Latest Odisha News

BREAKING NEWS

କରୋନାରେ ୫୦ ବର୍ଷରୁ କମ୍‌ ବୟସ୍କଙ୍କ ମୃତ୍ୟୁ ହାର ଅଧିକ

ନୂଆଦିଲ୍ଲୀ: ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (ଏମ୍‌ସ)ର ଅଧ୍ୟୟନ ଅନୁଯାୟୀ କରୋନା ଯୋଗୁ ଅନ୍ୟ ବୟସ ବର୍ଗଙ୍କ ତୁଳନାରେ ୫୦ ବର୍ଷରୁ କମ୍‌ ବୟସ୍କ ଲୋକ ଅଧିକ ପ୍ରାଣ ହରାଇଛନ୍ତି। ଏହି ଅଧ୍ୟୟନ ଏପ୍ରିଲ ୪ ରୁ ଜୁଲାଇ ୨୪, ୨୦୨୦ ମଧ୍ୟରେ ମୃତ୍ୟୁବରଣ କରିଥିବା ରୋଗୀଙ୍କ…

ଦ୍ୱିତୀୟ ତରଙ୍ଗ ସମୟରେ ୩୪,୦୦୦ ରୁ ଅଧିକ ପିଲା ହୋଇଛନ୍ତି କରୋନା ସଂକ୍ରମିତ

ନୂଆଦିଲ୍ଲୀ: ଆସାମରେ ମହାମାରୀର ଦ୍ୱିତୀୟ ତରଙ୍ଗ ସମୟରେ ୧୮ ବର୍ଷରୁ କମ୍ ବୟସର ୩୪,୦୬୬ ପିଲା କରୋନା ସଂକ୍ରମିତ ହୋଇଛନ୍ତି। ଏ ନେଇ ରାଜ୍ୟର ଜାତୀୟ ସ୍ୱାସ୍ଥ୍ୟ ମିଶନର ନିର୍ଦ୍ଦେଶକ ସୂଚନା ଦେଇଛନ୍ତି। ଚଳିତ ବର୍ଷ ଏପ୍ରିଲରୁ ରିପୋର୍ଟ ହୋଇଥିବା ମୋଟ ମାମଲାର ଏହା ୨ ପ୍ରତିଶତ ଅଟେ।…

ଟ୍ୱିଟର ଇଣ୍ଡିଆ ଏମ୍‌ଡିଙ୍କ ବିରୋଧରେ ମାମଲା ରୁଜୁ

ନୂଆଦିଲ୍ଲୀ: ମାଇକ୍ରୋ ବ୍ଲଗିଂ ପ୍ଲାଟଫର୍ମରେ ଭାରତର ଭୁଲ୍‌ ମାନଚିତ୍ର ଦର୍ଶାଇବା ଉପରେ ଟ୍ବିଟରର ଏମ୍‌ଡିଙ୍କ ନାଁରେ ଏକ ମାମଲା ରୁଜୁ ହୋଇଛି। ଟ୍ୱିଟର ଇଣ୍ଡିଆ ପରିଚାଳନା ନିର୍ଦ୍ଦେଶକ ମନୀଷ ମହେଶ୍ୱରୀଙ୍କ ବିରୋଧରେ ମାମଲା ରୁଜୁ କରିଛି ଉତ୍ତରପ୍ରଦେଶ ପୋଲିସ। ଏହାପରେ ଭାରତରେ ଭୁଲ୍‌…

ସୀମାରେ ଆଲର୍ଟ: ଜମ୍ମୁରେ ମିଲିଟାରୀ ଷ୍ଟେସନ ପାଖରେ ବାରମ୍ବାର ପଇଁତରା ମାରୁଛି ଡ୍ରୋନ୍

ଶ୍ରୀନଗର: ଜମ୍ମୁ ଏୟାରଫୋର୍ସ ଷ୍ଟେସନ ଉପରେ ଡ୍ରୋନ୍ ଯୋଗେ ବିସ୍ଫୋରଣ ଘଟଣା ପରେ ବାରମ୍ବାର ସୀମାନ୍ତ ଆକାଶରେ ଉଡୁଇଛି ଡ୍ରୋନ୍ । ପାକିସ୍ତାନ ପଟରୁ ଜମ୍ମୁ ଆକାଶରେ ଡ୍ରୋନ୍ ଉଢୁଥିବା ଦେଖିବାକୁ ମିଳୁଛି । ଗତକାଲି ରାତି ପ୍ରାୟ ସାଢ଼େ ୨ଟା ବେଳେ ସୁଞ୍ଜଓ୍ୱାନ ମିଲିଟାରୀ ଷ୍ଟେସନ ପାଖରେ ଏକ…

NIA ନେଲା ଡ୍ରୋନ୍ ଯୋଗେ ଜମ୍ମୁ ଏୟାରଫୋର୍ସ ଷ୍ଟେସନରେ ବିସ୍ଫୋରଣର ତଦନ୍ତ ଭାର

ନୂଆଦିଲ୍ଲୀ: ନ୍ୟାସନାଲ୍ ଇନଭେଷ୍ଟିଗେସନ୍ ଏଜେନ୍ସୀ(NIA) କରିବ ଜମ୍ମୁ ଏୟାରଫୋର୍ସ ଷ୍ଟେସନରେ ଡ୍ରୋନ୍ ଯୋଗେ ବିସ୍ଫୋରଣର ତଦନ୍ତ । ଏନଆଇଏକୁ ବିଧିବଦ୍ଧ ତଦନ୍ତ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରାଳୟ । ରବିବାର ଦିନ ଏସପି ରାକେଶ ବଲଓ୍ୱାଲଙ୍କ ନେତୃତ୍ୱରେ ଏନଆଇଏର ଏକ ଟିମ୍…

ଓଡ଼ିଶାର ଏହି ଜିଲ୍ଲାରୁ ଖୋଲି ନପାରେ ତାଲା, ବଳବତ୍ତର ରହିପାରେ ଆଂଶିକ ଲକଡାଉନ୍

ଭୁବନେଶ୍ୱର: ରାଜ୍ୟରେ ଦିନେ ପରେ ସରିଯିବ ଆଂଶିକ ଲକଡାଉନ୍ । ଆଜି କିମ୍ବା ଆସନ୍ତାକାଲି ସରକାର ଜୁଲାଇ ପାଇଁ ନୂଆ ଗାଇଡଲାଇନ୍ ଘୋଷଣା କରିବେ । କଣ ରହିବ କରୋନା ମୁକାବିଲା ରଣନୀତି ? ତାଉପରେ ଏବେ ସମସ୍ତଙ୍କର ନଜର ରହିଛି । ଆଶ୍ୱସ୍ତିକର ଖବର ହେଉଛି ଓଡ଼ିଶାର ଅଧିକାଂଶ ଜିଲ୍ଲା ଏବେ ଗ୍ରୀନ୍…

ପୁଣି ଟିକା ସଙ୍କଟ: ଆଜି ଓଡ଼ିଶାର ଦୁଇଟି ଜିଲ୍ଲାରେ ଟିକାକରଣ ବନ୍ଦ

ଭୁବନେଶ୍ୱର: ଜୁନ୍ ୨୧ ତାରିଖରୁ ଓଡ଼ିଶାରେ କ୍ୟାମ୍ପେନ ମୋଡରେ ଟିକାକରମ ଚାଲିଥିଲା । ଆଜିଠୁ ପୁଣି ଥରେ ଟିକା ସଙ୍କଟ ଦେଖାଦେଇଛି । ଆବଶ୍ୟକ କୋଭିସିଲ୍ଡ ଟିକା ନଥିବାରୁ ଆଜି ଦୁଇଟି ଜିଲ୍ଲା ବାଲେଶ୍ୱର ଓ କେନ୍ଦ୍ରାପଡ଼ାରେ ବନ୍ଦ ରହିବ ଟିକାକରଣ । ବର୍ତ୍ତମାନ ରାଜ୍ୟରେ ୧ଲକ୍ଷ ୧୩ହଜାର ୮୩୦…

ଆଜି ଓଡ଼ିଶାରୁ ୨୬୪୦ କରୋନା ଆକ୍ରାନ୍ତ ଚିହ୍ନଟ, ପଜିଟିଭ୍ ହାର ୪.୧୪%କୁ ହ୍ରାସ

ଭୁବନେଶ୍ୱର: ରାଜ୍ୟରେ ଗତ ସପ୍ତାହେ ହେବ ସ୍ଥିର ରହିଥିଲା କରୋନା ସଂକ୍ରମଣ । ୩-୪ ହଜାର ଭିତରେ ନୂଆ ଆକ୍ରାନ୍ତ ଚିହ୍ନଟ ହେଉଥିଲେ । ଆଜି ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୩ହଜାର ତଳକୁ ଖସିଛି । ଚିହ୍ନଟ ହୋଇଛନ୍ତି ୨ହଜାର ୬୪୦ ସଂକ୍ରମିତ । କ୍ୱାରେଣ୍ଟାଇନରୁ ୧୫ଶହ ୧୭ ଓ ଲୋକାଲ୍ କଣ୍ଟାକ୍ଟ କେସ୍…

ଆଜି ଓଡ଼ିଶାରୁ କରୋନା ନେଲା ୪୦ ଜୀବନ

ଭୁବନେଶ୍ୱର: ରାଜ୍ୟରେ ଦୈନିକ କରୋନା ମୃତ୍ୟୁସଂଖ୍ୟା ସାମାନ୍ୟ କମିଛି । ୨୪ ଘଣ୍ଟାରେ ଆଉ ୪୦ ଜଣ ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି । ଚିକିତ୍ସାଧୀନ ଅବସ୍ଥାରେ ୧୪ ଜିଲ୍ଲାରୁ ସଂକ୍ରମିତ ପ୍ରାଣ ହରାଇଛନ୍ତି । ଖୋର୍ଦ୍ଧା, କଟକ, ବରଗଡ଼, ପୁରୀ ଜିଲ୍ଲାରେ ମୃତ୍ୟୁସଂଖ୍ୟା ଥମୁଛି । ଆଜି ଖୋର୍ଦ୍ଧା…

ଆଜି ଶ୍ରୀଜିଉଙ୍କ ଶ୍ରୀଅଙ୍ଗରେ ଲାଗି ହେବ ଫୁଲୁରୀ ତେଲ

ପୁରୀ: ଅତ୍ୟଧିକ ସ୍ନାନ ପରେ ଜ୍ୱରରେ ପୀଡ଼ିତ ଶ୍ରୀଜିଉଙ୍କର ଅଣସର ପିଣ୍ଡିରେ ଗୁପ୍ତ ସେବା ଚାଲିଛି । ସୁସ୍ଥ ହେବେ ମହାପ୍ରଭୁ । ଜ୍ୱର ପୀଡ଼ା ଲାଘବ ପାଇଁ ଆଜି ଶ୍ରୀଜିଉଙ୍କର ଶ୍ରୀଅଙ୍ଗରେ ଲାଗି ହେବ ଫୁଲୁରୀ ତେଲ । ଆଷାଢ଼ ଶୁକ୍ଳ ପଞ୍ଚମୀ ତିଥିରେ ଏହି ତେଲ ଲାଗୁ କରାଯାଇଥାଏ । ପୁରୀର ବଡ଼…