ସୌମ୍ୟାଶ୍ରୀଙ୍କ ମୃତ୍ୟୁ ଘଟଣା: ଆଜି ଦିନକ ପାଇଁ ଏଫଏମ୍ କଲେଜ ବନ୍ଦ ଘୋଷଣା
ବାଲେଶ୍ୱର: ସୌମ୍ୟାଶ୍ରୀଙ୍କ ମୃତ୍ୟୁ ଘଟଣାରେ ଆଜି ଦିନକ ପାଇଁ ଏଫଏମ୍ କଲେଜ ବନ୍ଦ ଘୋଷଣା। ସସପେଣ୍ଡ ହେଲା କ୍ଲାସ୍। ଆଡମିଶନ ନକରି ଫେରିଲେ ଛାତ୍ରଛାତ୍ରୀ। ଯୁକ୍ତ ୩ ଆଡମିଶନ ଚାଲିଥିବାରୁ ନିରାଶ ହୋଇ ଫେରିଲେ ଛାତ୍ରଛାତ୍ରୀ। ଆଡମିଶନ୍ ପାଇଁ ଆଉ ଏକ ଡେଟ୍ ମିଳିବ କହିଲେ ପ୍ରିନ୍ସିପାଲ।…