରେ ଜଣେ ଶିକ୍ଷକ ରହିଥିବା ସୂଚନା । ଏହି ବାଘଛାଲ ଗୁଡିକୁ ବିକ୍ରି ପାଇଁ ଯୋଜନା ଚାଲିଥିବା ଖବର ପାଇ ବନ ବିଭାଗ ପକ୍ଷରୁ ଅଚାନକ ଚଢ଼ଉ…

ପିତାମାତା ହେଲେ ସିଡ୍-କିଆରା, ଜାଣନ୍ତୁ ଝିଅ ନା ପୁଅ……

ମୁମ୍ବାଇ: ପିତାମାତା ହେଲେ ଆଉ ଜଣେ ବଲିଉଡ ସୁପରହିଟ୍ ଯୋଡି ସିଡ୍-କିଆରା । ମଙ୍ଗଳବାର କିଆରା ଆଡଭାନୀ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି । ଏହି ବର୍ଷ ଫେବୃଆରୀ ପ୍ରଶଂସକମାନଙ୍କ ସହିତ ଦୁହେଁ ଏହି ଖୁସି ଖବର ଦେଇଥିଲେ । ଆଉ ଗତକାଲି କିଆରା ଆଡଭାନୀ ଓ ସିଦ୍ଧାର୍ଥ ମାଲହୋତ୍ରା ସେମାନଙ୍କର…

ଆହୁରି ଶାଣିତ ହେବ ମାଓ ମୁକାବିଲା ଅଭିଯାନ, ୨୦୨୬ ମାର୍ଚ୍ଚ ସୁଧା ନକ୍ସଲ ମୁକ୍ତ ହେବ ଓଡ଼ିଶା

ଭୁବନେଶ୍ୱର: ଆହୁରି ଶାଣିତ ହେବ ମାଓ ମୁକାବିଲା ଅଭିଯାନ। ୨୦୨୬ ମାର୍ଚ୍ଚ ସୁଧା ନକ୍ସଲ ମୁକ୍ତ ହେବ ଓଡ଼ିଶା। ଓଡ଼ିଶାର ମାଓ ମୁକାବିଲାକୁ କ୍ରିୟାଶୀଳ କରିବାକୁ ରଣନୀତି ପ୍ରସ୍ତୁତ କରିଛନ୍ତି ରାଜ୍ୟ ସରକାର। ନକ୍ସଲ ବିରୋଧୀ ଅଭିଯାନ ଏଡିଜି ଭାବେ ସଞ୍ଜୀବ ପଣ୍ଡା ମଙ୍ଗଳବାର ବିଧିବଦ୍ଧ ଭାବେ…