ପୃଥିବୀ ଛୁଇଁଲା ଡ୍ରାଗନ ମହାକାଶଯାନ: ଏମିତି ଓହ୍ଲେଇଲେ ଶୁଭାଂଶୁ….
ନୂଆଦିଲ୍ଲୀ: ବାହୁଡିଲେ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନରେ ପହଞ୍ଚିଥିବା ପ୍ରଥମ ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଲା । ନିଜର ଅନ୍ୟ ତିନି ଜଣ ମହାକାଶଚାରୀ ସାଥିଙ୍କ ସହ ପୃଥିବୀକୁ ଫେରିଛନ୍ତି। ମଙ୍ଗଳବାର ଦିନ ପ୍ରାୟ ୩ଟା ୩ ବେଳକୁ ଆମେରିକାର କାଲିଫର୍ଣ୍ଣିଆ ତଟବର୍ତ୍ତୀ ପ୍ରଶାନ୍ତ…