Latest Odisha News

BREAKING NEWS

ଅନଲାଇନ ମାଧ୍ୟମରେ ‘କଥାକାର ଅଡିଓ ବୁକ୍‍ସ’ ପ୍ରକାଶନର ସୁବର୍ଣ୍ଣ ଜୟନ୍ତୀ ପାଳନ

ଭୁବନେଶ୍ୱର: ଆମେ ଓଡ଼ିଆ , ଆମ ଓଡ଼ିଶା ଓ କଥାକାର ଅଡିଓ ବୁକସ ( କେ.ଏ.ବି ) ଆନୁକୂଲ୍ୟରେ କଥାକାର ଅଡିଓ ବୁକ୍‍ସର ‘ହାତବାକ୍‍ସ’ ଶୀର୍ଷକ ସୁବର୍ଣ୍ଣ ଜୟନ୍ତୀ ସଂସ୍କରଣର ଲୋକାର୍ପଣ କାର୍ଯ୍ୟକ୍ରମ ଅନଲାଇନ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ କେ.ଏ.ବି.ର ପଚାଶତମ ଭେଟି ଭାବରେ…

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ଵାରା ‘ଫଲ ଅଫ ଲଭ’ ଉନ୍ମୋଚିତ

ନୂଆଦିଲ୍ଲୀ : କବୀ ଐଶ୍ୱର୍ଯ୍ୟା ବିଶ୍ବାଳଙ୍କ ଇଂରାଜୀ କବିତା ସଙ୍କଳନ 'ଫଲ ଅଫ ଲଭ' କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି। ଐଶ୍ୱର୍ଯ୍ୟା ପେଶାରେ ଜଣେ ଡାକ୍ତର ଏବଂ  ସମାଜସେବୀ । ପୂର୍ବରୁ ହିନ୍ଦୀ ଓ ଇଂରାଜୀ ଭାଷାରେ ତାଙ୍କର ଦୁଇଟି ପୁସ୍ତକ ପ୍ରକାଶ ପାଇ…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ଆଜିର ରାଶିଫଳ ତା ୨-୭-୨୦୨୧ ଶୁକ୍ରବାର ଆଜି ଦିନର ମହତ୍ତ୍ଵ ଆଜି ୨୦୨୧ ମସିହା ଜୁଲାଇ ତା ୨ ରିଖ ଶୁକ୍ରବାର ମିଥୁନ ୧୮ ଦିନ ଆଷାଢ଼ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥି ରେବତୀ ନକ୍ଷତ୍ର ମୀନ ଚନ୍ଦ୍ର ଘାତ ବାର- ବିଛା ଧନୁ ଓ ମୀନ ରାଶିର ଘାତ ଚନ୍ଦ୍ର- ଧନୁ ରାଶି ପୁରୁଷ ଓ ତୁଳା ରାଶି…

କବିତା : ବିଦଗ୍ଧ ହୃଦୟ

ମୂଳ ରଚନା : ଲୁଇସ ଗ୍ଲୁକ ଅନୁବାଦ: ଆସୀମା ସାହୁ ସୁଖ-ସ୍ମୃତିକୁ ଝୁରିହେବାର ଯନ୍ତ୍ରଣା ଠାରୁ ବଳି ଦୁଃଖ , ଆଉ କିଛି ନାହିଁ ସେ ନାରୀକୁ ପଚାର,ସେ କିଛି ପସ୍ତଉଛି କି ମୁଁ ଦିନେ କାହାର ବାଗଦତ୍ତା ଥିଲି କିନ୍ତୁ ଆଜି ରହୁଛି ଅନ୍ୟ ଜଣକ ସାଥିରେ ସେକଥା ତୁମେ ଭୁଲିଯାଅ…

ବଡ଼ଦାଣ୍ଡରେ ଘର କରିଥିବା ଲୋକ କେବଳ ଛାତ ଉପରୁ ଦେଖିପାରିବେ ରଥଯାତ୍ରା

ପୁରୀ: ରଥଯାତ୍ରା ପ୍ରସ୍ତୁତି ଜୋରଦାର ହେଲାଣି। ଆଜି ରଥଯାତ୍ରା ଆୟୋଜନ ନେଇ ବିଭିନ୍ନ ସେବାୟତ ନିଯୋଗ ସହ ଆଲୋଚନା କରିଛନ୍ତି ପୁରୀ ଜିଲ୍ଲାପାଳ। ରଥଯାତ୍ରାରେ ସାମିଲ ହେବାକୁ ଥିବା ସେବାୟତ, ପ୍ରଶାସନିକ କର୍ମଚାରୀ, ପୋଲିସ ଓ ପରିମଳ କର୍ମଚାରୀଙ୍କୁ ମିଶାଇ ମୋଟ୍ ୩୫୦୦ ଜଣଙ୍କର କୋଭିଡ୍ ଟେଷ୍ଟ…

ରାଜ୍ୟରେ ବଢିଲା ବସ୍ ଭଡ଼ା, ଆଜିଠୁ ବର୍ଦ୍ଧିତ ଦର ଲାଗୁ

ଭୁବନେଶ୍ବର: ରାଜ୍ୟରେ ବଢିଲା ବସ୍ ଭଡ଼ା। ସାଧାରଣ ଓ ଏକ୍ସପ୍ରେସ ବସ୍ ଭଡ଼ା କିଲୋମିଟର ପ୍ରତି ୪ ପଇସା ବଢ଼ିଛି। ଡିଲକ୍ସ ଓ ଏସି ଡିଲକ୍ସ ବସ୍ ଭଡ଼ା ୮ ପଇସା ଲେଖାଏ ବୃଦ୍ଧି ହୋଇଛି। ସୁପର ପ୍ରିମିୟମ ବସରେ ଭଡ଼ା କିଲୋମଟରରୁ ପିଛା ୧୨ ପଇସା ବଢ଼ିଛି। ଆଜିଠୁ ଲାଗୁ ହୋଇଛି ବର୍ଦ୍ଧିତ ଦର।…

ଟିକା ସଙ୍କଟ, କାଲି ୧୭ ଜିଲ୍ଲାରେ ବନ୍ଦ ରହିବ ଟିକାକରଣ

ଭୁବନେଶ୍ବର : ଟିକା ଦେଉନି କେନ୍ଦ୍ର । ରାଜ୍ୟରେ ମହଜୁଦ ନାହିଁ ଆବଶ୍ୟକ ପରିମାଣର ଟିକା । ଟିକା ନଥିବାରୁ ଆସନ୍ତାକାଲି ରାଜ୍ୟର ୧୭ ଜିଲ୍ଲାରେ ବନ୍ଦ ରହିବ ଟିକାକରଣ । ଟିକାକରଣ ବନ୍ଦ ହେବାକୁ ଥିବା ଜିଲ୍ଲା ଗୁଡିକ ହେଲା - ଅନୁଗୁଳ, ବଲାଙ୍ଗୀର, ବାଲେଶ୍ବର, ଭଦ୍ରକ, ବୌଦ୍ଧ, କଟକ, ଦେବଗଡ଼,…

ମହାପ୍ରଭୁଙ୍କ ସେବାରେ କୁନି ଦଇତା

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଲୀଳା ସବୁବେଳେ ନିଆରା । ଅନନ୍ତ ବ୍ରହ୍ମାଣ୍ଡର ସ୍ରଷ୍ଟାଙ୍କ ସେବାରେ ନିୟୋଜିତ ହେବ ପୁଣି ନିର୍ବୋଧ ଶିଶୁ । ବିଶ୍ୱାସ ନ ହେଲେ ବି ଏହା ସତ.. । କରୋନା ମହାମାରୀ ଯୋଗୁ ପୁରୀର ରଥଯାତ୍ରା କିଛି ମାତ୍ରାରେ ନୀରବି ଯାଇଛି କହିଲେ ଭୁଲ ହେବନି । ତଥାପି…

ଜୁଲାଇ ୩୦ରୁ ଦଶମ ଅଫଲାଇନ୍ ପରୀକ୍ଷା

ଭୁବନେଶ୍ବର : ଜୁଲାଇ ୩୦ ତାରିଖରୁ ଆରମ୍ଭ ହେବ ମାଟ୍ରିକ୍ ଅଫ୍‌ଲାଇନ୍‌ ପରୀକ୍ଷା । ଅଫ୍‌ଲାଇନ୍‌ ପରୀକ୍ଷା ପାଇଁ ଅନ୍‌ଲାଇନ୍‌ରେ ହେବ ଫର୍ମ ଫିଲପ୍ । ଆସନ୍ତା ଜୁଲାଇ ୫ ତାରିଖରୁ ଜୁଲାଇ ୧୪ ତାରିଖ ପର୍ଯ୍ୟନ୍ତ ଚାଲିବ ଫର୍ମ ଫିଲପ । ତେବେ ମାଟ୍ରିକ ମୂଲ୍ୟାୟନକୁ ନେଇ ଛାତ୍ରଛାତ୍ରୀମାନେ…

[ଭିଡିଓ] ବିବାହ ଦିନ ନବବିବାହିତା ଦେଖାଇଲେ ମାର୍ସଲ୍ ଆର୍ଟସ୍ ଷ୍ଟଣ୍ଟ, ଜାଣନ୍ତୁ କାହିଁକି ?

ଭୁବନେଶ୍ୱର: ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା କିଛି ସହଜ କଥା ନୁହେଁ । ଏଥିପାଇଁ ଟ୍ୟାଲେଣ୍ଟ କିମ୍ବା ଭାଗ୍ୟର ସାଥ୍ ନିହାତି ଜରୁରୀ । ବେଳେବେଳେ ଅଜାଣତରେ ବି ଅନେକ ଘଟଣା ଓ ବ୍ୟକ୍ତି ଭାଇରାଲ୍ ହୋଇଥାନ୍ତି । ହେଲେ ଏଠି ଆମେ ଜଣେ ନବବିବାହିତାଙ୍କ କଥା ଉଲ୍ଲେଖ କରିଛୁ । ଯିଏ କି ନିଜ ବିବାହ…