Latest Odisha News

BREAKING NEWS

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ଆଜିର ରାଶିଫଳ ତା ୮-୭-୨୦୨୧ ଗୁରୁବାର ଆଜି ଦିନର ମହତ୍ତ୍ଵ ଆଜି ୨୦୨୧ ମସିହା ଜୁଲାଇ ତା ୮ ରିଖ ଗୁରୁବାର ମିଥୁନ ୨୪ ଦିନ ଆଷାଢ଼ ମାସ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ତିଥି ମୃଗଶିରା ନକ୍ଷତ୍ର ମିଥୁନ ଚନ୍ଦ୍ର ଘାତ ବାର- ତୁଳା ଓ କୁମ୍ଭ ରାଶିର ଘାତ ଚନ୍ଦ୍ର- ବିଛା ରାଶି ପୁରୁଷଙ୍କର ନିଷେଧ…

ଅନୁବାଦ କବିତା : ବୟସ କଥା କିଏ ପଚାରେ

ମୂଳ ହିନ୍ଦୀ : ଅଟଳ ବିହାରୀ ବାଜପେୟୀ ଅନୁବାଦ : ସରଳ କୁମାର ଦାସ ଘରଟା ଯେମିତି ହେଇଥିଲେ ବି ....... ତା'ର ଗୋଟେ କୋଣରେ .... ... ମନଖୋଲା ହସିବା ଲାଗି ଜାଗାଟିଏ ରଖ ... ସୂର୍ଯ୍ୟ ଯେତେ ଦୂରରେ ଥିଲେ ବି..., ତାଙ୍କୁ ଘରକୁ ଆସିବାକୁ ବାଟ ଦିଅ ..., ବେଳେ ଅଧେ ଛାତରେ…

ଅଶ୍ବିନୀ ବୈଷ୍ଣବଙ୍କୁ ମିଳିଲା ରେଳ, ଧର୍ମେନ୍ଦ୍ର ହରାଇଲେ ପେଟ୍ରୋଲିୟମ

ନୂଆଦିଲ୍ଲୀ : ଗଠନ ହୋଇଛି ମୋଦିଙ୍କ ନୂଆ କ୍ୟାବିନେଟ୍ । ସ୍ଥାନ ପାଇଛନ୍ତି ଅନେକ ଚେହେରା । ତେବେ ମୋଦିଙ୍କ ନୂଆ ମନ୍ତ୍ରିମଣ୍ଡଳରେ ଓଡ଼ିଶାର ସାଂସଦ ଅଶ୍ବିନୀ ବୈଷ୍ଣବଙ୍କୁ ମିଳିଛି ଗୁରୁ ଦାୟିତ୍ବ । ଅଶ୍ବନୀ ବୈଷ୍ଣବଙ୍କୁ ଦିଆଯାଇଛି ରେଳ ଓ ଆଇଟି ମନ୍ତ୍ରାଳୟ ଦାୟିତ୍ବ । ପୂର୍ବରୁ ପୀୟୁଷ…

ଆମେରିକା ହ୍ୟୁଷ୍ଟନରେ ଓଡ଼ିଆ ସାଂସ୍କୃତିକ କେନ୍ଦ୍ର

ହ୍ୟୁଷ୍ଟନ : ଯୁକ୍ତରାଷ୍ଟ୍ର ଆମେରିକା ସ୍ଥିତ ଟେକ୍‍ସାସ୍‍ର ହ୍ୟୁଷ୍ଟନରେ ଓଡ଼ିଶାର ଏକ ସାଂସ୍କୃତିକ କେନ୍ଦ୍ର ପ୍ରତିଷ୍ଠା କରାଯାଇଛି । ଡଃ ଏସ୍‍.କେ. ଦାଶ ସେଣ୍ଟର ଫର ଓଡ଼ିଆ କଲ୍‍ଚର ନାମକ ଏହି କେନ୍ଦ୍ରକୁ ସମାଜସେବୀ ଡଃ ସୀତକଣ୍ଠ ଦାଶ ଏବଂ ତାଙ୍କର ସହଧର୍ମିଣୀ କବୟିତ୍ରୀ କଳ୍ପନା ଦାଶ…

ରଥଯାତ୍ରା ପାଇଁ ପୁରୀ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ବୈଠକ

ପୁରୀ : ରଥଯାତ୍ରାକୁ ଆଉ ମାତ୍ର କିଛି ଦିନ ବାକି ରହିଲା । ରଥଯାତ୍ରାକୁ ଶୃଙ୍ଖଳିତ ରିବା ପାଇଁ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁଷ୍ଠିତ ହୋଇଛି ପ୍ରସ୍ତୁତି ବୈଠକ । ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବରିଷ୍ଠ ଅଧିକାରୀମାନଙ୍କୁ ବିଭିନ୍ନ ବିଭାଗର ଦାୟିତ୍ବ…

ଆଦିମ ଜନଜାତି ପରିବାର ପାଇଁ ମୁଖ୍ୟମନ୍ତ୍ରୀଙ୍କ କୋଭିଡ ସହାୟତା

ଭୁବନେଶ୍ବର : ଆଦିମ ଜନଜାତିଙ୍କ ପାଇଁ ରାଜ୍ୟ ସରକାରଙ୍କ କୋଭିଡ ସହାୟତା । ରାଜ୍ୟର ୬୪ ହଜାର ୨୧୪ଟି ଆପଦଗ୍ରସ୍ତ ଆଦିମ ଜନଜାତି ପରିବାରକୁ ପ୍ରଦାନ କରାଯାଇଛି ୫୦୦୦ ଟଙ୍କା ଲେଖାଏଁ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର କୋଭିଡ ସହାୟତା । କୋଭିଡର ଦ୍ଵିତୀୟ ଲହରୀରେ ଏହି ଆଦିମ ଜନଜାତି ପରିବାରଙ୍କୁ…

ଫାଦର ଷ୍ଟାନ ସ୍ବାମୀ ମୃତ୍ୟୁ ମାମଲା, ବଢୁଛି କେନ୍ଦ୍ର ସରକାରଙ୍କ ଅଡୁଆ

ନୂଆଦିଲ୍ଲୀ : ଫାଦର ଷ୍ଟାନ ସ୍ବାମୀ ମୃତ୍ୟୁ ମାମଲାରେ ବଢୁଛି କେନ୍ଦ୍ର ସରକାରଙ୍କ ଅଡୁଆ । ଏହି ଘଟଣାରେ କେନ୍ଦ୍ର ସରକାରଙ୍କୁ ଜାତିସଂଘ ମାନବାଧିକାର ସଂଗଠନ ସମେତ ବିଭିନ୍ନ ମହଲରୁ ଆସିବାରେ ଲାଗିଛି ପ୍ରଶ୍ନବାଣ । ସେପଟେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଆଇନର ପ୍ରକ୍ରିୟା…

ଅଧାରୁ ବନ୍ଦ କରାଗଲା ଅଲିମ୍ପିକ୍ସ ମଶାଲ ଶୋଭାଯାତ୍ରା

ଟୋକିଓ: କରୋନା ମହାମାରୀକୁ ଆଖି ଆଗରେ ରଖି ଜାପାନ ସରକାର ଅଲିମ୍ପିକ୍ସ ମଶାଲ ଶୋଭାଯାତ୍ରା ଅଧାରୁ ବନ୍ଦ କରିଛନ୍ତି । ଶୁକ୍ରବାରଠାରୁ ଏହା ଟୋକିଓରେ ଆରମ୍ଭ ହେବାକୁ ଥିଲା । ପୂର୍ବରୁ ରାଷ୍ଟ୍ରୀୟସ୍ତରର ମଶାଲ ଶୋଭାଯାତ୍ରା ମାର୍ଚ୍ଚରୁ ଆରମ୍ଭ ହୋଇଥିଲା । କ୍ୱେଟା ଓ ହିରୋସିମା ପୂର୍ବରୁ ଏହି…

ଜଗତପୁର କଣିବାଟି ନିକଟ କେନାଲରୁ ଯୁବକଙ୍କ ମୃତଦେହ ଉଦ୍ଧାର

କଟକ : ଜଗତପୁର କଣିବାଟି ନିକଟ କେନାଲରୁ ଉଦ୍ଧାର ହୋଇଛି ଯୁବକଙ୍କ ମୃତଦେହ । ମୃତ ଯୁବକ ହେଲେ ରମେଶ ଭୋଇ । ସେ ଜଣେ ଦିନ ମଜୁରିଆ ହୋଇଥିବା ଜଣାପଡିଛି । ଗତକାଲି ବିଳମ୍ବିତ ରାତିରେ ରମେଶ ନିଜ ଘରୁ ବାହାରି କେନାଲ ପାଖକୁ ଆସିଥିଲେ । କିନ୍ତୁ ତାପରେ ଆଉ ଘରକୁ ଫେରି ନଥିଲେ । ଏବଂ ସକାଳୁ…

ରାଉରକେଲା ଇସ୍ପାତ କାରଖାନାର ସିସିଡି ବିଭାଗରେ ଦୁର୍ଘଟଣାର ଉଚ୍ଚସ୍ତରୀୟ ତଦନ୍ତ

ରାଉରକେଲା : ରାଉରକେଲା ଇସ୍ପାତ କାରଖାନାର ସିସିଡି ବିଭାଗରେ ହୋଇଥିବା ଦୁର୍ଘଟଣାର ଆରମ୍ଭ ହୋଇଛି ଉଚ୍ଚସ୍ତରୀୟ ତଦନ୍ତ । ଏନଜିଟିଙ୍କ ନିର୍ଦ୍ଦେଶରେ ଗଠନ ହୋଇଥିବା ଉଚ୍ଚସ୍ତରୀୟ କମିଟି ଆଜି ଦ୍ୱିତୀୟ ଦିନରେ କାରଖାନାରେ ତଦନ୍ତ ଆରମ୍ଭ କରିଛି । ଏହି ରାଉରକେଲା ଇସ୍ପାତ କାରଖାନା ଗସ୍ତ କରି…