Latest Odisha News

BREAKING NEWS

ନଗଡ଼ାବାସୀ ନେଲେ କରୋନା ଟିକା

ଯାଜପୁର: ବହୁ ଚର୍ଚ୍ଚିତ ତଥା ଅପପୁଷ୍ଟିର ଅପବାଦ ମୁଣ୍ଡେଇଥିବା ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ନଗଡ଼ାରେ ଟିକାକରଣ ହୋଇଛି। ସୋମବାର ଉପର ଓ ତଳ ନଗଡ଼ାର ୬୫ଜଣ ଜୁଆଙ୍ଗ ଆଦିବାସୀ, ଗୁହିଆସାଳରୁ ୫୬, ତୁମୁଣିର ୩୮ଜଣ ଜୁଆଙ୍ଗଙ୍କୁ ପ୍ରଥମ ଡୋଜ୍ ଟିକା ପ୍ରଦାନ କରାଯାଇଛି। ଏହା ସହିତ ନାଲିଆଡାବରରେ…

ମାଟ୍ରିକ ରେଜଲ୍ଟରେ ଅସନ୍ତୋଷ ଛାତ୍ରଛାତ୍ରୀଙ୍କ ପାଇଁ ବିକଳ୍ପ କେବଳ ଅଫଲାଇନ୍ ପରୀକ୍ଷା, ସ୍ପଷ୍ଟ କଲେ ବୋର୍ଡ…

କଟକ: ରାଜ୍ୟରେ କରୋନା ଯୋଗୁ ମାଟ୍ରିକ ପରୀକ୍ଷା ବାତିଲ ହେଲା । ବିକଳ୍ପ ମୂଲ୍ୟାୟନ ଆଧାରରେ ରେଜଲ୍ଟ ପ୍ରକାଶ ପାଇବା ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ଅସନ୍ତୋଷର ନିଆଁ ଜଳିଛି । ଛାତ୍ରଛାତ୍ରୀ ଓ ଅଭିଭାବକ ରେଜଲ୍ଟକୁ ନେଇ ନାଖୁସ୍ । ଗତକାଲି ବିଭିନ୍ନ ସ୍ଥାନରେ ବିକ୍ଷୋଭ ପରେ ଆଜି ପ୍ରେସମିଟର…

ଚାଉଳରୁ କଲେରା ଭ୍ୟାକ୍ସିନ ପ୍ରସ୍ତୁତ କଲା ଜାପାନ !

ଟୋକିଓ: ଜାପାନ ବୈଜ୍ଞାନିକଙ୍କୁ ଆଜି ବଡ ସଫଳତା ମିଳିଛି । କଲେରା ରୋଗ ପାଇଁ ଚାଉଳରୁ ଭ୍ୟାକ୍ସିନ ପ୍ରସ୍ତୁତ କରିବାରେ ସେମାନେ ସଫଳ ହୋଇଛନ୍ତି । ଏହାର ନାମ ମ୍ୟୁକୋ ରାଇସ ସିଟିବି ରଖାଯାଇଛି । ଏହାକୁ ସାଧାରଣ ରୁମ ଟେମ୍ପେରେଚରରେ ଷ୍ଟୋର କରାଯାଇ ପାରିବ । ଏହାକୁ ପାଟିବାଟେ ପାଣି ସହିତ ଖିଆ…

ମହିଳାଙ୍କୁ ଦିଆଗଲା ତିନୋଟି ଡୋଜ କରୋନା ଟିକା

ଥାନେ: ବିଶ୍ବ ଟିକାକରଣ ତାଲିକାରେ ଭାରତ ଶୀର୍ଷରେ ରହିଥିବା ବେଳେ ଏପଟେ ମହାରାଷ୍ଟ୍ର ଥାନେରୁ ଏକ ସାଂଘାତିକ ଘଟଣା ସାମ୍‌ନାକୁ ଆସିଛି। ଥାନେର ଜଣେ ୨୮ ବର୍ଷୀୟା ମହିଳା ଦାବି କରିଛନ୍ତି ଯେ ତାଙ୍କୁ ଏକାକାଳୀନ ତିନୋଟି ଡୋଜ ଟିକା ଦିଆଯାଇଛି। ଏହି ଘଟଣା ସମ୍ପର୍କରେ ମହିଳା ଜଣଙ୍କ ତାଙ୍କ…

ପ୍ରବାସୀ ଶ୍ରମିକଙ୍କ ପାଇଁ ‘ଗୋଟିଏ ଦେଶ ଗୋଟିଏ କାର୍ଡ’ ଜୁଲାଇ ସୁଦ୍ଧା ଲାଗୁକର: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ୨୦୨୦ରୁ କରୋନା ପାଇଁ ଲକଡାଉନ ଓ ସଟଡାଉ ହେବା ପରେ ସବୁଠାରୁ ଯଦି ଅଧିକ କିଏ ହଇରାଣ ହୋଇଥାନ୍ତି ସେମାନେ ହେଲେ ପ୍ରବାସୀ ଓ ଦାଦନ ଶ୍ରମିକ। ସେମାନେ କାମ କରୁଥିବା ରାଜ୍ୟଗୁଡ଼ିକରେ କାମ ହରାଇବା ପରେ ଖାଇବା ପିଇବା ପାଇଁ ହଇରାଣ ହୋଇଛନ୍ତି। ତେବେ ସେମାନେ ଯେମିତି ଆଗକୁ ହଇରାଣ ନ…

ଓଡ଼ିଶାରେ ଲକଡାଉନ୍ ଖୋଲିବ ନା ବଢ଼ିବ, କଣ କହିଲେ ଡିଏମଇଟି ?

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ କମିଛି । କିନ୍ତୁ ଏବେ ବି ଉପକୂଳର କିଛି ଜିଲ୍ଲାରେ ସ୍ଥିତି ଚିନ୍ତାଜନକ ଅଛି । ଜୁଲାଇ ୧ରୁ ଅନଲକ୍ ହେବ କି ପୂରା ଓଡ଼ିଶା ? ସରକାରଙ୍କ ଘୋଷଣାକୁ ଅପେକ୍ଷା ଭିତରେ ଡିଏମଇଟି ଡାକ୍ତର ସିବିକେ ମହାନ୍ତି କହିଛନ୍ତି, ଲୋକଙ୍କୁ ସବୁ ଦିନ ଘର ଭିତରେ ରଖିବା…

୬୦ ବର୍ଷ ପରେ ୟୁରୋ କପ କ୍ୱାର୍ଟରରେ ପ୍ରବେଶ କଲା ସୁଇଜରଲାଣ୍ଡ

ବୁଖାରେଷ୍ଟ: ୬୦ ବର୍ଷ ପରେ ୟୁରୋ କପ ଫୁଟବଲ କ୍ୱାର୍ଟର ଫାଇନାଲରେ ପ୍ରବେଶ କରି ଇତିହାସ ରଚିଛି ସୁଇଜରଲାଣ୍ଡ । ବିଶ୍ୱ ଚାମ୍ପିୟନ ଫ୍ରାନ୍ସକୁ ପେନାଲ୍ଟି ଶୁଟଆଉଟରେ ୫-୪ରେ ହରାଇ ଦଳ ଏହି ସଫଳତା ହାସଲ କରିଛି । ଚୂଡାନ୍ତ ସମୟରେ ୩-୩ରେ ମ୍ୟାଚ ଶେଷ ହୋଇଥିଲା । ପେନାଲ୍ଟି ଶୁଟଆଉଟରେ ଫ୍ରାନ୍ସ…

ଲଗାତାର ଦ୍ୱିତୀୟ ବର୍ଷ ପାଇଁ ବାତିଲ ହେଲା କନୱର ଯାତ୍ରା

ନୂଆଦିଲ୍ଲୀ: କୋଭିଡ-୧୯ ମହାମାରୀ ପରେ ଉତ୍ତରପ୍ରଦେଶ ସରକାର ବାର୍ଷିକ କନୱର ଯାତ୍ରା ବାତିଲ କରିଛନ୍ତି। ଏହି ଯାତ୍ରାରେ ଶିବଙ୍କ ଭକ୍ତ ହରିଦ୍ୱାରରେ ଏକତ୍ରିତ ହୋଇ ଗଙ୍ଗା ନଦୀରୁ ଜଳ ଆଣି କରି ନିଜ ନିଜ ଅଞ୍ଚଳରେ ଶିବ ମନ୍ଦିରରେ ଚଢାଇଥାନ୍ତି। ଲଗାତାର ଦ୍ୱିତୀୟ ବର୍ଷ ସରକାର କନୱର ଯାତ୍ରା…

ଏଠାରେ ପର୍ଯ୍ୟଟକଙ୍କୁ ସେଲ୍‌ଫି ଉଠାଇବା ମନା

ଗୁଜରାଟ: ରାଜ୍ୟର ପ୍ରଥମ ଜିଲ୍ଲା ଭାବେ ଗୁଜରାଟର ଡାଙ୍ଗ୍‌ ଜିଲ୍ଲାରେ ସେଲଫି ନେବାକୁ ବାରଣ କରାଯାଇଛି। ଜୁନ୍ ୨୩ ରେ ଜାରି କରାଯାଇଥିବା ଏକ ବିଜ୍ଞପ୍ତି ଅନୁଯାୟୀ, ଦୁର୍ଘଟଣାକୁ ରୋକିବା ପାଇଁ ପର୍ଯ୍ୟଟନସ୍ଥଳୀରେ ସେଲଫି କ୍ଲିକ୍ କରିବାକୁ ଜିଲ୍ଲା ପ୍ରଶାସନ ବାରଣ କରିଛି। “ମୌସୁମୀ…

ରାଷ୍ଟ୍ରାୟତ୍ତ ଉଦ୍ୟୋଗରେ ସ୍ଵାଧୀନ ନିର୍ଦ୍ଦେଶକ ନିଯୁକ୍ତି କେତେ ସ୍ଵାଧୀନ?

 -ରାଜନୈତିକ ସମ୍ପୃକ୍ତିକୁ ଗୁରୁତ୍ଵ, ଅଧା ନିଯୁକ୍ତି ବିଜେପିରୁ! ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଅଧୀନରେ ବହୁ ରାଷ୍ଟ୍ରାୟତ୍ତ ସଂସ୍ଥା ଉଦ୍ୟୋଗ ରହିଛି। ଏଥିରେ ବିଭିନ୍ନସ୍ତର ଓ ପଦବୀରେ କର୍ମଚାରୀ ଅଛନ୍ତି। ଏହାବାଦ୍ ପରିଚାଳନା ବୋର୍ଡରେ ବିଭିନ୍ନ ସମୟରେ ଇଣ୍ଡିପେଣ୍ଡଣ୍ଟ ଡାଇରେକ୍ଟର ବା…