Latest Odisha News

BREAKING NEWS

ହଜିଯାଉଛି କୌଳିକ ବୃତ୍ତି

ମୟୂରଭଞ୍ଜ : ବୁଡ଼ିବାକୁ ବସିଲାଣି କୌଳିକ ବୃତ୍ତି । ପୂର୍ବରୁ ମୃଦଙ୍ଗ ଓ ମାଦଳର ଅନେକ ଚାହିଦା ଥିବାବେଳେ ଏବେ ଅତ୍ୟାଧୁନିକ ବାଦ୍ୟଯନ୍ତ୍ର ପ୍ରଭାବରେ ଏହା ଲୋପ ପାଇବାକୁ ବସିଲାଣି । ଆଉ ଏହି ବୃତ୍ତିକୁ ଆପଣାଇଥିବା କାରୀଗରମାନେ ମଧ୍ୟ ଉଚିତ୍ ମୂଲ୍ୟ ନପାଇ ଏହି କାର୍ଯ୍ୟରୁ ମୁହଁ ଫେରାଇବାରେ…

ଏହି ଦେଶରେ କୋଭିଶିଲ୍ଡ ଟିକା ନେଇ ୫ ଜଣ ବ୍ୟକ୍ତିଙ୍କ ମୃତ୍ୟୁ

ଦୁବାଇ: କରୋନା ଟିକା ନେଇ ୬ ଜଣ ବ୍ୟକ୍ତି ମୃତ୍ୟୁବରଣ କରିଥିବା ସୂଚନା ମିଳିଛି। ସେଥିମଧ୍ୟରୁ ଭାରତ ନିର୍ମିତ କୋଭିଶିଲ୍ଡ ଟିକା ନେଇ ୫ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ବ୍ୟକ୍ତି ଚାଇନାର ସିନୋଫାରମ୍‌ ଟିକା ନେଇଥିଲେ। ଏଭଳି ଏକ ଅସନ୍ତୋଷପୂର୍ଣ୍ଣ ଖବର ଆସିଛି ସେଚେଲ୍ସରୁ।…

ବଣ୍ଡା ଘାଟିର ବିକାଶରେ ସାପ୍ତାହିକ ହାଟ

ମାଲକାନଗିରି : ମାଲକାନଗିରି ଜିଲ୍ଲା ଖୈରପୁଟ ବ୍ଲକ ଅନ୍ତର୍ଗତ ବଣ୍ଡା ଘାଟିରେ ବାସ କରନ୍ତି ପ୍ରାୟ ୭ ହଜାର ଆଦିମ ଜନଜାତିର ଲୋକେ । ଖୈରପୁଟ ବ୍ଲକ ଅନ୍ତର୍ଗତ ମୁଣ୍ଡିଗୁଡା ଠାରେ ହେଉଥିବା ସାପ୍ତାହିକ ହାଟ କହିଲେ ବୁଝାଏ ଏହି ବଣ୍ଡା ହାଟ । କାରଣ ଏହି ସାପ୍ତାହିକ ହାଟରେ ବଣ୍ଡା ଘାଟିର ଦୁଇଟି…

ଇନଷ୍ଟାଗ୍ରାମ ରିଚ୍‌ ତାଲିକାରେ ୨୭ ତମ ସ୍ଥାନରେ ଅଭିନେତ୍ରୀ ପ୍ରିୟଙ୍କା

ନୂଆଦିଲ୍ଲୀ: ବଲିଉଡ୍ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ୨୦୨୧ର ଇନଷ୍ଟାଗ୍ରାମ ରିଚ୍‌ ତାଲିକାରେ ୨୭ ତମ ସ୍ଥାନ ଅଧିକାର କରିଛନ୍ତି। ଏହି ତାଲିକାରେ ସ୍ଥାନ ପାଇଥିବ‌ା ପ୍ରଥମ ଭାରତୀୟ ଅଭିନେତ୍ରୀ ହେଉଛନ୍ତି ପ୍ରିୟଙ୍କା। ସେ ଫଟୋ-ବ୍ଲଗିଂ ଆପରେ ସେୟାର କରିଥିବା ପ୍ରତ୍ୟେକ ପ୍ରମୋସନାଲ ପୋଷ୍ଟ…

ଡେଲ୍‌ଟା ଭାରିଆଣ୍ଟକୁ ଶକ୍ତିହୀନ କରୁଛି ଜନ୍‌ସନ୍‌ ଆଣ୍ଡ୍‌ ଜନ୍‌ସନ୍‌ର ସିଙ୍ଗଲ୍‌ ଡୋଜ ଟିକା; ରିପୋର୍ଟ

ନ୍ୟୁଜର୍ସି: ଜନସନ ଆଣ୍ଡ ଜନସନର ସିଙ୍ଗଲ ସଟ୍‌ ଟିକା କରୋନାର ଦ୍ରୁତ ବିସ୍ତାରିତ ଡେଲ୍‌ଟା ଭାରିଆଣ୍ଟକୁ ଶକ୍ତିହୀନ କରୁଛି। ଏ ନେଇ ଗୁରୁବାର ଏକ ଅଧ୍ୟୟନ ପରେ ଜନସନ ଆଣ୍ଡ ଜନସନ ଘୋଷଣା କରିଛି। ତଥ୍ୟ ଅନୁଯାୟୀ ଜନସନ ଆଣ୍ଡ ଜନସନର ସିଙ୍ଗଲ୍ ସଟ ଟିକା ଡେଲ୍‌ଟା ଭାରିଆଣ୍ଟ ବି‌ରୁଦ୍ଧରେ…

ଅଭିମାନୀ ଅବଧେଶ

(ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’)  ଗାଁର ଅଧିକାଂଶ ଲୋକଙ୍କ ସହିତ ତାର କୌଣସି ସମ୍ପର୍କ ନାହିଁ । ସେ ନିଜ ଦୁନିଆ ଭିତରେ ନିଜେ ଥାଏ । କେବେ କେମିତି କାଁ ଭାଁ ଇଚ୍ଛା ହେଲେ ଜଣେ ଅଧେ ଲୋକଙ୍କ ସହିତ କଥାହୁଏ ଅବଧେଶ ଆଚାରୀ। ତା ପୂର୍ବପୁରୁଷଙ୍କ କୁଆଡ଼େ ବହୁତ ସୁନା ଥିଲା…

କରୋନା ଜନିତ ମୃତ୍ୟୁ ସଂଖ୍ୟାରେ ଭାରତ ବିଶ୍ୱରେ ତୃତୀୟ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୮୫୩ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି। ଏହାସହିତ, ଶୁକ୍ରବାର ଦିନ ଭାରତ ବିଶ୍ୱର ତୃତୀୟ ଦେଶ ହୋଇପାରିଛି ଯେଉଁଥିରେ ଆମେରିକା ଏବଂ ବ୍ରାଜିଲ ପରେ କୋଭିଡ-୧୯ କାରଣରୁ ମୋଟ ୪ ଲକ୍ଷରୁ ଅଧିକ ମୃତ୍ୟୁ ଘଟିଛି। ରିପୋର୍ଟ ଅନୁଯାୟୀ ଦେଶରେ…

ଲାଉ ତୁମ୍ବାରୁ ସ୍ଵତନ୍ତ୍ର ପରିଚୟ

ରାୟଗଡା : ଡଙ୍ଗର ମୁଲକର ହଜିଯାଇଥିବା ଲାଉ ତୁମ୍ବା ଏବେ ନିଜ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିବାକୁ ଯାଉଛି । ଲାଉ ତୁମ୍ବାର ବହୁଳ ଵ୍ୟଵହାର ଲୋପ ପାଇ ଯାଉଥିବା ବେଳେ ଏବେ ତାକୁ ଜୀବନ୍ତ କରି ନୂଆ ଦିଗ ଦେଇଛନ୍ତି ରାୟଗଡା ସହରର ଶିଳ୍ପୀ ହିମାଂଶୁ ଶେଖର ପାଣ୍ଡିଆ । ବିଭିନ୍ନ କଳାକୃତିର ଚିତ୍ର…

ରାଜଧାନୀରେ ୧୦୦ ଟପିଲା ପେଟ୍ରୋଲ ଦର

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ୧୦୦ ଟପିଲା ପେଟ୍ରୋଲ ଦର। ତେବେ ଡିଜେଲ ମୂଲ୍ୟରେ କୌଣସି ବୃଦ୍ଧି ହୋଇନଥିବା ଜଣାପଡ଼ିଛି। ପେଟ୍ରୋଲ ଲିଟର ପିଛା ୧୦୦.୦୧ ଟଙ୍କାରେ ବିକ୍ରି ହେଉଥିବା ବେଳେ ଡିଜେଲ ଲିଟର ପିଛା ୯୭.୨୫ ଟଙ୍କା ରହିଛି। ଗୁରୁବାର ପେଟ୍ରୋଲର ମୂଲ୍ୟ ଥିଲା ୯୯.୬୫ ଟଙ୍କା।…

ରାଜ୍ୟରେ ୩୨୨୨ଟି ନୂଆ ଆକ୍ରାନ୍ତ ଚିହ୍ନଟ; ଆଉ ୪୬ ମୃତ

ଭୁବନେଶ୍ବର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୩୨୨୨ଟି ପଜିଟିଭ କେସ୍‌ ରିପୋର୍ଟ ହୋଇଛି। ସେଥିମଧ୍ୟରୁ ୧୮୩୮ ଜଣ କ୍ୱାରେଣ୍ଟାଇନ୍‌ରୁ ଥିବା ବେଳେ ୧୩୮୪ଟି ଲୋକାଲ୍ କେସ୍‌ ରହିଛି। ଅନୁଗଗୁଳ ଜିଲ୍ଲାରୁ ୯୧ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୨୦୮, ବରଗଡ଼ରୁ ୨୪, ଭଦ୍ରକରୁ…