Latest Odisha News

BREAKING NEWS

Naxalites surrender: ନକ୍ସଲବାଦୀଙ୍କ ସମ୍ପର୍କରେ ଏପରି କହିଲେ ଅମିତ ଶାହ; ସମସ୍ତ ନକ୍ସଲ ନିପାତ ନହେବା ଯାଏଁ…

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ବୁଧବାର ନକ୍ସଲବାଦୀଙ୍କ ସମ୍ପର୍କରେ ଏକ ବୟାନ ଦେଇଛନ୍ତି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ବୁଧବାର କହିଛନ୍ତି ଯେ, ସମସ୍ତ ନକ୍ସଲ ଆତ୍ମସମର୍ପଣ, ଗିରଫ ନହେବା କିମ୍ବା ସମ୍ପୂର୍ଣ୍ଣ ନିପାତ ନହେବା ପର୍ଯ୍ୟନ୍ତ ମୋଦୀ ସରକାର ଶାନ୍ତିରେ ବସିବ…

Biometric attendance: ଏଣିକି ମୋବାଇଲ୍ ଆପ୍‌ରେ ବାୟୋମେଟ୍ରିକ୍ ବାଧ୍ୟତାମୂଳକ, ଉପସ୍ଥାନ ଅନୁସାରେ ଦରମା

ଭୁବନେଶ୍ବର: ଏଣିକି ମୋବାଇଲ୍ ଆପ୍ ବ୍ୟବହାର କରି ବାୟୋମେଟ୍ରିକ୍ ଉପସ୍ଥାନ ବାଧ୍ୟତାମୂଳକ। ଉପସ୍ଥାପନ ଅନିସାରେ ମିଳିବ ଦରମା। ଏଭଳି ନିର୍ଦ୍ଧେଶନାମା ଜାରି କରିଛି ସାମାଜିକ ସୁରକ୍ଷା ଓ ଭିନ୍ନ କ୍ଷମ ସଶକ୍ତିକରଣ ବିଭାଗ। ୧ ସେପ୍ଟେମ୍ବର ଠାରୁ ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତିକରଣ…

କାହିଁକି ଶିଳ୍ପା ଶେଟ୍ଟି ବନ୍ଦ କଲେ ରେଷ୍ଟୁରାଣ୍ଟ ‘ବାସ୍ତିଆନ୍ ବାନ୍ଦ୍ରା’  

ମୁମ୍ବାଇ: ମୁମ୍ବାଇର ଶିଳ୍ପା ଶେଟ୍ଟିଙ୍କ ମାଲିକାନାରେ ଥିବା ରେଷ୍ଟୁରାଣ୍ଟ 'ବାସ୍ତିଆନ୍ ବାନ୍ଦ୍ରା' ବନ୍ଦ ହେବାକୁ ଯାଉଥିବା ନେଇ ଚର୍ଚ୍ଚା ଚାଲିଛି। ଅଭିନେତ୍ରୀ ନିଜର ସୋସିଆଲ ମିଡିଆ ସାଇଟରେ ଏହା ଘୋଷଣା କରିଛନ୍ତି। ଏଥିସହିତ ସେ ଏକ ନୂତନ ଶୈଳୀରେ ରେଷ୍ଟୁରାଣ୍ଟକୁ ପୁନଃ ଲଞ୍ଚ କରିବାର…

Bhupinder Singh: ବିଜେଡି ଛାଡ଼ିବା ନେଇ ସଂକେତ ଦେଲେ କି ଭୂପିନ୍ଦର ସିଂ: କହିଲେ- ମୋ ପାଇଁ ଲୋକ ହିଁ ଶ୍ରେଷ୍ଠ ଦଳ…

ଭୁବନେଶ୍ବର: ବିଜେଡି ଛାଡ଼ିବା ନେଇ ସଂକେତ ଦେଲେ କି ବରିଷ୍ଠ ନେତା ଭୂପିନ୍ଦର ସିଂ? କାରଣ ଭୂପିନ୍ଦର ହଠାତ୍ ତେରଛା ବାଣ ମାରିଛନ୍ତି। ବିଜେଡିକୁ ନିଜ ଷ୍ଟାଣ୍ଡ କ୍ଲିଅର କରିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି। ଭୂପିନ୍ଦର କହିଲେ ମୋ ପାଇଁ ଲୋକେ ହିଁ ଶ୍ରେଷ୍ଠ ଦଳ ନୁହେଁ। ମୋର ଭବିଷ୍ୟତ କଣ ହେବ…

ଶିକ୍ଷୟିତ୍ରୀଙ୍କ ମାଡ଼ରେ ଚତୁର୍ଥ ଶ୍ରେଣୀ ଛାତ୍ରୀଙ୍କ ଆଖି ନଷ୍ଟ..

ଭୁବନେଶ୍ୱର: ୪ର୍ଥ ଶ୍ରେଣୀ ଛାତ୍ରୀଙ୍କୁ ମାଡ଼ ମାରି ଲହୁ ଲୁହାଣ କଲେ ଶିକ୍ଷୟିତ୍ରୀ । ଗଣିତ ଆସିଲାନି ବୋଲି ମାଡ଼ ମାରି ଆଖି ଫଟେଇ ଦେଇଥିବା ଅଭିଯୋଗ ହୋଇଛି । ଖଣ୍ଡଗିରି ଥାନା ଅଞ୍ଚଳର ଏକ ବିଦ୍ୟାଳୟରେ ଛାତ୍ରୀଙ୍କୁ ମାଡ଼ ଅଭିଯୋଗ ହୋଇଛି । ଖବର ମୁତାବକ, ଭୁବନେଶ୍ବର ଡୁମୁଡୁମା ଫେଜ-ଟୁରେ…

Jeevan zindabad: ଆତ୍ମହତ୍ୟା ରୋକିବାକୁ ପ୍ରୟାସ; ସେପ୍ଟେମ୍ବର ୧୦ରୁ ‘ଜୀବନ ଜିନ୍ଦାବାଦ୍’ କାର୍ଯ୍ୟକ୍ରମ..

ଭୁବନେଶ୍ୱର: ଗତ କିଛି ଦିନ ହେବ ଲଗାତାର ଭାବେ ରାଜ୍ୟର ଅନେକ ସ୍ଥାନରୁ ଆତ୍ମହତ୍ୟା ଖବର ସାମ୍ନାକୁ ଆସୁଛି । ସେ ବୟସ୍କ ହେଉଛି ଯୁବପିଢି କିଏ ନା କିଏ ଜୀବନ ହାରୁଛନ୍ତି । ଏଭଳି ଘଟଣା ଉପରେ କିପରି ରୋକ ଲାଗିବ ସେନେଇ ଆଜି ଲୋକସଭା ଭବନରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ…

କିଟରେ ୩୧ତମ ରାଜ୍ୟ ଏସଏନଏଆଇ ଦ୍ୱିବାର୍ଷିକ ସମ୍ମିଳନୀ ଉଦଯାପିତ

ଭୁବନେଶ୍ୱର: କିଟ୍‍ ବିଶ୍ୱବିଦ୍ୟାଳୟରେ ଷ୍ଟୁଡ଼େଣ୍ଟ ନର୍ସେସ୍‍ ଆସୋସିଏସନ ଅଫ୍‍ ଇଣ୍ଡିଆ(ଏସ୍‍ଏନ୍‍ଏଆଇ) ଓଡ଼ିଶା ରାଜ୍ୟ ଶାଖାର ୩୧ତମ ଦ୍ୱିବାର୍ଷିକ ସମ୍ମିଳନୀ ରବିବାର ଉଦ୍‍ଯାପିତ ହୋଇଯାଇଛି। ଭାରତୀୟ ତାଲିମପ୍ରାପ୍ତ ନର୍ସ ସଂଘ (ଟିଏନ୍‍ଏଆଇ)ର ଓଡ଼ିଶା ଶାଖା ଏବଂ କଳିଙ୍ଗ ଇନ୍‍ଷ୍ଟିଚ୍ୟୁଟ୍‍…

ଶ୍ରୀମନ୍ଦିର ପରିଚାଳନା ବୈଠକରେ ନିଷ୍ପତ୍ତି; ପ୍ରଥମ ହୁଣ୍ଡି ସ୍ଥାନାନ୍ତର ତାପରେ ଧାଡି ଦର୍ଶନ..

ପୁରୀ: ଶ୍ରୀମନ୍ଦିର ନୂଆ ପରିଚାଳନା କମିଟିର ପ୍ରଥମ ବୈଠକ ଶେଷ । ବୈଠକରେ ବହୁ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା ହେବା ସହିତ କିଛି ବଡ଼ ନିଷ୍ପତ୍ତି ମଧ୍ୟ ନିଆଯାଇଛି । ସେଥିମଧ୍ୟରେ ଶ୍ରୀମନ୍ଦିରରେ ହୁଣ୍ଡି ସ୍ଥାନାନ୍ତର ପରେ ଖୁବଶୀଘ୍ର ଧାଡି ଦର୍ଶନ ଆରମ୍ଭ ହେବ ବୋଲି ନିଷ୍ପତ୍ତି ରହିଛି ।…

ପାଣିରେ ବୁଡ଼ି ମୃତ୍ୟୁ ନାଟକ; ପ୍ରେମିକ ସହ ପୁରୀରୁ ଉଦ୍ଧାର ମହିଳା

କଟକ: କଟକ ଜିଲ୍ଲା ବାଙ୍କି ଅଞ୍ଚଳର ଜଣେ ମହିଳା ତାଙ୍କ ପ୍ରେମିକଙ୍କ ସହ ପଳାଇବା ପାଇଁ ମୃତ୍ୟୁର ମିଛ ନାଟକ ରଚିଥିଲେ। ପରେ ଦୁହିଁଙ୍କୁ ପୁରୀରୁ ଠାବ କରାଯାଇଥିଲେ। ସୂଚନା ଅନୁଯାୟୀ, ରତାଗଡ଼ ଗାଁର ଜଣେ ମହିଳା ସୋମବାର ସକାଳେ 'ଖୁଦୁରୁକୁଣୀ' ମୂର୍ତ୍ତି ବିସର୍ଜନ ସମୟରେ ମହାନଦୀରେ ବୁଡ଼ି…

ରିସର୍ଚରୁ ଖୁଲାସା; ହେୟାର ଷ୍ଟାଇଲିଂ କରିବା ସମୟରେ ଆପଣଙ୍କ ଆଖପାଖରେ ସୃଷ୍ଟି ହେଉଛି ଭୟଙ୍କର ପ୍ରଦୂଷଣ..

ନୂଆଦିଲ୍ଲୀ: ସକାଳେ ଅଫିସ୍ ପାଇଁ ପ୍ରସ୍ତୁତ ହେବା ପାଇଁ ହେଉ, ସେ ବିବାହ କିମ୍ବା ପାର୍ଟି ଭଳି କୌଣସି ବିଶେଷ ଅବସର ପାଇଁ ପ୍ରସ୍ତୁତ ହେବା ପାଇଁ ଆପଣ ଆପଣଙ୍କର କେଶ ସଜ୍ଜା ଉପରେ ବିଶେଷ ଧ୍ୟାନ ଦିଅନ୍ତି । ଅନେକ ଲୋକ କେଶ ସଜ୍ଜା ପାଇଁ ସେମାନଙ୍କର କେଶକୁ ଶୁଖାଇବା, ସିଧା କରିବା କିମ୍ବା କର୍ଲ…