ରାଜ୍ୟସଭା ନିର୍ବାଚନରେ ବିଜୟୀ ହେଲେ ମନମୋହନ ସାମଲ, ସୁଜିତ କୁମାର, ସଂନ୍ତୃପ୍ତ ମିଶ୍ର ଓ ଦିଲ୍ଲୀପ ରାୟ
ଭୁବନେଶ୍ବର: ସରିଲା ଭୋଟ୍ ଗଣତି । ହାଇଭୋଲ୍ଟେଜ ଲଢେଇ ଭିତରେ ପ୍ରକାଶ ପାଇଲା ରାଜ୍ୟସଭା ନିର୍ବାଚନ ଫଳ । ରାଜ୍ୟସଭାକୁ ନିର୍ବାଚିତ ହେଲେ ମନମୋହନ ସାମଲ, ସୁଜିତ କୁମାର, ଦିଲ୍ଲୀପ ରାୟ ଓ ସଂନ୍ତୃପ୍ତ ମିଶ୍ର । ହାରିଲେ ଦତ୍ତେଶ୍ବର ହୋତା । ସଂତୃପ୍ତଙ୍କୁ ୩୧ଟି ଭୋଟ୍ ମିଳିଥିବାବେଳେ ଦିଲ୍ଲୀପ…