8th Pay Commission: ଅଷ୍ଟମ ବେତନ କମିଶନ; ବାଦ୍ ପଡ଼ିବେ ଏହି କର୍ମଚାରୀ
ନୂଆଦିଲ୍ଲୀ: କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଆସିଛି ବଡ଼ ଖବର। ଅଷ୍ଟମ ବେତନ କମିଶନକୁ ନେଇ ସରକାରୀ ସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ, କାହାକୁ ମିଳିବ ବେତନ ବୃଦ୍ଧିର ଫାଇଦା ଆଉ କାହା ହାତ ଖାଲି ରହିବ ଆସନ୍ତୁ ଜାଣିବା ?
କେନ୍ଦ୍ରୀୟ କର୍ମଚାରୀ ଏବଂ ପେନସନଭୋଗୀମାନେ ଦୀର୍ଘ…