ପୈତୃକ ଗାଁରେ ପହଞ୍ଚିଲା ସୌମ୍ୟାଶ୍ରୀଙ୍କ ମୃତ ଶରୀର; ଛାତି ଫଠାଇ କାନ୍ଦୁଛି ପୁରା ପରିବାର…
ବାଲେଶ୍ବର: ପୈତୃକ ଗାଁ ପଳାସିଆରେ ପହଞ୍ଚିଲା ସୌମ୍ୟାଶ୍ରୀ ବିଶିଙ୍କ ପାର୍ଥିବ ଶରୀର । ସୌମ୍ୟାଙ୍କ ମୃତଦେହ ଗତକାଲି ବିଳମ୍ବିତ ରାତିରେ ଏମ୍ସରେ ବ୍ୟବଛେଦ ହୋଇଥିଲା । ସୌମ୍ୟାଶ୍ରୀଙ୍କ ମୃତଦେହକୁ କଡା ସୁରକ୍ଷା ଭିତରେ ଆଜି ବାଲେଶ୍ବର ଜିଲ୍ଲା ଭୋଗରାଇର ତାଙ୍କ ଗାଁ ପଳାସିଆକୁ ନିଆଯାଇଛି ।…