ହରିଦ୍ୱାରରେ ଅଣହିନ୍ଦୁଙ୍କ ପ୍ରବେଶ ଉପରେ ଲାଗିପାରେ ରୋକ୍
ଡେରାଡୁନ: ହରିଦ୍ୱାର କୁମ୍ଭମେଳା ଅଞ୍ଚଳର ସମସ୍ତ ଧାର୍ମିକ ସ୍ଥଳ ଏବଂ ଗଙ୍ଗା ଘାଟରେ ଅଣହିନ୍ଦୁଙ୍କ ପ୍ରବେଶ ଉପରେ ରୋକ୍ ଲଗାଇପାରନ୍ତି ଉତ୍ତରାଖଣ୍ଡ ସରକାର।
ଏପରିକି ହରିଦ୍ୱାର ଏବଂ ଋଷିକେଶର ନଗର ନିଗମ ଅଞ୍ଚଳ ସମେତ ସମଗ୍ର କୁମ୍ଭ ମେଳାକୁ ଏକ ପବିତ୍ର ସନାତନ ନଗରୀ ଭାବେ ମଧ୍ୟ ଘୋଷଣା…