Latest Odisha News

BREAKING NEWS

ଆନ୍ଧ୍ରପ୍ରଦେଶରେ ମିଳିଲା ୮୦୦ ବର୍ଷ ତଳର ଭଗବାନ ଗଣେଶଙ୍କ ମୂର୍ତି

ପ୍ରକାଶମ: ଆନ୍ଧ୍ରପ୍ରଦେଶର ପ୍ରକାଶମ ଜିଲ୍ଲାରେ ୮୦୦ ବର୍ଷ ତଳର ଭଗବାନ ଗଣେଶଙ୍କ ମୂର୍ତି ମିଳିଛି । ସବୁଠାରୁ ବଡ କଥା ଗଣେଶ ପୂଜା ଅବସରରେ ଏହା ମିଳିଥିବାରୁ ସ୍ଥାନୀୟ ବାସିନ୍ଦାଙ୍କ ଉତ୍କଣ୍ଠା ବୃଦ୍ଧି ପାଇଛି । ଗବେଷକ ଶିବ ନାଗୀ ରେଡ୍ଡୀଙ୍କ ମତରେ ଗ୍ରାନାଇଟରେ ନିର୍ମିତ ଏହି ମୂର୍ତିର ଲମ୍ବ…

ଟ୍ରେନ ଲାଇନ କଡରୁ ମିଳିଲା ତେଲେଙ୍ଗାନାର ୬ ବର୍ଷୀୟା ଦୁଷ୍କର୍ମ ଅଭିଯୁକ୍ତର ଶବ !

ହାଇଦ୍ରାବାଦ: ତେଲେଙ୍ଗାନାର ବହୁ ଚର୍ଚ୍ଚିତ ୬ ବର୍ଷୀୟା ବାଳିକା ଦୁଷ୍କର୍ମ ଓ ହତ୍ୟାର ମୁଖ୍ୟ ଅଭିଯୁକ୍ତର ଶବ ରେଳ ଲାଇନ କଡରେ ମିଳିଛି । ତେଲେଙ୍ଗାନା ଡିଜିପି ଶବ ଅଭିଯୁକ୍ତ ପି ରାଜୁ (୩୦ ବର୍ଷ)ର ବୋଲି ସ୍ପଷ୍ଟ କରିଛନ୍ତି । ଶରୀରର ଟାଟ୍ଟୁରୁ ଅଭିଯୁକ୍ତକୁ ଚିହ୍ନଟ କରାଯାଇ ପାରିଛି । ତେବେ…

ୟୁଏଇରେ ଆଇପିଏଲ: ୭୫୦ ହୋଟେଲ ଷ୍ଟାଫଙ୍କ କରାଗଲା କୋଭିଡ ଟେଷ୍ଟ

ଦୁବାଇ: ଆଇପିଏଲ ୨୦୨୧ର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ୟୁଏଇ ଏବେ ଚଳ ଚଂଚଳ । କରୋନା ମହାମାରୀର ମୁକାବିଲା ପାଇଁ କଠୋର ପଦକ୍ଷେପ ଗ୍ରହଣ କରାଯାଇଛି । ଖେଳାଳିମାନେ ୟୁଏଇରେ ପଂହଚିବା ପୂର୍ବରୁ ୧୪ ହୋଟେଲର ୭୫୦ କର୍ମଚାରୀଙ୍କ କୋଭିଡ ଟେଷ୍ଟ କରାଯାଇଛି । ଏହା ବ୍ୟତୀତ ଲିଗକୁ ସୁଚାରୁରୂପେ ପରିଚାଳନା…

ମା’ଦୁର୍ଗାଙ୍କ ମନ୍ଦିରରେ ମୂଷା ମାହାତ୍ମ୍ୟ

ବିକାନୀର: ଆମ ଚାରିପାଖେ କିଛି ନା କିଛି ରହସ୍ୟ ରହିଛି । ଯାହା ଆମେ ଭେଦ କରିବା ସମ୍ଭବ ନୁହେଁ । ଆମ ଆଖି ସାମନାରେ ସେହି ରହସ୍ୟମୟ ଘଟଣା ଘଟିଚାଲିଥିଲେ ବି ତାର ସତ୍ୟତାଠୁ ଆମେ ବହୁ ଦୂରରେ । ସେମିତି ଏକ ରହସ୍ୟମୟ ଘଟଣା ଦେଖିବା ଏକ ମନ୍ଦିରରେ । ଯେଉଁଠି ହଜାର ହଜାର ମୂଷା ଘୁରିବୁଲୁଛନ୍ତି ।…

ଲଗାଣ ବର୍ଷା ଯୋଗୁ ୨୪ ଜିଲ୍ଲା ପ୍ରଭାବିତ

ଭୁବନେଶ୍ୱର: ଲଗାଣ ବର୍ଷା ଯୋଗୁ ୨୪ ଜିଲ୍ଲା ପ୍ରଭାବିତ । ସେହିପରି ଲଗାଣ ବର୍ଷାରେ ୬ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨ ଜଣ ଏଯାଏଁ ନିଖୋଜ ଅଛନ୍ତି ।  କେନ୍ଦ୍ରାପଡ଼ା ଜିଲ୍ଲାରୁ ସର୍ବାଧିକ ୩ ଜଣଙ୍କ ମୃତ୍ୟୁ ହୋଇଛନ୍ତି।  ଗଞ୍ଜାମ, ଖୋର୍ଦ୍ଧା ଓ ସୁବର୍ଣ୍ଣପୁର ଜିଲ୍ଲାରୁ ଜଣେ ଲେଖାଏଁ ମୃତ୍ୟୁ…

ଓଡ଼ିଶା ଚାଷୀଙ୍କ ମାସିକ ଆୟ ତାଲିକା

ଭୁବନେଶ୍ୱର: ଓଡ଼ିଶା ଚାଷୀଙ୍କ ମାସିକ ଆୟ ତାଲିକା । ଓଡ଼ିଶା ଚାଷୀଙ୍କ ମାସିକ ଆୟ ୫ ହଜାର ୧୧୨ ଟଙ୍କା । ଚାଷୀମାନଙ୍କ ସ୍ଥିତିକୁ ନେଇ କେନ୍ଦ୍ର ସରକାରଙ୍କ ପରିସଂଖ୍ୟାନ ଓ ଯୋଜନା କ୍ରିୟାନ୍ୱୟନ ମନ୍ତ୍ରାଳୟ ଦ୍ୱାରା ରିଲିଜ୍ ରିପୋର୍ଟରେ ଏହି ତଥ୍ୟ ଉଲ୍ଲେଖ । ଦେଶରେ ସବୁଠାରୁ କମ୍ ହାରାହାରି…

ସମ୍ଭାବ୍ୟ ବନ୍ୟା ମୁକାବିଲା ପାଇଁ ଗ୍ରାଉଣ୍ଡରେ ୪ଟି ଏନଡିଆରଏଫ ଟିମ୍

ଭୁବନେଶ୍ୱର: ଲଗାଣ ବର୍ଷା ଓ ପରବର୍ତ୍ତୀ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ରାଜ୍ୟରେ ୪ଟ ଏନଡିଆରଏପ୍ ଟିମ୍ ନିୟୋଜିତ ଅଛନ୍ତି । ସମ୍ଭାବ୍ୟ ବନ୍ୟା ସ୍ଥିତିର ମୁକାବିଲା ପାଇଁ ଭଦ୍ରକ, କେନ୍ଦ୍ରାପଡ଼ା, କଟକ ଓ ପୁରୀରେ ଏନଡିଆରଏଫ୍ ଟିମ୍ ସଜାଗ ଅଛନ୍ତି । ଗତକାଲି ଗୋଟିଏ ଟିମ୍ ଭଦ୍ରକ ଯାଇଥିବା…

ପ୍ରେମିକା ସହ ଫେରିଲା ମହାଡ୍ରମାର ନାୟକ ସ୍ୱିଗି ବୟ

ଭୁବନେଶ୍ୱର : ମହାଡ୍ରାମାର ଖୋଲିଲା ଗୁମର । ଭୁବନେଶ୍ୱର ପହଞ୍ଚିଲା ନିଜ ଅପହରଣର ଡ୍ରାମା ରଚିଥିବା ନାୟକ ସ୍ୱିଗି ବୟ । ମହାଡ୍ରାମାର ଖୋଲିଲା ଗୁମର । ଭୁବନେଶ୍ୱର ପହଞ୍ଚିଲା ନିଜ ଅପହରଣର ଡ୍ରାମା ରଚିଥିବା ନାୟକ ସ୍ୱିଗି ବୟ । ଚିକୁନ ଓ ତାଙ୍କ ବାନ୍ଧବୀକୁ ମଧ୍ୟପ୍ରଦେଶର କଟ୍ନିରୁ…

ବରାଦର କହିଲେ ମୁଁ ସୁସ୍ଥ ଅଛି, ସରକାରରେ କୌଣସି ମତଭେଦ ନାହିଁ

କାବୁଲ: ତାଲିବାନୀ ନେତା ମୁଲ୍ଲା ବରାଦରଙ୍କୁ ନେଇ ଏବେ ଗଣମାଧ୍ୟମରେ ଭିନ୍ନ ଭିନ୍ନ ଖବର ପ୍ରକାଶ ପାଉଛି । ଏହି ସବୁ ମଧ୍ୟରେ ତାଲିବାନୀ ନେତା ଅବଦୁଲ ଗନୀ ବରାଦର ସେ ସୁସ୍ଥ ଅଛନ୍ତି ବୋଲି ଏକ ଭିଡିଓ ମେସେଜ ଜାରୀ କରିଛନ୍ତି । ଆଫଗାନିସ୍ତାନ ସରକାରରେ କୌଣସି ପ୍ରକାର ଅଶାନ୍ତି ଉପୁଜି ନାହିଁ…

ବୋଲେରୋ ଦୁର୍ଘଟଣାରେ ୧୩ ଜଣ ଆହତ

ବରଗଡ଼: ଗାଈକୁ ବଞ୍ଚାଇବାକୁ ଯାଇ ଦୁର୍ଘଟଣାର ଶିକାର ହେଲ ବୋଲେରୋ । ଏଥିରେ ୧୩ ଜଣ ଆଙତ ହୋଇଛନ୍ତି । ବରଗଡ଼ ଜିଲ୍ଲା ଘୁଲିପାଳି ଛକଠାରେ ଏହି ଦୁର୍ଘଟଣା ଘଟିଛି । ରାସ୍ତାରେ ବୁଲୁଥିବା ଗାଈକୁ ବଞ୍ଚାଇବାକୁ ଯାଇ ଗାଡ଼ିଟି ଦୁର୍ଘଟଣାର ଶିକାର ହୋଇଥିଲା । ଆହତଙ୍କ ମଧ୍ୟରୁ ୬ ଜଣଙ୍କର ଅବସ୍ଥା…