Latest Odisha News

BREAKING NEWS

ଏଫଏଲଓ ପକ୍ଷରୁ କ୍ୟାପିଟାଲ୍ ହସ୍ପିଟାଲରେ କୋଭିଡ଼ ଓ୍ବାରିୟର୍ସଙ୍କୁ ଶୁଭେଚ୍ଛା

ଭୁବନେଶ୍ବର : ଆଜି ଜାତୀୟ ଡାକ୍ତର ଦିବସ । ଏହି ଅବସରରେ କ୍ୟାପିଟାଲ ହସ୍ପିଟାଲରେ ଜାତୀୟ ଡାକ୍ତର ଦିବସ ପାଳିତ ହୋଇଛି । କ୍ୟାପିଟାଲ ହସପିଟାଲର ୧୩୦୦ରୁ ଅଧିକ କୋଭିଡ ଯୋଦ୍ଧାଙ୍କୁ ଉତ୍ସାହିତ କରିଛି ଏଫଏଲଓ । ଆୟୋଜିତ ଏହି କାର୍ଯ୍ୟକ୍ରମରେ କ୍ୟାପିଟାଲ ହସପିଟାଲର ଡାକ୍ତର, ନର୍ସ ଏବଂ…

କେନ୍ଦୁଝର ତେଲକୋଇରେ ଅଘଟଣ, ପୋଖରୀରେ ବୁଡି ଜଣଙ୍କ ମୃତ୍ୟୁ

କେନ୍ଦୁଝର : କେନ୍ଦୁଝର ତେଲକୋଇରେ ଅଘଟଣ । ହାଲପୋଡିରେ ଗାଧୋଉଥିବା ବେଳେ ପୋଖରୀରେ ବୁଡି ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । ସୂଚନା ଅନୁସାରେ, ହାଲପୋଡ଼ି ଝୁମୁକାପଶି ସାହିର ଯୁଧିଷ୍ଠିର ମହାକୁଡ଼ ଗାଁ ପୋଖରୀକୁ ଗାଧୋଇବାକୁ ଯାଇଥିଲେ । କିନ୍ତୁ ବୁଡି ଯିବାରୁ ତାଙ୍କର ମୃତ୍ୟୁ ହୋଇଛି ।…

ଭାରତୀୟ ବୁକିଙ୍କ ସହ ମ୍ୟାଚ ଫିକ୍ସ କରିବା ଅଭିଯୋଗରେ ଦଣ୍ଡିତ ହେଲେ ୟୁଏଇର ଅମୀର, ଅଶଫାକ

ଦୁବାଇ: ଭାରତୀୟ ବୁକିଙ୍କ ସହ ମିଶି ମ୍ୟାଚ ଫିକ୍ସ କରିବା ଅଭିଯୋଗରେ ଦଣ୍ଡିତ ହୋଇଛନ୍ତି ୟୁଏଇର ଦୁଇ ଖେଳାଳି ଅମୀର ହୟାତ ଓ ଅଶଫାକ ଅହମ୍ମଦ । ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ ସେମାନଙ୍କୁ ୮ ବର୍ଷ ପାଇଁ ବାସନ୍ଦ କରାଯାଇଛି । ଟି୨୦ ବିଶ୍ୱକପ କ୍ୱାଲିଫାଇଂ ରାଉଣ୍ଡ ମ୍ୟାଚ ଫିକ୍ସ କରିବା ପାଇଁ…

ଡରାଉଛି ଡେଲଟା ପ୍ଲସ୍

ଭୁବନେଶ୍ୱର:  କରୋନାର ଭୟ ମନରୁ ଥମୁନି । ତା ସହିତ ପୁଣି ଡେଲଟା ପ୍ଲସ୍ ଭାରିଆଣ୍ଟ ଚିନ୍ତା ବଢାଇଛି । ନୂଆ ଭାରିଆଣ୍ଟ ଯୋଗୁ ଲୋକଙ୍କ ମନରେ ଭୟ ବଢି ଚାଲିଛି । ତେବେ ସବୁ ଭାରିଆଣ୍ଟ ଅପେକ୍ଷା ଡେଲଟା ଭାରିଆଣ୍ଟର ନୂଆ ମ୍ୟୁଟେସନ୍ ଡେଲଟା ପ୍ଲସ୍ ଭାରିଆଣ୍ଟବିପଦ ଜନକ । ହେଲେ ଏଥିପାଇଁ ଭୟଭୀତ…

ପେଶା ଶିକ୍ଷକତା, ନିଶା କାଳିଆକୁ ରଙ୍ଗେଇବା

ଭୁବନେଶ୍ୱର: ପେଶାରେ ଶିକ୍ଷକତା । ନିଶା କିନ୍ତୁ ବିଭିନ୍ନ କଳାକୃତି ପ୍ରସ୍ତୁତି କରିବା ଏବଂ ଶେଷରେ କାଳିଆ ମୁହଁରେ ରଙ୍ଗ ବୋଳିବା । ସରସ୍ୱତୀ ଶିଶୁ ମନ୍ଦିର ବ୍ରହ୍ମେଶ୍ୱର କଲୋନୀ, ରସୁଲଗଡରେ ଶିକ୍ଷକତା କରୁଛନ୍ତି ମନୋଜ କୁମାର ବେହେରା । ଜଗତସିଂହପୁରର ଦୁଆ ଗ୍ରାମରୁ ଯେତେବେଳେ ସେ…

ଯବାନଙ୍କ ଗୁଳିମାଡରେ ଜଣେ ମାଓବାଦୀ ନିହତ, ବିପୁଳ ପରିମାଣର ବିସ୍ଫୋରକ ଜବତ

ମାଲକାନଗିରି: ଛତିଶଗଡ ସୀମାନ୍ତ ସୁକୁମା ଜିଲ୍ଲାରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମିୟ ଘଟିଛି । ଘଟଣାସ୍ଥଳରେ ଜଣେ ହାର୍ଡକୋର ମାଓବାଦୀ ପ୍ରାଣ ହରାଇଥିବାବେଳେ ଜବତ ହୋଇଛି ବିପୁଳ ପରିମାଣର ମାଓ ସାମଗ୍ରୀ । ମୃତ ମାଓବାଦୀର ପରିଚୟ ପିଏଲ୍‌ଜିଏ କମାଣ୍ଡର ଜଗା ବୋଲି ଜଣାପଡିଛି ।…

କେନ୍ଦ୍ର କରୁଛି ଅବହେଳା, ରାଜ୍ୟରେ ଟିକାକରଣ ବାଧାପ୍ରାପ୍ତ

ଭୁବନେଶ୍ବର : କେନ୍ଦ୍ର ଦେଉନି ଟିକା । ଫଳରେ ରାଜ୍ୟରେ ବାଧାପ୍ରାପ୍ତ ହେଉଛି ଟିକାକରଣ । ଟିକା ଅଭାବରୁ ଧାର୍ଯ୍ୟ ଲକ୍ଷ୍ୟ ଅନୂସାରେ ହୋଇପାରୁନି ଟିକାକରଣ । ଫଳରେ ଗତକାଲି ମାତ୍ର ୪୯ ହଜାର ଲୋକଙ୍କୁ ଟିକା ଦିଆଯାଇଛି । ଟିକାର ଅଭାବ ଯୋଗୁଁ ଆଜି ରାଜ୍ୟର ୧୬ ଜିଲ୍ଲାରେ ବନ୍ଦ ରହିଛି ଟିକାକରଣ…

କରୋନାରେ ଆଖି ବୁଜିଲେ ଉତ୍ତର ଓଡିଶା ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ସଂଘମିତ୍ରା ମହାନ୍ତି

ଭୁବନେଶ୍ୱର: କରୋନାରେ ଆକ୍ରାନ୍ତ ହୋଇ ରାଜଧାନୀର ଏକ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଉତ୍ତର ଓଡିଶା ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ସଂଘମିତ୍ରା ମହାନ୍ତିଙ୍କର ଆଜି ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୮ ବର୍ଷ ହୋଇଥିଲା । ଉତ୍ତର ଓଡିଶା ବିଶ୍ୱବିଦ୍ୟାଳୟରୁ ସେ…

ଜୁଲାଇରେ ରାଜ୍ୟରେ କମିବ ସଂକ୍ରମଣ

ଭୁବନେଶ୍ବର : ରାଜ୍ୟରେ ନିୟନ୍ତ୍ରଣକୁ ଆସୁଛି ସଂକ୍ରମଣ । ମାମଲା ଦିନକୁ ଦିନ ହ୍ରାସ ପାଉଥିବା ବେଳେ, ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ବିଭିନ୍ନ ଦିଗ ଉପରେ ଗୁରୁତ୍ବ ଦିଆଯାଉଛି । ତେବେ ଜୁଲାଇ ସୁଦ୍ଧା ରାଜ୍ୟରେ ପଜିଟିଭ ସଂଖ୍ୟା କମିବ ବୋଲି ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ…

କରୋନାର ଦ୍ବିତୀୟ ଲହରରେ ଗଲାଣି ୮୦୦ ଡାକ୍ତରଙ୍କ ଜୀବନ

ନୂଆଦିଲ୍ଲୀ : ମହାମାରୀ କରୋନା କବଳରେ ଡାକ୍ତର । କରୋନାର ଶିକାର ପାଲଟିଛନ୍ତି ଜୀବନ ରକ୍ଷା କରୁଥିବା ଡାକ୍ତର । କେବଳ ଦ୍ବିତୀୟ ଲହରରେ ଗଲାଣି ଭାଇରସ ନେଲାଣି ୮୦୦ ଡାକ୍ତରଙ୍କ ଜୀବନ । ମୋଟା ମୋଟି ଭାବେ କହିବାକୁ ଗଲେ, ଉଭୟ ପ୍ରଥମ ଓ ଦ୍ବିତୀୟ ଲହରରେ କିଲର କରୋନା ନେଇଛି ଦେଢ଼ ହଜାରରୁ…